Gk Questions & Answers- କ୍ଷେତରେ ଥିଲେ ସବୁଜ, ବଜାରରେ କଳା ଓ ଘରକୁ ଆସିଲେ ଲାଲ ହେଇଯାଏ, କୁହ ତ ତାହା କଣ ?

ଆପଣ ମାନେ ଜାଣିଥିବେ ଯେଉଁମାନେ ଇଣ୍ଟରବିୟୁରେ ବହୁତ ପ୍ରକାରର କଷ୍ଟ ପ୍ରଶ୍ନ ପଚାରିଥାନ୍ତି । ଏହା ଦ୍ଵାରା ଆମେ ବହୁତ କିଛି ଶିଖିବାକୁ ପାଇଥାଉ । ଆପଣ ଆମର ଏହି ପ୍ରଶ୍ନ ଓ ଉତ୍ତର ମଧ୍ୟମରେ ବହୁତ କିଛି ଶିଖିବାକୁ ପାଇବେ ।

ଯଦି କେଉଁ ପିଲା ପାଠ ପଢିଥିବ ତାଙ୍କୁ ଆପଣ ଏହି ପ୍ରଶ୍ନ ପଚାରି ପାରିବେ । ତେବେ ଆସନ୍ତୁ ଜାଣିବା କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ । ଏହି ପ୍ରଶ୍ନ ଓ ଉତ୍ତର ଖେଳରେ ଏମିତି କିଛି ରୋମାଞ୍ଚକର ପ୍ରଶ୍ନ ରହିଛି ଯାହା ଆପଣ ମାନଙ୍କୁ ଉତ୍ତରରେ ଦେବାକୁ ପଡିବ । ତେବେ ଆସନ୍ତୁ ଆରମ୍ଭ କରିବା ।

୧- ଏକ ପ୍ରାର୍ଶ୍ୱକୁ ସାମାନ୍ୟ ନଇଁ ରହିଥିବା ମିନାର କେଉଁଠି ଅବସ୍ଥିତ?
ଉ: ଇଟାଲୀ

୨- ହେଲିକପ୍ଟର ର ଆବିଷ୍କାର କେଉଁ ଦେଶରେ ହୋଇଥିଲା?
ଉ: ଫ୍ରାନ୍ସ

୩- ୟୁରୋପର ରୋଗୀ କାହାକୁ କୁହାଯାଏ?
ଉ: ତୁର୍କୀ

୪- କବାଡି କେଉଁ ଦେଶର ଜାତୀୟ ଖେଳ ଅଟେ?
ଉ: ବାଂଲାଦେଶ

୫- କାହାକୁ ଫଳ ମାନଙ୍କର ରାଣୀ କୁହାଯାଏ?
ଉ: ଲିଚୁ

୬- ଶେର ଶାହ ଙ୍କ ସମାଧି କେଉଁଠି ଅବସ୍ଥିତ?
ଉ: ସାସାରାମ

୭- ସବୁଠୁ ଅଧିକ ଡାକଘର କେଉଁ ଦେଶରେ ଅଛି?
ଉ: ଭାରତ

୮- ଚଷମା କୁ ହିନ୍ଦୀରେ କଣ କୁହାଯାଏ?
ଉ: ଏନକ

୯- କଳିଙ୍ଗ ପୁରସ୍କାର କେଉଁ କ୍ଷେତ୍ରରେ ପ୍ରଦାନ କରାଯାଏ?
ଉ: ବିଜ୍ଞାନ ସଞ୍ଚାର

୧୦- ବର୍ତ୍ତମାନ ସମୟରେ ଭାରତରେ କେତୋଟି ଉଚ୍ଚ ନ୍ୟାୟାଳୟ ଅଛି?
ଉ: ୨୫ଟି

୧୧- ଭାରତ ରାଷ୍ଟ୍ରୀୟ ଫଳ କଣ ଅଟେ?
ଉ: ଆମ୍ବ

୧୨- କେଉଁ ପକ୍ଷୀର ଡେଣା ନ ଥାଏ?
ଉ: କିୱି ପକ୍ଷୀ

୧୩- ଉତ୍ତର ରେଳବାଇର ମୁଖ୍ୟ କାର୍ଯ୍ୟାଳୟ କେଉଁଠି ଅବସ୍ଥିତ?
ଉ: ନୂଆ ଦିଲ୍ଲୀ

୧୪- କେଉଁ ପଶୁର ଜିଭ କଳା ହୋଇଥାଏ?
ଉ: ଜିରାଫ

୧୫- ମୁଗଲ ବଂଶର ସଂସ୍ଥାପକ କିଏ?
ଉ: ବାବର

୧୬- ଇବାଦତ ଖାନା ର ନିର୍ମାଣ କିଏ କରିଥିଲେ?
ଉ: ଆକବର

୧୭- ପଞ୍ଚାୟତ ରାଜ କେଉଁ ସୂଚୀର ବିଷୟ ଅଟେ?
ଉ: ରାଜ୍ୟ ସୂଚୀ

୧୮- ଭାରତର ଟଲିଉଡ କାହାକୁ କୁହାଯାଏ?
ଉ: କଲିକତା

୧୯- ବିଶ୍ଵର ପ୍ରଥମ ବିଶ୍ବ ବିଦ୍ୟାଳୟ କେଉଁଟି ଅଟେ?
ଉ: ତକ୍ଷଶିଳା

୨୦- ନୀତି ଆୟୋଗର ଅଧ୍ୟକ୍ଷ କିଏ ହୋଇଥାନ୍ତି?
ଉ: ପ୍ରଧାନ ମନ୍ତ୍ରୀ

୨୧- ଜିମ୍ କାର୍ବେଟ ପାର୍କ କେଉଁଠାରେ ଅବସ୍ଥିତ?
ଉ: ଉତ୍ତରାଖଣ୍ଡ

୨୨- ଆକବରଙ୍କ ସମାଧି କେଉଁଠି ଅବସ୍ଥିତ?
ଉ: ସିକନ୍ଦରା

୨୩- ପୃଥିବୀରେ ସମୁଦାୟ କେତୋଟି ମହାଦୀପ ରହିଛି?
ଉ: ୭ଟି

୨୪- ଘଡିର ଆବିଷ୍କାର କେଉଁ ଦେଶରେ ହୋଇଥିଲା?
ଉ: ଭାରତ

୨୫- ମନସୁନ ଶବ୍ଦର ଉତ୍ପତ୍ତି କେଉଁ ଭାଷାରୁ ହୋଇଛି?
ଉ: ଆରବୀୟ ଭାଷା

୨୬- କେଉଁ ଦେଶର ଲୋକମାନେ ହଳଦିଆ ରଙ୍ଗର ହୋଇଥାନ୍ତି?
ଉ: ଚୀନ

୨୭- ବିଶ୍ଵର ସବୁଠୁ ଛୋଟ ନଦୀ କେଉଁଟି ଅଟେ?
ଉ: ଡି ନଦୀ

୨୮- କେଉଁ ଦେଶରେ ସବୁଠୁ କମ୍ ହସ୍ପିଟାଲ ଅଛି?
ଉ: ଗ୍ରୀକ୍

୨୯- ପୁଷ୍କର ମେଳା କେଉଁଠି ଆୟୋଜିତ ହୁଏ?
ଉ: ରାଜସ୍ଥାନ

୩୦- ଜ୍ଞାନପୀଠ ପୁରସ୍କାର କେଉଁ କ୍ଷେତ୍ରରେ ପ୍ରଦାନ କରାଯାଏ?
ଉ: ସାହିତ୍ୟ

୩୧- ବଜାଜ କେଉଁ ଦେଶର କମ୍ପାନୀ ଅଟେ?
ଉ: ଭାରତ

୩୨- ଅନୁସନ୍ଧାନ ର ବର୍ଣ୍ଣନ କେଉଁ ବେଦରେ କରା ଯାଇଛି?
ଉ: ଋକବେଦ

୩୩- ପାଇକ ବିଦ୍ରୋହ କେଉଁଠାରେ ହୋଇଥିଲା?
ଉ: ଓଡ଼ିଶାରେ

୩୪- ଉଜ୍ଜଳ ସୁନା କାହାକୁ କୁହାଯାଏ?
ଉ: କପାସ

୩୫- କେଉଁ ପଦାର୍ଥ ଗଛରେ ଥିବା ବେଳେ ସବୁଜ ଥାଏ, ବଜାରରେ କଳା ଥାଏ ଓ ଘରକୁ ଆଣିଲେ ଲାଲ୍ ହୋଇଯାଏ?
ଉ: ଚାହାପତି

ଆଶାକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ