Deepika Padukone ଖୋଲିଲେ ସ୍ଵାମୀ ରଣବୀର ସିଂହ ଙ୍କ ବେଡରୂମ ରୁ ନେଇ ବାଥରୁମ ପର୍ଯ୍ୟନ୍ତ ସିକ୍ରେଟ, ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ

ବଲୀଉଡର ସୁପରଷ୍ଟାର ରଣବୀର ସିଂହ ଓ ଦୀପିକା ପାଦୁକୋଣ ସବୁବେଳେ ହିଁ ନିଜର ରିଲେସନ ଓ ବଣ୍ଡିଗକୁ ନେଇ ଚର୍ଚାରେ ରହିଥାନ୍ତି । କହିଦେଉଛୁ କି ଅଭିନେତା ରଣବୀର ସିଂହ ଓ ଦୀପିକା ପାଦୁକୋଣ ବଲୀଉଡର ବହୁତ କ୍ୟୁଟ ଦମ୍ପତ୍ତିମାନଙ୍କ ମଧ୍ୟରୁ ଗୋଟିଏ ଅଟେ । ଏହା ଛଡା ଦୀପିକା ପାଦୁକୋଣ ଓ ରଣବୀର ସିଂହ ପ୍ରାୟତଃ ପରସ୍ପରର ପ୍ରଶଂସା ଓ ଥଟ୍ଟା କରୁଥିବାର ବି ନଜର ଆସନ୍ତି । କହିବାକୁ ଗଲେ ବିବାହ ପର ଠାରୁ ହିଁ ଏହି ଦମ୍ପତ୍ତି ନିଜର ବିବାହିତ ଜୀବନ ବିଷୟରେ ଖୋଲିକରି କଥାବାର୍ତ୍ତା କରୁଛନ୍ତି ।

କହିବାକୁ ଗଲେ ଫେମିନା ଆୱର୍ଡ ୨୦୧୯ ଶୋରେ ଦୀପିକା ପାଦୁକୋଣ ରଣବୀର ସିଂହଙ୍କ ବାଥରୁମ ଠାରୁ ନେଇ ବେଡରୁମ ପର୍ଯ୍ୟନ୍ତ ସବୁ ସିକ୍ରେଟ ଶେୟାର କରିଛନ୍ତି । ଯାହାକୁ ଶୁଣିବା ପରେ ତାଙ୍କର ଫ୍ୟାନମାନେ ଆଶ୍ଚର୍ଯ୍ୟ ବି ହୋଇ ଯାଇଥିଲେ ।

ଏହି ଆୱର୍ଡ ନାଇଟରେ ଦୀପିକା ଓ ରଣବୀର ସିଂହଙ୍କୁ ତାଙ୍କର ବିବାହିତ ଜୀବନକୁ ନେଇ ବହୁତ ପ୍ରଶ୍ନ କରାଗଲା । ଏହି ଆୱର୍ଡ ନାଇଟର ଏକ ଭିଡିଓ ବି ସାମ୍ନାକୁ ଆସିଥିଲା । ଯେଉଁଥିରେ ରଣବୀର ସିଂହଙ୍କୁ ପ୍ରଶ୍ନ କରାଗଲା କି ଦୀପିକାଙ୍କ ଫେବରେଟ ଲିପ କଳର କଣ ଅଟେ । ଏହା ଉପରେ ରଣବୀର ସିଂହ ଅଳ୍ପ ଆଶ୍ଚର୍ଯ୍ୟ ହୋଇଗଲେ । ଏମିତିରେ ସେଠି ଥିବା ସବୁ ଲୋକମାନେ ହସିବାକୁ ଲାଗିଲେ ।

 

View this post on Instagram

 

A post shared by Manav Manglani (@manav.manglani)

ଏହା ପରେ ଯେତେବେଳେ ଦୀପିକାଙ୍କୁ ରଣବୀର ସିଂହଙ୍କ ବିଷୟରେ ପ୍ରଶ୍ନ କରାଗଲା ତେବେ ସେ ଜବାବ ଦେଲେ କି ରଣବୀର ସିଂହ ଗାଧୋଇବା ପାଇଁ ବହୁତ ସମୟ ନିଅନ୍ତି । ସାର୍ଟ ଓ ପ୍ୟାଣ୍ଟ ପିନ୍ଧିବା ପାଇଁ ବି ଅଧିକ ସମୟ ନିଅନ୍ତି । ଏତିକି ନୁହେଁ ଦୀପିକା ଆଗକୁ ବି କହିଲେ କି ରଣବୀର ସିଂହ କୌଣସି ବି ଡ୍ରେସ ପିନ୍ଧିବା ପୂର୍ବରୁ ତାଙ୍କୁ ନିଶ୍ଚିତ ରୂପରେ ଦେଖାନ୍ତି । ଦୀପିକା କହିଲେ କି ରଣବୀର ସିଂହ ରେଡି ହେବା ପାଇଁ ଅଧିକ ସମୟ ନିଅନ୍ତି ସେତିକି ସମୟ ତାଙ୍କୁ ବି ଲାଗି ନ ଥାଏ ।

ବାଥରୁମରେ ରଣବୀର ସିଂହ ବହୁତ ଅଧିକ ସମୟ ନେଇଥାନ୍ତି ଓ ଟୟଲେଟରେ ବି ସେ ବହୁତ ଅଧିକ ସମୟ ପର୍ଯ୍ୟନ୍ତ ରହିଥାନ୍ତି । ଏହା ଛଡା ଦୀପିକା ରଣବୀର ସିଂହଙ୍କ ବେଡରୁମର ସିକ୍ରେଟ ବି ସମସ୍ତଙ୍କ ସାମ୍ନାରେ ଖୋଲି ରଖି ଦେଲେ ।

ଦୀପିକା ପାଦୁକୋଣ କହିଲେ କି ରଣବୀର ସିଂହ ବେଡରେ ବି ଅଧିକ ସମୟ ଲଗାନ୍ତି ଓ ଏହି ସମୟରେ ସେଠି ବସିଥିବା ସବୁ ଦର୍ଶକ ବହୁତ ଜୋରରେ ହସିବାକୁ ଲାଗିଲେ । ସେତେବେଳେ ଦୀପିକା ନିଜର କଥାକୁ ଲୁଚାଇବ ପାଇଁ କହିଲେ କି ମୋର ଅର୍ଥ ବିଛଣାରେ ଶୋଇବାକୁ ଯିବା ପାଇଁ ବି ବହୁତ ସମୟ ନିଅନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।