ଏହି ୪ ଜଣ ଲୋକମାନଙ୍କୁ ଭୁଲରେ ବି ଖାଇବା କଥା ନୁହେଁ ଡାଳିମ୍ବ, ନ ହେଲେ ହୋଇ ପାରେ ଏହି ସବୁ ଅସୁବିଧା

ଫଳ ପ୍ରକୃତି ଦ୍ଵାରା ଦିଆ ଯାଉଥିବା ମନୁଷ୍ୟକୁ ଏକ ସୁନ୍ଦର ଉପହାର ଅଟେ । ଦୁନିଆରେ ବିଭିନ୍ନ ପ୍ରକାରର ଫଳ ଏବଂ ପନିପରିବା ମିଳିଥାଏ । ପ୍ରାୟତଃ ଫଳ ମନୁଷ୍ୟକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରିଥାଏ । ଫଳ ମଧ୍ୟରେ ଡାଳିମ୍ବର କଥା କହିଲେ ଏହା ଖାଇବାକୁ ବହୁତ ସ୍ଵାଦିଷ୍ଟ ହୋଇଥାଏ । ଏବଂ ଏହାର ଜୁସ ଶରୀରରକୁ ଶକ୍ତି ପ୍ରଦାନ କରିଥାଏ । କିନ୍ତୁ ଆପଣ କଣ ଜାଣିଛନ୍ତି ଡାଳିମ୍ବ ଖାଇବା ଦ୍ଵାରା କିଛି ମନୁଷ୍ୟଙ୍କ ପାଇଁ ହାନିକାରକ ହୋଇଥାଏ ?

ଆପଣଙ୍କୁ ଏହା ପଢି ଟିକେ ଆଶ୍ଚର୍ଯ୍ୟ ହେବ କିନ୍ତୁ ଏହା ବିଲକୁଲ ସତ ଅଟେ । ଆଜିର ଏହି ଖାସ ଲେଖାରେ ଆମେ ଆପଣଙ୍କୁ ଏମିତି ୪ ଜଣ ଲୋକମାନଙ୍କ ବିଷୟରେ କହିବୁ, ଯାହାଙ୍କ ପାଇଁ ଡାଳିମ୍ବର ସେବନ ବିଷ ସହ ସମାନ ଅଟେ । ଡାଳିମ୍ବକୁ ନିୟମିତ ରୂପରେ ଖାଇବା ଏହି ଲୋକମାନଙ୍କ ପାଇଁ ଜୀବନ ପ୍ରତି ଦୁଇ ଗୁଣା ଡର ହୋଇଥାଏ ।

ଲୋ ବ୍ଲଡ ପ୍ରେଶର ଲୋକମାନେ ଖାଇବେ ନାହିଁ ଡାଳିମ୍ବ

ବର୍ତ୍ତମାନ ସମୟରେ ପ୍ରାୟତଃ ଲୋକମାନେ ବ୍ଲଡ ପ୍ରେସର ଭଳି ରୋଗରେ ପୀଡିତ ଅଛନ୍ତି । ଯେଉ ଲୋକମାନଙ୍କୁ ହାଇ ବ୍ଲଡ ପ୍ରେଶର ସମସ୍ୟା ଅଛି ତାଙ୍କ ପାଇଁ ଡାଳିମ୍ବର ସେବନ କୌଣସି ବରଦାନ ଠାରୁ କମ ନୁହେଁ । କିନ୍ତୁ ଯଦି ଆପଣଙ୍କର ଲୋ ବ୍ଲଡ ପ୍ରେଶର ଅଛି ତେବେ ଡାଳିମ୍ବର ସେବେନ କରିବା ବିଷ ସହ ସମାନ ଅଟେ ।

ମାନସିକ ରୋଗୀ ଡାଳିମ୍ବ ଖାଆନ୍ତୁ ନାହିଁ

ଏକ ରିସର୍ଚ ଅନୁସାରେ ଯେଉଁଲୋକମାନେ ଏଡ଼ସ କିମ୍ବା ମାନସିକ ସମସ୍ୟାରେ ଅଛନ୍ତି ଏବଂ ଏହା ପାଇଁ ସେମାନେ ଔଷଧର ସେବନ କରୁଛନ୍ତି, ତେବେ ତାଙ୍କ ପାଇଁ ଡାଳିମ୍ବ ଖାଇବା ମନା ଅଟେ ।

ଥଣ୍ଡା – କାସ ପାଇଁ ଘାତକ

ଡାଳିମ୍ବକୁ ଖାଇବା ଦ୍ଵାରା ଥଣ୍ଡା ହୋଇଥାଏ ଏଥିପାଇଁ ଏହାର ଅଧିକତର ସେବନ ଗରମ ଦିନରେ କରାଯାଇଥାଏ । ଯେଉଁ ଲୋକମାନଙ୍କୁ କାସ, ଥଣ୍ଡା, ଫ୍ଲୁ କିମ୍ବା ପେଟର ସମସ୍ୟା ଅଛି ତାଙ୍କ ପାଇଁ ଡାଳିମ୍ବର ସେବନ ହାନିକାରକ ହୋଇଥାଏ ।

ଏଲର୍ଜୀ ପାଇଁ ହାନିକାରକ

ଦୁନିଆରେ ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନଙ୍କୁ ଧୁଳି, ମାଟି କିମ୍ବା ଅନ୍ୟ ଜିନିଷରୁ ଏଲର୍ଜୀ ହୋଇଥାଏ । ଏମିତିରେ ସେମାନଙ୍କୁ ଡାଳିମ୍ବ ଠାରୁ ନିଜକୁ ଦୂରରେ ରଖିବା ଉଚିତ ।

ବନ୍ଧୁମାନେ ଆପଣଙ୍କୁ ଏହି ଡାଳିମ୍ବ ସମ୍ବନ୍ଧିତ ସୂଚନା ଭଲ ଲାଗିଥିଲେ ଶେୟାର କରିବେ । ଆମ ପେଜକୁ ଯଦି ଲାଇକ କରିନାହାନ୍ତି ତେବେ ଏବେ କରିଦିଅନ୍ତୁ, ଆଗକୁ ଆମେ ଏମିତି ଅନେକ ସ୍ୱାସ୍ଥ୍ୟ ଟିପ୍ସ ନେଇ ଆସିବୁ ।