TV ଇଣ୍ଡଷ୍ଟ୍ରିରେ ସବୁଠୁ ଧନୀ ଅଟନ୍ତି ଏହି 5 ଜଣ Actress, ଯାହାଙ୍କ ଘରର ଦାମ ଶୁଣିଲେ ଆଓନଙ୍କ ହୋସ ଉଡିଯିବ

ଅଭିନୟ ଦୁନିଆରେ ଅନେକ ନୂଆ ଚେହେରା ପ୍ରତେକ ଦିନ ଆଗକୁ ଆସୁଛି ତେବେ ଏହି ଚେହେରା ହୁଏତ ବଲିଉଡର ଫିଲ୍ମର ହଉ କିମ୍ବା ଟିଭି ଦୁନିଆର ହଉ ତେବେ ଏହି ମାନେ ବର୍ଷକୁ ଏତେ ଇନକମ କରୁଛନ୍ତି ତାହା ଆପଣ ଜାଣିଲେ ବିଶ୍ଵାସ କରିବେନି । ତେବେ ଯଦି ଫିଲ୍ମ ରେ ଅଭିନୟ କରୁଥିବା ଅଭିନେତ୍ରୀ ମାନେ ଅଧିକ କମାଉଛନ୍ତି ତେବେ ସେହି ଠାରେ ଏହି ସିରିୟଲ ଅଭିନେତ୍ରୀ ମାନେ କିଛି ପଛରେ ନାହାନ୍ତି ନିଜର ଲୁକ, ଡ୍ରେସ , ଗହଣା ଓ ନିଜର ଷ୍ଟାଇଲ ପାଇଁ ଏମାନେ ବି ବହୁ ଚର୍ଚ୍ଚିତ ।

ତେବେ ଆସନ୍ତୁ ଜାଣିବା ଏମାନେ କିଭଳି ଭାବେ ଏତେ ମହଙ୍ଗା ଘର ଡ୍ରେସ ଓ ଗହଣା କିଣି ନିଜକୁ ମେଣ୍ଟେନ କରୁଛନ୍ତି । ଶିଭାଙ୍ଗି ଯୋଶୀ- ଏହି ଅଭିନେତ୍ରିକୁ ଆମେ “ୟେ ରିସ୍ତା କ୍ଯା କେହେଲାତା ହେ “ରେ ଦେଖିଛୁ । ଏହି ଅଭିନେତ୍ରୀ ଜଣକ ନିଜର ପରିଶ୍ରମ ରେ ନିଜ ପାଇଁ ବମ୍ବେରେ ରେ ଏକ ଘର କିଣିଛନ୍ତି । ଯାହାକି ୪କୋଟି ଟଙ୍କାର ଅଟେ । ଏହି ଅଭିନେତ୍ରୀ ଜଣକୁ ନିଜର ଘରକୁ ସଜେଇବାର ସଉକ ଅଛି ତେଣୁ ସେ ଆନ୍ନ୍ଟିକ ପିସ ଜିନିଷରେ ନିଜ ଘରକୁ ସଜେଇ ଛନ୍ତି ।

କ୍ରୀତିକା ସିଙ୍ଗର- ଏହି ଅଭିନେତ୍ରୀ ଜଣକୁ “ପୁନର ବିବାହ “ରେ ଦେଖିଥିବେ । ୟେ ନିଜର ପାଇସା ରେ ୫ କୋଟି ଟଙ୍କାର ଘର କିଣିଛନ୍ତି । ଏହି ଘରେ ସେ ନିଜର ସ୍ବାମୀଙ୍କ ସହ ରହୁଛନ୍ତି । ଏଥିରେ ସ୍ଵୀମିଙ୍ଗ ପୁଲ ଅଛି ଗାର୍ଡେନ ଅଛି ଓ ଅନେକ ଫାସିଲିଟି ଅଛି ।

ତେବେ ଏବେ ଆମେ ସନାୟା ଇରାନୀ ଏହି ଅଭିନେତ୍ରୀ ଘରେ ଘରେ ପରିଚିତ ଏହାଙ୍କ ଘର ଗୋଟେ ୫ ଷ୍ଟାର ହୋଟେଲ ଭଳି ଦେଖିବାକୁ । ସେ ବି ମୁମ୍ବାଇ ରେ ଘର ନେଇଛନ୍ତି । ସେ ତାଙ୍କର ଘରକୁ ୫.୩୦ କୋଟି ରେ କିଣିଥିଲେ ଏହାର ପ୍ରତେକ କୋଣକୁ ସେ ବହୂତ ସୁନ୍ଦର ଭାବେ ସଜାଇ ଛନ୍ତି । ଦ୍ରୁଷ୍ଟି ଧାମି ଏହି ଅଭିନେତ୍ରି ଜଣକ ନିଜର ସ୍ଵପ୍ନ ର ଘର କିଣିବାରେ ସକ୍ଷମ ହୋଇଛନ୍ତି କେବଳ ନିଜର ପରିଶ୍ରମ ଦ୍ଵାରା । ଏହାଙ୍କ ଘର  ୬ କୋଟି ଟଙ୍କାର ।

ଜେନିଫର ଙ୍କୁ କିଏ ନ ଜାଣେ ଏହି ଅଭିନେତ୍ରୀ ଜଣକ କେତେବେଳେ ଯୋୟା ହେଇକି ତ କେତେବେଳେ ମାୟା ହେଇକି ପ୍ରତେକ ଲୋକଙ୍କ ମନକୁ ଛୁଇଁ ଛନ୍ତି । ତେଣୁ ସେ ଆଜି ଏତେ ମହଙ୍ଗା ଘରେ ରହିଛନ୍ତି । ତେବେ ଏହାଙ୍କ ଅଭିନୟ ପାଇଁ ୟେ ଭଲ ମୋଟା ରକମ ଡିମାଣ୍ଡ କରୁଛନ୍ତି । ତେବେ ଏହି ଅଭିନେତ୍ରୀ ଜଣକ ନିଜର ବିବାହରେ ଅସଫଳ ରହିଲେ ବି ନିଜ କ୍ଯାରିୟର ରେ ବେଶ ସଫଳ ଅଟନ୍ତି ।

ୟାଙ୍କ ଘର ୭ କୋଟି ଟଙ୍କାର ଅଟେ । ଏହି ଅଭିନେତ୍ରୀଙ୍କୁ ରଙ୍ଗ ଅଧିକ ପସନ୍ଦ ତେଣୁ ସେ ନିଜର ଘରକୁ ଅନେକ ରଙ୍ଗରେ ସଜାଇ ଛନ୍ତି । ଏହାଙ୍କ ସୋଫା ହେଉ କିମ୍ବା ଏହାଙ୍କ ବେଡ଼ ସବୁ ନା ନା ରଙ୍ଗର ଅଟେ । ଏହି ଅଭିନେତ୍ରୀଙ୍କ ଘର ସବୁ ଅଭିନେତ୍ରୀଙ୍କ ଘର ଠାରୁ ଅଧିକ ଦାମ । ତେବେ ବନ୍ଧୁଗଣ ଆପଣଙ୍କୁ ଯଦି ଆମ ସୂଚନା ଭାଲ ଲାଗେ ତେବେ ଆପଣ ଏହି ପେଜ କୁ ଲାଇକ କରନ୍ତୁ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।