ସ୍କୁଲ ୟୁନିଫର୍ମରେ ୩୦ ପାର ହୋଇସାରିଥିବା ଏହି ଆକ୍ଟ୍ରେସମାନେ ଦେଖାଯାଆନ୍ତି ଛୋଟ ପିଲାଙ୍କ ଭଳି ସବୁଠୁ ମାସୁମ ନମ୍ବର ୪ ଦେଖାଯାନ୍ତି

ଟିଭିରେ କାମ କରୁଥିବା ସମସ୍ତ ଅଭିନେତ୍ରୀମାନେ କେବେ ନା କେବେ ସ୍କୁଲ ୟୁନିଫର୍ମ ନିଶ୍ଚିତ ପିନ୍ଧିଛନ୍ତି । ସ୍କୁଲ ଦିନର ସମୟ ସବୁଠୁ ଭଲ ହୋଇଥାଏ ଏବଂ ଏହି ଦିନକୁ କେହି ଭୁଲି ପାରନ୍ତି ନାହିଁ । ଟିଭିର ଅଭିନେତ୍ରୀମାନେ ତ ସବୁ ଡ୍ରେସରେ ସୁନ୍ଦର ଦେଖାଯାନ୍ତି କିନ୍ତୁ ଯେତେବେଳେ ସେମାନେ ସ୍କୁଲ ଡ୍ରେସ ପିନ୍ଧନ୍ତି ସେତେବେଳେ ସେମାନେ ବହୁତ ସରଳ ଛୋଟ ପିଲାଙ୍କ ପରି ଦେଖା ଯାଇଥାନ୍ତି । ଆଜି ଆମେ ଏହି ପୋଷ୍ଟରେ ଆପଣମାନଙ୍କୁ ଟିଭି ଇଣ୍ଡଷ୍ଟ୍ରିର କିଛି ଏମିତି ପ୍ରସିଦ୍ଧ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ସ୍କୁଲ ଡ୍ରେସରେ ବହୁତ ସୁନ୍ଦର ନଜର ଆସୁଛନ୍ତି ।

ଦିବ୍ୟାଙ୍କା ତ୍ରିପାଠୀ

ଏହି ସମୟରେ ଦିବ୍ୟାଙ୍କା ତ୍ରିପାଠୀ ‘ଦ ଭୟେସ’କୁ ହୋଷ୍ଟ କରୁଛନ୍ତି । ଦିବ୍ୟାଙ୍କା ତ୍ରିପାଠୀ ଟିଭି ଜଗତର ସବୁଠୁ ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି । ସିରିୟଲ ‘ୟେ ହେ ମୋହବତେ’ରୁ ଫେମସ ହୋଇଥିଲେ ଦିବ୍ୟାଙ୍କା ତ୍ରିପାଠୀ । ଆପଣମାନେ ଫୋଟୋରେ ଦେଖି ପାରୁଛନ୍ତି କି ସ୍କୁଲ ୟୁନିଫର୍ମରେ ଦିବ୍ୟାଙ୍କା ତ୍ରିପାଠୀ କୌଣସି ଛୋଟ ପିଲା ଠାରୁ କମ ଦେଖା ଯାଉ ନାହାନ୍ତି ।

ଅଙ୍କିତା ଶର୍ମା

କିଛି ସମୟ ପୂର୍ବେ ନେହା କକ୍କଡ ଏବଂ ଟୋନୀ କକ୍କଡଙ୍କର ଏକ ଗୀତ ଆସିଥିଲା, ଯେଉଁଥିରେ ଅଙ୍କିତା ଶର୍ମା ୟୁନିଫର୍ମ ପିନ୍ଧି ପରଫର୍ମ କରିଥିଲେ । କହିଦେଉଛୁ ଯେ ଅଙ୍କିତା ଶର୍ମା ଏକ ଟିଭି ଅଭିନେତ୍ରୀ ଅଟନ୍ତି ଏବଂ ‘ଶ୍ରିଙ୍ଗାର ଏକ ସ୍ୱାଭିମାନ’ ଏବଂ ‘ଲାଜୱଂତୀ’ ଭଳି ସିରିୟଲରେ ସେ କାମ କରି ସାରିଛନ୍ତି । ସ୍କୁଲ ଡ୍ରେସରେ ଅଙ୍କିତା ବି ବହୁତ ସୁନ୍ଦର ଦେଖାଯାଉଛନ୍ତି ।

ସନାୟା ଈରାନୀ

ସନାୟା ଈରାନୀ ଛୋଟ ପରଦାର ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି । ସେ ‘ଇସ ପ୍ୟାର କୋ କ୍ୟା ନାମ ଦୂଂ’, ‘ରଂଗରସିୟା’, ‘ମିଲେ ଜବ ହମ ତୁମ’ ଭଳି କେତେକ ସୁପରହିଟ ସୋ ରେ କାମ କରିସାରିଛନ୍ତି । ଆପଣ ଫଟୋରେ ଦେଖି ପାରିବେ କି ସ୍କୁଲ ୟୁନିଫର୍ମରେ ସନାୟା ନବମ – ଦଶମ ଶ୍ରେଣୀର ଛାତ୍ରୀ ପରି ଦେଖାଯାଉଛନ୍ତି ।

ଜନ୍ନତ ଜୁବୈର ରହମାନୀ

ନିଜର ଅଭିନୟ ଏବଂ ସୁନ୍ଦରତାରେ ଲକ୍ଷ ଲକ୍ଷ ଲୋକମାନଙ୍କର ହୃଦୟରେ ରାଜ କରୁଥିବା ଅଭିନେତ୍ରୀ ଜନ୍ନତ ଅଭିନୟ ସହିତ ନିଜେ + ୨ ମଧ୍ୟ ପଢୁଛନ୍ତି । ଜନ୍ନତ ବହୁତ ଛୋଟ ବୟସରୁ ହିଁ ଅଭିନୟ କରିବା ଆରମ୍ଭ କରିଦେଇଥିଲେ । ସିରିୟଲ ‘ତୁ ଆସିକି’ରେ ସେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଆପଣ ଫଟୋରେ ଦେଖି ପାରିବେ କି ଜନ୍ନତ ସ୍କୁଲ ୟୁନିଫର୍ମରେ କେତେ ସରଳ ଛୋଟ ପିଲାଙ୍କ ପରି ଦେଖା ଯାଉଛନ୍ତି ।