୨ ବର୍ଷ ପର୍ଯ୍ଯନ୍ତ ମହେନ୍ଦ୍ର ସିଂହ ଧୋନୀ ତରସୁ ଥିଲେ ଏହି ଝିଅର ପ୍ରେମ ପାଇଁ, ଦେଖନ୍ତୁ ତାଙ୍କର ସୁନ୍ଦର ଫୋଟୋସବୁ

ବର୍ତ୍ତମାନର ସମୟରେ କ୍ରିକେଟ ଲୋକମାନଙ୍କର ବହୁତ ପସନ୍ଦିତା ଖେଳ ଅଟେ । ଯେତେବେଳେ କ୍ରିକେଟର କଥା ଆସେ ସେତେବେଳେ ଭାରତର ପୂର୍ବ କପ୍ତାନ ମହେନ୍ଦ୍ର ସିଂହ ଧୋନୀଙ୍କ ନାମ ସବୁବେଳେ ପ୍ରଥମେ ଆସେ । ମହେନ୍ଦ୍ର ସିଂହ ଧୋନୀ ନିଜର ବ୍ୟାଟିଙ୍ଗ, କିପିଙ୍ଗ ଏବଂ କପ୍ତାନୀରେ ସମସ୍ତଙ୍କ ହୃଦୟରେ ନିଜର ପରିଚୟ ତିଆରି କରି ପାରିଛନ୍ତି । ଆପଣମାନେ ଜାଣିଥିବେ କି ସବୁ ସଫଳ ବ୍ୟକ୍ତିଙ୍କ ପଛରେ ଜଣେ ମହିଳାଙ୍କ ହାତ ଅଛି କିନ୍ତୁ ମହେନ୍ଦ୍ର ସିଂହ ଧୋନୀ ଏକ ଏମିତି ଭାରତୀୟ କ୍ରିକେଟର ଅଟନ୍ତି ତାଙ୍କ ସଫଳତା ପଛରେ ତାଙ୍କର ବି ବହୁତ ବେଶୀ ହାତ ଅଛି ।

Image courtesy: Google

ମହେନ୍ଦ୍ର ସିଂହ ଧୋନୀ କ୍ରିକେଟରେ ନିଜର ସଫଳତା ପୁରା କରିଦେଲେ କିନ୍ତୁ ନିଜର ଲଭ ଲାଇଫ ସେମିତି କିଛି ହୋଇ ପାରି ନାହିଁ ଯେମିତି ସେ ଚାହୁଁଥିଲେ । ଆପଣମାନେ ତାଙ୍କର ଫିଲ୍ମ ‘ଏମ ଏସ ଧୋନୀ-ଦ ଅନଟୋଲ୍ଡ ସ୍ଟୋରୀ’ ଫିଲ୍ମ ଅବଶ୍ୟ ଦେଖିଥିବେ । ଯେଉଁଥିରେ ଧୋନୀ ପ୍ରଥମେ କୌଣସି ଅନ୍ୟ ଝିଅକୁ ଭଲ ପାଉଥିଲେ ପରନ୍ତୁ କିଛି କାରଣ ଯୋଗୁ ତାଙ୍କର ଦୁର୍ଘଟଣାରେ ମୁର୍ତ୍ୟୁ ହୋଇଗଲା । ଯାହାଫଳରେ ଧୋନୀ ପୁରା ଭାଙ୍ଗି ଗଲେ ଏବଂ ତାଙ୍କର ପ୍ରଦର୍ଶନ ବି ବହୁତ ଖରାପ ହୋଇଯାଇଥିଲା ।

Image courtesy: Google

ଏହି ସମୟରେ ମହେନ୍ଦ୍ର ସିଂହ ଧୋନୀ ହୋଟେଲ ମୈନେଜମେଂଟ ରେ କାମ କରୁଥିବା ସାକ୍ଷୀ ସହ ଦେଖା ହୋଇଥିଲା । ଏମାନଙ୍କ ମଧ୍ୟରେ ବନ୍ଧୁତା ଆରମ୍ଭ ହୋଇଯାଇଥିଲା, ଧୋନୀ ସାକ୍ଷୀଙ୍କ ସହିତ ୨ ବର୍ଷ ଡେଟ କରିବା ପରେ ଯାଇ ବାହାହେଲେ । ଏହା ସତ ଅଟେ କି ଯେଉଁ ସ୍କୁଲରେ ଧୋନୀ ପଢୀଥିଲେ ସେହି ସ୍କୁଲରେ ସାକ୍ଷୀ ମଧ୍ୟ ଶିକ୍ଷା ଗ୍ରହଣ କରିଥିଲେ । ତାଙ୍କ ମଧ୍ୟରେ ୮ ବର୍ଷର ପାର୍ଥକ୍ଯ ଅଛି । ଏହାର ଅର୍ଥ ସେ କେବେ ବି ସ୍କୁଲରେ ସାକ୍ଷୀ ସହ ଦେଖା ହୋଇନଥିଲେ ।

Image courtesy: Google

ମହେନ୍ଦ୍ର ସିଂହ ଧୋନି ଏବଂ ସାକ୍ଷୀଙ୍କର ଗୋଟିଏ ଝିଅ ଅଛି । ଏବଂ ତାଙ୍କ ନାମ ‘ଯିବା ଧୋନୀ’ ଅଟେ ।

Image courtesy: Google

ଆପଣଙ୍କୁ କହିଦେଉଛୁ ଯେ ଧୋନୀ ବର୍ତ୍ତମାନ ପର୍ଯ୍ଯନ୍ତ ଚେନ୍ନାଇ ସୁପର କିଂସ ରେ ଆଇପିଏଲ ର ୮ଟି ସିରିଜରେ ୩ ଟି ଅର୍ଦ୍ଧସକତ ମାରିସାରିଛନ୍ତି । ଏବଂ ଏହି ବର୍ଷ ତାଙ୍କ ପାଇଁ ବହୁତ ମହତ୍ବପୂର୍ଣ ଅଟେ କାରଣ ଏହାର ଦମରେ ସେ ୨୦୧୯ ର ଓର୍ଲ୍ଡ କପ ରେ ଭାରତକୁ ଜିତାଇବାରେ ସଫଳ ହୋଇପାରିବେ ।

Image courtesy: Google

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।