୫ ବର୍ଷ ପରେ ବହୁତ ଅଧିକ ସୁନ୍ଦର ଦେଖା ଯାଉଛନ୍ତି ‘ବଜରଙ୍ଗୀ ଭାଇଜାନ’ ର ମୁନୀ, ଦେଖିଲେ ଆଶ୍ଚର୍ଯ୍ୟ ହେଇଯିବେ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଫିଲ୍ମ ବଜରଙ୍ଗୀ ଭାଇଜାନ ରେ ମୁନୀ ନାମକ ଚରିତ୍ର ରେ ଅଭିନୟ କରିଥିବା ବାଲ୍ୟ କଳାକାର ଙ୍କ ସମ୍ବନ୍ଧରେ କହିବୁ। ବନ୍ଧୁଗଣ ୨୦୧୫ ମସିହାରେ ଫିଲ୍ମ ‘ବଜରଙ୍ଗୀ ଭାଇଜାନ’ ଦର୍ଶକ ମାନଙ୍କ ହୃଦୟ ରେ ଏଭଳି ଏକ ଛାପ ଛାଡିଥିଲେ, ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ଦର୍ଶକ ମାନେ ନିଜ ମନରୁ ଓହରାଇ ପାରୁ ନାହାନ୍ତି।

ଏହି ଫିଲ୍ମ ରେ ଅଭିନୟ କରିଥିବା ସମସ୍ତ କଳାକାର ବର୍ତ୍ତମାନ ପର୍ଯ୍ୟନ୍ତ ଦର୍ଶକ ମାନଙ୍କ ହୃଦୟ ରେ ଏକ ନିଆରା ସ୍ଥାନ ସୃଷ୍ଟି କରିଛନ୍ତି। ଏହି ଫିଲ୍ମ ରେ ବଲିଉଡ ଇଣ୍ଡଷ୍ଟ୍ରୀ ର ଅଭିନେତା ‘ସଲମାନ ଖାଁ’ ପବନ କୁମାର ତଥା ବଜରଙ୍ଗୀ ଭାଇଜାନ ର ଭୂମିକା ରେ ଅଭିନୟ କରିଥିଲେ। ଏହି ଫିଲ୍ମ ରେ ଅଭିନେତା ‘ନୱାଜୁଦିନ ସିଦ୍ଧିକି’ ଙ୍କ ଅଭିନୟ କୁ ଦର୍ଶକ ମାନେ ବହୁତ ମାତ୍ରା ରେ ପସନ୍ଦ କରିଥିଲେ ଏବଂ ତାଙ୍କର ବହୁତ ପ୍ରଶଂସା ମଧ୍ୟ କରିଥିଲେ।

ଏହା ସହିତ ଏହି ଫିଲ୍ମ ରେ ମୁନୀ ନାମକ ଚରିତ୍ର ରେ ଅଭିନୟ କରିଥିବା ବାଲ୍ୟ କଳାକାର ଙ୍କ ଅଭିନୟ କୁ ଦର୍ଶକ ମାନେ ଖୁବ ପସନ୍ଦ କରିଥିଲେ ଏବଂ ପ୍ରଶଂସା ମଧ୍ୟ କରିଥିଲେ। ତେବେ ବନ୍ଧୁଗଣ ଆଜି ଆମେ ସେହି ବାଲ୍ୟ ଅଭିନେତ୍ରୀ ଙ୍କ ସମ୍ବନ୍ଧରେ କହିବାକୁ ଯାଉଛୁ। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା। ବନ୍ଧୁଗଣ ଫିଲ୍ମ ‘ବଜରଙ୍ଗୀ ଭାଇଜାନ’ ରେ ମୁନୀ ନାମକ ଚରିତ୍ର ରେ ଅଭିନୟ କରିଥିବା ଅଭିନେତ୍ରୀ ଙ୍କ ପ୍ରକୃତ ନାମ ହେଉଛି, ‘ହର୍ଷାଲୀ ମଲହୋତ୍ରା’ ଅଟେ।ବାଲ୍ୟ କାଳରେ ବହୁତ ସୁନ୍ଦର ଏବଂ କ୍ୟୁଟ ଦେଖା ଯାଉଥିବା ଏହି ଅଭିନେତ୍ରୀ ବର୍ତ୍ତମାନ ବହୁତ ବଡ଼ ହୋଇ ସାରିଛନ୍ତି।

ଗତ ୫ବର୍ଷ ମଧ୍ୟରେ ଏହି ଅଭିନେତ୍ରୀ ଜଣକ ବହୁତ ମାତ୍ରା ରେ ବଦଳି ଯାଇଛନ୍ତି।ବର୍ତ୍ତମାନ ସମୟରେ ଏହି ଅଭିନେତ୍ରୀ ଜଣକ ସୋସିଆଲ ମିଡିଆରେ ପ୍ରାୟ ସମୟ ଆକ୍ଟିଭ ରହୁଥିବା ର ଦେଖିବାକୁ ମିଳୁଛି ଏବଂ ସେ ନିଜର ସମସ୍ତ ଆକର୍ଷଣୀୟ ଫଟୋକୁ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ତଥା ଇଂଷ୍ଟ୍ରଗ୍ରାମ ଆକାଉଣ୍ଟ ରେ ସେୟାର କରୁଛନ୍ତି। ଅଭିନେତ୍ରୀ ‘ହର୍ଷାଲୀ ମଲହୋତ୍ରା’ ଙ୍କ ଜନ୍ମ ୨୦୦୮ ମସିହାରେ ମୁମ୍ବାଇ ମହାରାଷ୍ଟ୍ର ରେ ହୋଇଥିଲା। ଫିଲ୍ମ ଛଡ଼ା ତାଙ୍କୁ ବିଭିନ୍ନ ପ୍ରକାର ବିଜ୍ଞାପନ ରେ ମଧ୍ୟ ଦେଖିବାକୁ ମିଳିଥିଲା।

ବଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତ୍ରୀ ‘କଟ୍ରିନା କେଫ’ ଏବଂ ‘କରିନା କପୁର’ ହର୍ଷାଲୀ ଙ୍କ ପ୍ରିୟ ଅଭିନେତ୍ରୀ ଅଟନ୍ତି। ସେ ମଧ୍ୟ ବଡ଼ ହୋଇ ଏହି ଅଭିନେତ୍ରୀ ମାନଙ୍କ ଭଳି ହେବାକୁ ଚାହାନ୍ତି। ବର୍ତ୍ତମାନ ସମୟରେ ଏହି ଅଭିନେତ୍ରୀ ଜଣକ ଫିଲ୍ମ ଦୁନିଆରୁ ଦୂରରେ ଅଛନ୍ତି ଏବଂ ନିଜ ପାଠପଢ଼ା ରେ ଧ୍ୟାନ ଦେବାରେ ଲାଗିଛନ୍ତି। ଶୁଣିବାକୁ ମିଳୁଛି ଯେ, ନିଜର ପାଠପଢା ସମାପ୍ତ କରିବା ପରେ ଏହି ଅଭିନେତ୍ରୀ ଜଣକ ଖୁବ ଶୀଘ୍ର ବଲିଉଡ ଇଣ୍ଡଷ୍ଟ୍ରୀ ରେ ପାଦ ରଖିବେ।

ତେବେ ବନ୍ଧୁଗଣ ଏହାଥିଲା ଫିଲ୍ମ ‘ବଜରଙ୍ଗୀ ଭାଇଜାନ’ ରେ ମୁନୀ ନାମକ ଚରିତ୍ର ରେ ଅଭିନୟ କରିଥିବା ଅଭିନେତ୍ରୀ ହର୍ଷାଲୀ ଙ୍କ ରିଅଲ ଲାଇଫ ସମ୍ବନ୍ଧରେ। ବନ୍ଧୁଗଣ ଆଶା କରୁଛୁ ଆପଣ ମାନଙ୍କୁ ଏହି ସମ୍ବନ୍ଧରେ ଜାଣି ନିଶ୍ଚିତ ଭାବରେ ପସନ୍ଦ ଆସିଥିବ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।