ଡିଲିଟ ହେବା ପୂର୍ବରୁ ଦେଖି ନିଅନ୍ତୁ ମହେଶ ଭଟ୍ଟ ପରିବାରର କଳା ସତ, ଜାଣି ବିଶ୍ବାସ ହେବ ନାହିଁ

ବଲିଉଡରେ ମହେଶ ଭଟ୍ଟ ଏପରିକି ଏକ ନାମ ଯାହାକି ବୋଲ୍ଡ କଣ୍ଟେକ୍ଟ ଫିଲ୍ମ ତିଆରି କରନ୍ତି ବୋଲି ଜଣାଯାଏ । ମହେଶ ଭଟ୍ଟ ମିଡିଆ ଆଗରେ ନିଜର ବ୍ୟକ୍ତିତ୍ବ ଜୀବନକୁ ନେଇ ସବୁବେଳେ ଚର୍ଚାରେ ରହିଛନ୍ତି । ଆରମ୍ଭ କାଳରୁ ମହେଶ ଭଟ୍ଟ ଜୀବନରେ କିଛି କଥା ଆସୁଥାଏ ଯାହା ଦ୍ଵାରା ସବୁବେଳେ ଚର୍ଚାରେ ରହିଥାନ୍ତି । ଆଜି ଆପଣଙ୍କୁ ଭଟ୍ଟଙ୍କ ପରିବାରର ବିଷୟରେ କହିବାକୁ ଚାହୁଞ୍ଚୁ । ମହେଶ ଭଟ୍ଟ ମିଡିଆ ଆଗରେ କହିଥିଲେ ଯେ ତାଙ୍କର ମା ଓ ବାପା କେବେ ହେଲେ ବିବାହ କରିନାହାନ୍ତି ।

ମହେଶ ବାପା ହିନ୍ଦୁ ଥିଲେ ଓ ମା ମୁସଲିମ ଥିଲେ । ମହେଶ ଭଟ୍ଟଙ୍କ ଜୀବନରେ ଏହି କଥା ଉପରେ ଗୁରୁତ୍ଵ ଦେଉନଥିଲେ । ମହେଶ ନିଜ ମା ବାପାଙ୍କ ଠୁ ଅଲଗା ରହୁଥିଲେ । ମହେଶ ନିଜ କଲେଜ ଜୀବନରେ ଲୋରିଆନ ବ୍ରାଇଟ ନାମରେ  ଜଣେ ଝିଅକୁ ବିବାହ କରିଥିଲେ ।

ଯାହାକୁ ସେ ବହୁତ ଭଲ ପାଉଥିଲେ । ଲୋରିଆନ ବିବାହ ପରେ ନିଜର ନାମକୁ କିରଣ ରଖିଦେଇଥିଲେ । ମହେଶ ଓ କିରଣଙ୍କର ଦୁଇଟା ଝିଅ ପୁଅ  ଥିଲେ । ତାଙ୍କର ନାମ ହେଉଛି ପୂଜା ଭଟ୍ଟ ଓ ରାହୁଲ ଭଟ୍ଟ । ପୂଜା ଭଟ୍ଟ କୁ ସମସ୍ତେ ଜାଣିଛନ୍ତି କିନ୍ତୁ ରାହୁଲ ଭଟ୍ଟ ସେ ମିଡିଆ ଆଗରେ ରହିବା ପାଇଁ ପସନ୍ଦ କରୁ ନଥିଲେ ।

ବିବାହ ପରେ ମଧ୍ୟ ମହେଶ ଭଟ୍ଟ ଙ୍କର ବିବାହ ଆଫାୟର ଅଟକିଲା ନାହିଁ । ଯାହା ଦ୍ଵାରା ତାଙ୍କ ବିବାହ ଉପରେ ଅସର ପଡିଲା । ଯାହା ଦ୍ଵାରା କିରଣ ମହେଶ ଭଟ୍ଟଙ୍କୁ ତଲାକ ଦେଇଥିଲେ । ସେତେବେଳେ ମହେଶ ଭଟ୍ଟ ସହିତ ପରିବିନ ବାବି ଓ ସୋନି ରାଜଦାନ ସହ ସମ୍ପର୍କ ଥିଲା ବୋଲି ବହୁତ ଚର୍ଚାରେ ଥିଲେ ।

ମହେଶ ଭଟ୍ଟ ସହିତ ପରିବିନର ସମ୍ପର୍କ ରହୁ ରହୁ ପରବିନ ଡିପ୍ରେସନରେ ଚାଲିଯାଇଥିଲେ । ମହେଶ ଭଟ୍ଟଙ୍କର ଇଚ୍ଛା ପରବିନ ଉପରୁ ହଟିଗଲା । ସେ ସୋନି ରାଜଦାନଙ୍କୁ ଡେଟ କରିବାକୁ ଆରମ୍ଭ କରିଦେଇଥିଲେ । ପୁଣି ମହେଶ ଭଟ୍ଟ ସୋନି ରାଜଦାନ ସହ ବିବାହ କରିବାକୁ ଇଚ୍ଛା କରିଥିଲେ । ତାଙ୍କୁ କିନ୍ତୁ ମୁସଲିମ ଧର୍ମ ଆପଣେଇ ବାକୁ ପଡିଥିଲା । ପରେ ସେ ରାଜ ଦାନ ସହ ବିବାହ କରିଥିଲେ । ଏମାନଙ୍କର ଦୁଇଟା ଝିଅ ଅଛନ୍ତି ଆଳିୟା ଭଟ୍ଟ ଓ ସାହିନ ଭଟ୍ଟ । ଆଳିୟା ଭଟ୍ଟ ବଲିଉଡର ଟପ ହିରୋଇନ ଥିବା ବେଳେ ସାହିନ ଭଟ୍ଟ ମିଡିଆ ପାଖରୁ ଦୂରେଇ ରୁହନ୍ତି ।

ସାହିନ ଭଟ୍ଟ ଡିପ୍ରେସନ ଓ ସିଭିୟର ଇନ୍ସସୋନୋମିନିଆ  ରୋଗରେ ପୀଡିତ ଅଛନ୍ତି । ମହେଶ ଭଟ୍ଟ ଥରେ ପୂଜା ଭଟ୍ଟଙ୍କ ସହ ମାଗାଜିନ କଭର ପୃଷ୍ଠାରେ ଲିପ ଲକ କିସସିଙ୍ଗ ଫୋଟୋ ଉଠେଇଥିଲେ । ସେଥିପାଇଁ ସେ ବହୁତ ଚର୍ଚାରେ ଆସିଯାଇଥିଲେ । ଆଉ ବହୁତ ବଡ କଣ୍ଟ୍ରାଭର୍ସିରେ ଫସିଯାଇଥିଲେ । ପୂଜା ଯଦି ମୋର ଝିଅ ନ ହୁଆନ୍ତା ତେବେ ମୁ ତା ସହିତ ବିବାହ କରିନେଇ ଥାନ୍ତି । ଆଉ ଗୋଟେ କଣ୍ଟ୍ରା ଭର୍ସିରେ ପଶିଯାଇଥିଲେ ଆଳିୟା ଭଟ୍ଟ ସୋନି ରାଜଦାନଙ୍କ ଝିଅ ନୁହେଁ ବର୍ମ ପୂଜା ଭଟ୍ଟ ଝିଅ ଅଟନ୍ତି ।

ପୁଣି ସାହିନ ଭଟ୍ଟ ନିଜର ରୋଗରୁ ବାହାରି ସେ ଫିଲ୍ମ ଦୁନିଆରେ ଆସିବା ପାଇଁ ନିଜକୁ ଅଟକାଇ ପାରିଲେ ନାହିଁ । କିନ୍ତୁ ସାହିନ ଜଣେ ଡାଇଲକ ଆକ୍ଟର ମଧ୍ୟ ଅଟନ୍ତି । ସେ ଜିସମ -2 ଓ ଜେହର ଭଳି ଫିଲ୍ମ କରିଥିଲେ । ରାଜ 3 ଆସିଷ୍ଟାଣ୍ଟ ରୂପେ କମ କରିଥିଲେ । ମହେଶ ଭଟ୍ଟଙ୍କ ସହିତ ରିୟା ଚକ୍ରବତ୍ତୀ ଓ ଜିୟା ଖାନ ସହିତ ଡେଟ କରୁଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।