ବଲିଉଡର ଏହି ଆକ୍ଟ୍ରେସ ଅଟନ୍ତି ସବୁଠୁ ଧନୀ, ଘରେ ଅଛି 30 କୋଟିର ପ୍ରାଇଭେଟ ଜେଟ ଓ ସବୁ ଗାଡି ମୂଲ୍ୟ ମିଶିଲେ ହେବ 100 କୋଟିରୁ ଅଧିକ – ଦେଖନ୍ତୁ କିଏ ସେ

ଗୋଟିଏ ଭଲ ସ୍ଥାନରେ ପହଞ୍ଚିବା ପାଇଁ ମଣିଷକୁ ବହୁତ ପରିଶ୍ରମ କରିବାକୁ ପଡିଥାଏ । ବହୁତ କମ ଲୋକ ଏମିତି ହୋଇଥାନ୍ତି ଯିଏ ବିନା ପରିଶ୍ରମ କରି ବସି ବସି ସବୁ କିଛି ମିଳିଯାଇଥାଏ । ବଲିଉଡରେ ଏମିତି ଅନେକ ଅଭିନେତ୍ରୀ ଅଛନ୍ତି ଯିଏ ସୁନ୍ଦର ହେବା ସହିତ ଟ୍ୟାଲେଣ୍ଟେଡ ଅଟନ୍ତି । ଏହି ଅଭିନେତ୍ରୀଙ୍କର ଅଭିନୟ ଓ ଫିଲ୍ମକୁ ଦର୍ଶକ ବହୁତ ପସନ୍ଦ କରିଥାନ୍ତି । ଏହି ଅଭିନେତ୍ରୀମାନେ ନିଜ ପରିଶ୍ରମ ବଳରେ ଆଜି ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି କି ତାଙ୍କର ନାମ ବଲିଉଡ ର ସବୁଠୁ ଫେମସ ଓ ଧନୀ ଅଭିନେତ୍ରୀଙ୍କ ମଧ୍ୟରେ ଗଣା ଯାଉଛି ।

କିନ୍ତୁ ବଲିଉଡରେ ଏକ ଏମିତି ଅଭିନେତ୍ରୀ ଅଛନ୍ତି ଯାହା ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜାଗା ବନେଇବା ସହଜ ନଥିଲା । ବହୁତ ପରିଶ୍ରମ କଲା ପରେ ଏହି ଅଭିନେତ୍ରୀ ବଲିଉଡରେ ଏକ ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି । ଆମେ କଥା ହେଉଛୁ ବଲିଉଡର ବେବି ଡଲ ସନି ଲିଓନିଙ୍କ ବିଷୟରେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ସନୀଙ୍କୁ ବଲିଉଡରେ ଆସିବାର ଏବେ କିଛି ହିଁ ବର୍ଷ ହୋଇଛି ସେ ଏହି ଅଳ୍ପ ସମୟ ମଧ୍ୟରେ ବଲିଉଡ ର କୁଇନ ସାଜିଛନ୍ତି ।

ଆଜି ତାଙ୍କର ନାମ ବଲିଉଡର ସବୁଠୁ ଧନୀ ଅଭିନେତ୍ରୀଙ୍କ ମଧ୍ୟରେ ସାମିଲ ଅଛନ୍ତି ।

ବିଗବସରୁ ଆରମ୍ଭ କରିଥିଲେ

ବିଗବସରୁ ଆସିବା ପୂର୍ବରୁ ସନି ଆଡଲ୍ଟ ଫିଲ୍ମରେ କାମ କରୁଥିଲେ । କିନ୍ତୁ ବିଗବସ ତାଙ୍କ ଜୀବନକୁ ପୁରା ବଦଳାଇ ଦେଲା । ବିଗବସ ପରେ ତାଙ୍କୁ ଫିଲ୍ମ ର ଅଫର ଆସିବାକୁ ଲାଗିଲା । ସନି ନିଜ ଫିଲ୍ମ କ୍ୟାରିଅର ର ଆରମ୍ଭ 2012 ର ଫିଲ୍ମ ‘ଜିସ୍ମ’ ରୁ ଆରମ୍ଭ କରିଥିଲେ । ଏହା ପରେ ସେ ‘ରାଗିନୀ mms2’, ‘ଏକ ପହେଲି ଲିଲା’ ଓ ‘ୱାନ ନାଇଟ ଷ୍ଟାଣ୍ଡ’ ଭଳି ଫିଲ୍ମରେ ନଜର ଆସିଥିଲେ । ଏହି ଫିଲ୍ମ ବକ୍ସ ଅଫିସରେ ଫ୍ଲପ ହୋଇଥିଲେ ମଧ୍ୟ ସନି ଏହି ଫିଲ୍ମରୁ ଷ୍ଟାର ହୋଇଗଲେ ।

ଆଜି ନିଜ ପାଖରେ ଅଛି ପ୍ରାଇଭେଟ ଜେଟ ଓ ମହଙ୍ଗା ଗାଡି

ଆଜି ସନି ନିଜ ଜୀବନରେ ସବୁ କିଛି ହାସିଲ କରିଛନ୍ତି ଯାହାର ସ୍ଵପ୍ନ ଏକ ସାଧାରଣ ଝିଅ ଦେଖିଥାଏ । ସନି ନିଜ ପତି ଡେନିଏଲ ୱେବର ଓ ପୋଷ୍ୟ ଝିଅ ସହିତ ଖୁସିମୟ ଜୀବନ ବିତାଉଛନ୍ତି । ସନି ଆଜି ସମୁଦାୟ 400 କୋଟି ସମ୍ପତ୍ତିର ମାଲିକାଣି ଅଟନ୍ତି । ତାଙ୍କ ପାଖରେ ନିଜର ଏକ ପ୍ରାଇଭେଟ ଜେଟ ଅଛି ଯାହାର ମୂଲ୍ୟ 30 କୋଟି ଟଙ୍କା ଅଟେ ଓ ତାଙ୍କ ପାଖରେ ହାରାହାରି 100 କୋଟି ଗାଡିର କଲେକ୍ସନ ଅଛି । ଏହି କାରଣରୁ ସନି ଆଜି ବଲିଉଡ ର ସବୁଠୁ ଧନୀ ଆକ୍ଟ୍ରେସ ସାଜିଛନ୍ତି ।