ଭାଗ୍ୟଶାଳୀ ମହିଳାଙ୍କର 3 ଟି ଲକ୍ଷଣ, ଯେଉଁ ଘରେ ବି ଏମାନେ ଥାଆନ୍ତି ସେ ଘରକୁ କେବେ ଆସେ ନାହିଁ ଦରିଦ୍ରତା- Chanakya Niti

ଚାଣକ୍ୟ ନୀତି ଚାଣକ୍ୟଙ୍କ ଦ୍ୱାରା ରଚିତ ଏକ ନୀତି ଗ୍ରନ୍ଥ ଅଟେ । ଏହି ନୀତି ବଦଳରେ ଚନ୍ଦ୍ରଗୁପ୍ତ ମୋର୍ଯ୍ୟ ରାଜା ହୋଇପାରିଥିଲେ । ଏହି ନୀତି ଗ୍ରନ୍ଥରେ ଜୀବନକୁ ସଫଳ ଶୁଖମୟ ରଖିବାର ବିଚାର ଦିଆଯାଇଛି । ଏହି ଗ୍ରନ୍ଥର ମୁଖ୍ୟ ଉଦେଶ୍ୟ ହେଲା ମାନବ ସମାଜର ପ୍ରତ୍ୟେକ ଅବସ୍ଥା ବ୍ୟବହାରିକ ଶିକ୍ଷା ଦେଇଥାଏ । ଆଜି ଆମେ ଜାଣିବା ଶରୀର କି ହି ଚିହ୍ନ ବିଷୟରେ ଯାହାକି ମହିଳାମାନଙ୍କୁ ଭାଗ୍ୟଶାଳୀ କରାଇଥାଏ ।

ହିନ୍ଦୁ ଶାସ୍ତ୍ର ଅନୁସାରେ ମହିଳାଙ୍କୁ ଦେବୀ କିମ୍ବା ମାତା ଲକ୍ଷ୍ମୀଙ୍କ ସହ ତୁଳନା କରାଯାଇଛି । ଏଥି ପାଇଁ କୌଣସି ହିନ୍ଦୁ ପରିବାରରେ କନ୍ୟା ସନ୍ତାନ ଜନ୍ମ ହେଲେ ତାକୁ ଲକ୍ଷ୍ମୀଙ୍କ ପ୍ରତୀକ ବୋଲି ମାନିଥାନ୍ତି ।

ଏବଂ ସେ ଯେତେବେଳେ ବିବାହ ହୋଇଥାଏ ସେତେବେଳେ ବି କୁହାଯାଏ କି ଘରକୁ ଲକ୍ଷ୍ମୀ ଆସିଛି । ଅର୍ଥାତ ସ୍ତ୍ରୀ ର ସ୍ୱରୂପ କୁ ଲକ୍ଷ୍ମୀ ସହ ତୁଳନା କାରାଯାଇଛି । ସାମୁଦ୍ରିକ ଶାସ୍ତ୍ରରେ ସୌଭାଗ୍ୟ ଶାଳୀ  ମହିଳାଙ୍କର କିଛି ଗୁଣ ବିଷୟରେ ବର୍ଣ୍ଣନା କରାଯାଇଛି ତେବେ ଆସନ୍ତୁ ଜାଣିବା ସେହି ଗୁଣ ବିଷୟରେ । ସ୍ତ୍ରୀ ମାନଙ୍କର ଏହି ଦୁନିଆ ପାଇଁ ବହୁତ ଅବଦାନ ଥାଏ କାହିଁକି ନା ସେ ନୂଆ ଜୀବନର ମୂଳ ଆଧାର ଅଟେ । ମାତା ଲକ୍ଷ୍ମୀ ସେହି ଘରେ ବାସ କରିଥାଏ ଯେଉଁ ଘରେ ସ୍ତ୍ରୀକୁ ସମ୍ମାନ ଦିଆଯାଇଥାଏ ।

ଶାସ୍ତ୍ର ଅନୁସାରେ ମହିଳାଙ୍କର କିଛି ପ୍ରମୁଖ ଅଙ୍ଗ ବଡଥାଏ ସେହି ମହିଳା ମାନେ ଭାଗ୍ୟଶାଳୀ ଅଟନ୍ତି । ଯେଉଁ ମହିଳାଙ୍କର ନଖ ଗୋଲାପୀ ଓ  ସୁନ୍ଦର ଥାଏ ସେମାନେ ସ୍ୱାସ୍ଥ୍ୟବାନ ଓ ଭଲ ଚରିତ୍ରର ହୋଇଥାନ୍ତି । ସେମାନେ ନିଜ ସ୍ୱମୀ ଓ ପରିବାରର ଭଲ ଯତ୍ନ ନେଇଥାନ୍ତି । ଯେଉଁ ମହିଲାଙ୍କର ପାଦର ମାଧ୍ୟମ ଆଙ୍ଗୁଳି ବଡ ହୋଇଥାଏ ସେହି ମହିଳା ଦୁର୍ଭାଗ୍ୟ ଶାଳୀ ହୋଇଥାଏ । ଯେଉଁ ମହିଳାଙ୍କର ବାମ ଗାଲରେ କଳାଯାଇ ଥାଏ ସେହି ମହିଳା ଖାଦ୍ୟ ପେୟରେ ବହୁତ ଆକୃଷ୍ଟ ଥାଆନ୍ତି ।

ଏମାନେ ନିଜ ପରିବାରର ଠିକ ଧ୍ୟାନ ରଖନ୍ତି ଓ ଭଲ ଖାଦ୍ୟ ମଧ୍ୟ ପ୍ରସ୍ତୁତ କରନ୍ତି । ଯେଉଁ ମହିଳାଙ୍କର ନାକ ଲମ୍ବା ଥାଏ ସେହି ମହିଳା ମାନେ ସବୁ ସମସ୍ୟାକୁ ସହଜରେ ସମାଧାନ କରିଥାନ୍ତି । ଏମାନେ ବ୍ୟର୍ଥରେ ଧନ ଖର୍ଚ୍ଚ କରନ୍ତି ନାହିଁ । ଯେଉନୁ ମହିଳାଙ୍କର ଆଙ୍ଗୁଳି ଲମ୍ବା ହୋଇଥାଏ ସେମାନେ ବହୁତ ବୁଦ୍ଧିମାନ ଥାନ୍ତି । ଏମାନେ ଧନର ଠିକ ଉପଯୋଗ କରିଥାନ୍ତି ଓ ଧନକୁ ଦୁଇଗୁଣ କରିବାରେ ମାହୀର ଥାଆନ୍ତି । ଏମାନେ ନିଜ ପରିବାରକୁ ଖୁସିରେ ରଖିଥାଆନ୍ତି ।

ଯେଉଁ ମହିଳାଙ୍କର ପାଦ ଗୋଲାପୀ ଓ କୋମଳ ଥାଏ ସେହି ମହିଳା ନିଜ ସ୍ୱାମୀକୁ ପ୍ରେମ ସମ୍ବନ୍ଧୀୟରେ ବହୁତ ଖୁସି ରଖିଥାଆନ୍ତି । ଯେଉଁ ମହିଳାଙ୍କ ପାଦ ତଳେ ତ୍ରିକୋଣ ଚିହ୍ନ ଥାଏ ସେମାନେ ବହୁତ ଚତୁର ଥାଆନ୍ତି ଓ ସବୁ କାର୍ଯ୍ୟକୁ ବୁଝି ବିଚାରି କରିଥାନ୍ତି । ଯେଉଁ ମହିଳା ଆଖି ଆଖି ବଡ ବଡ ଥାଏ ସେମାନଙ୍କୁ ବହୁତ ପ୍ରେମ ଓ ଖୁସି ମିଳିଥାଏ । ଯେଉଁ ମହିଳାଙ୍କ ନାକ ପାଖରେ କଳାଯାଇ ଥାଏ ସେମାନେ ବହୁତ ଭାଗ୍ୟଶାଳୀ ଥାଆନ୍ତି ଓ ସେମାନେ ଯାହା ପାଇବାକୁ ଚେଷ୍ଟା କରନ୍ତି ତାକୁ ସହଜରେ ପାଇଥାନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।