ଏମାନେ ବଲୀଉଡ ର ସେହି ଟପ 5ଟି ଅଭିନେତ୍ରୀ, ଯେଉଁମାନେ ବାପା ଏବଂ ପୁଅ ଦୁଇଜଣଙ୍କ ସହ କରିଛନ୍ତି ରୋମାନ୍ସ, ନଂବର 3 ଅଭିନେତ୍ରୀ ତ ସମସ୍ତଙ୍କ ହୃଦୟରେ ରାଜ କରନ୍ତି

ବଲୀଉଡ ଇଣ୍ଡଷ୍ଟ୍ରି ର ଏମିତି ବଡ କଳାକାର ଅଛନ୍ତି ଯେଉଁମାନେ ବହୁତ କଷ୍ଟ ଏବଂ ନିଜର ଇଛା ବଳରେ ଆଜି ଏକ ଏମିତି ପରିଚୟ ହାସଲ କରିଛନ୍ତି ଯାହା କାରଣରୁ ତାଙ୍କର ଲକ୍ଷ ଲକ୍ଷ ସଂଖ୍ୟା ରେ ଫ୍ୟାନ ଅଛନ୍ତି । ଫିଲ୍ମ ରେ ଅଭିନୟ କରୁଥିବା ସମସ୍ତଙ୍କ ବିଷୟରେ କୁହାଯାଏ କି ଯିଏ ଅଭିନେତା ହୋଇଥାଏ ସେମାନେ ଅଭିନେତ୍ରୀଙ୍କ ଠାରୁ ବେଶୀ ସମୟ ପର୍ଯ୍ୟନ୍ତ କାମ କରନ୍ତି । ତାଙ୍କ ସାମନ୍ନାରେ ବହୁତ ଅଭିନେତ୍ରୀଙ୍କୁ ନିଆ ଯାଏ ।

କିନ୍ତୁ ଆଜି ଆମେ କିଛି ଏମିତି ଅଭିନେତ୍ରୀଙ୍କ ବିଷୟରେ କଥାବାର୍ତା କରିବା ଯେଉଁ ମାନେ ନିଜ ସମୟରେ ଥିବା ଅଭିନେତା ସହ କାମ କରିଛନ୍ତି ଏବଂ ତାଙ୍କ ପୁଅଙ୍କ ସହ ମଧ୍ୟ ଫିଲ୍ମରେ ରୋମାନ୍ସ କରି ଲୋକମାନଙ୍କର ହୃଦୟ ଜିତି ଛନ୍ତି ।

୧. ଡିମ୍ପଲ କପାଡିୟା –

ବଲୀଉଡ ର ଫିଲ ବବି ରୁ ଆରମ୍ଭ କରିଥିବା ଏହି ଅଭିନେତ୍ରୀ ନିଜର ପ୍ରଥମ ଫିଲ୍ମ ରୁ ହିଁ ହଟ ଅବତାର କୁ ପରଦାରେ ଆଣିଥିଲେ । ଅଭିନେତ୍ରୀ ଡିମ୍ପଲ କପାଡିୟା ଧର୍ମେନ୍ଦ୍ରଙ୍କ ସହିତ ‘ବଂଟବାରା’ ଏବଂ ‘ଶହଜାଦେ’ ଭଳି ଫିଲ୍ମ କରିଛନତି ଏବଂ ଧର୍ମେନ୍ଦ୍ରଙ୍କ ପୁଅ ଶନି ସହିତ ‘ଅର୍ଜୁନ, ଗୁନାହ, ଆଗ କା ଗୋଲା’ ଭଳି ଫିଲ୍ମ କରି ଲୋକମାନଙ୍କ ହୃଦୟ ଜିତିଥିଲେ ।

୨. ହେମା ମାଲିନୀ –

ବଲୀଉଡ ର ଡ୍ରୀମ ଗର୍ଲ ନାମ ରେ ପରିଚିତ ଅଭିନେତ୍ରୀ ହେମା ମାଲିନୀ ରାଜ କପୁରଙ୍କ ସହିତ ‘ସପନୋଂ କେ ସୌଦାଗର’ ଫିଲ୍ମରେ କାମ କରଥିଲେ । ଏହା ପରେ ସେ ରାଜ କପୂର ର ପୁଅ ରଣଧୀର କପୂରଙ୍କ ସହ ‘ହାତ କି ସଫାଇ’ ଫିଲ୍ମ ରେ କାମ କରିଛନ୍ତି ।

୩. ମାଧୁରୀ ଦୀକ୍ଷିତ –

ଫିଲ୍ମ ‘ଦୟାବାନ’ ରେ ବିନୋଦ ଖନ୍ନାଏନକେ ସହିତ ମାଧୁରୀ ଦୀକ୍ଷିତ ଏକ ବହୁତ ବଡ ହଟ କିସ କରିଥିଲେ । ତାହା ପରେ ସେ ତାଙ୍କ ପୁଅ ଅକ୍ଷୟ ଖନ୍ନା ସହିତ ଫିଲ୍ମ ‘ମୋହବ୍ବତ’ କରିଛନ୍ତି ।

୪. ଶ୍ରୀଦେବୀ –

ଧର୍ମେନ୍ଦ୍ର ଏବଂ ତାଙ୍କ ପୁଅ ସନୀ ଦେଓଲ ସହିତ କାମ କରିଥିବା ଅଭିନେତ୍ରୀ ଶ୍ରୀଦେବୀ ବଲୀଉଡ ର ବହୁତ ବେସି ସୁନାଦର ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ । ସେ ଧର୍ମେନ୍ଦ୍ରଙ୍କ ସହ ‘ନାକାବଂଦୀ’ ଫିଲ୍ମ କରିଛନ୍ତି ଏବଂ ଶନି ସହିତ ସେ ‘ଚାଲବାଜ, ନିଗାହେଂ ଏବଂ ରାମ ଅବତାର’ ଭଳି ଫିଲ୍ମ କରିଛନ୍ତି ।

୫. ଅମୃତା ସିଂହ –

ସୈଫ ଅଲୀ ଖାନ ର ପ୍ରଥମ ସ୍ତ୍ରୀ ଅମୃତା ସିଂହ ସନୀ ଦେଓଲଙ୍କ ସହ ନିଜର ପ୍ରଥମ ଫିଲ୍ମ ‘ବେତାବ’ ରେ କାମ କରିଥିଲା । ଏହା ପରେ ସେ ଧର୍ମେନ୍ଦ୍ରଙ୍କ ସହିତ ‘ସଚ୍ଚାଈ କି ତାକତ’ ରେ କାମ କରିଥିଲେ ।