ଓଡିଆ ଅଭିନେତ୍ରୀ ମାନଙ୍କର ପ୍ରକୃତ ଭଉଣୀ ମାନଙ୍କୁ ଆଗରୁ ଦେଖିନଥିବେ

ଆପଣ ମାନଙ୍କୁ ଓଡିଆ ଫାଷ୍ଟ ୱେବ ପୋର୍ଟାଲ କୁ ଆପଣ ମାନଙ୍କୁ ବହୁତ ବହୁତ ସ୍ଵାଗତ । ଆଜି ଆମର ଏହି ଲେଖାରେ ଆମେ କଥା ହେବା ଆମର ଓଡିଆ ଅଭିନେତ୍ରୀ ମାନଙ୍କ ବିଷୟରେ । ସେମାନେ ଓ ସେମାନଙ୍କ ଭଉଣୀ ମାନେ କଣ କରିଥାନ୍ତି । ତେବେ ଆସନ୍ତୁ ଦେଖିବା ଆମ ପ୍ରିୟ ଅଭିନେତ୍ରୀ ମାନଙ୍କ ଭଉଣୀ ମାନଙ୍କ ବିଷୟରେ । ଆପଣ ମାନେ ଶ୍ରଦ୍ଧା ଙ୍କୁ କୁଆଁରୀ ବୋହୁ ଧାରା ବାହିକରେ ଆକଟିଙ୍ଗ କରୁଥିବାର ଦେଖିଥିବେ ।

ବେସ ଚମତ୍କାରୀ ଅଭିନୟ କରିକି ଖୁବ ଅଳପ ଦିନରେ ସମସ୍ତଙ୍କ ମନ କିଣି ଥିବା ଆକ୍ଟର ଶ୍ରଦ୍ଧା । ଏହି ଅଭିନେତ୍ରୀଙ୍କ ଜଣେ ସାନ ଭଉଣୀ ଅଛନ୍ତି ।

ନୂଆ ବୋହୁ ଧାରା ବାହିକରେ ଅଭିନୟ କରୁଥିବା ମିତାଲି ଙ୍କୁ ଆପଣ ମାନେ ଜାଣିଥିବେ । ଜଣା ପଡିଛିକି ମିତାଲି ଏବଂ ତାଙ୍କର ଭଉଣୀ ମିସିକି ପାଠ ପଢୁଛନ୍ତି । ମିତାଲି ପାଠ ପଢୁଥିବା ସମୟରେ ମଧ୍ୟ ଅଭିନୟ କୁ ଆପଣେଇଛନ୍ତି । ଏବଂ ସେ ଏବେ ଘରେ ରହୁଛନ୍ତି ।

ଏହାପରେ ଆସୁଛନ୍ତି ଆପଣଙ୍କର ପ୍ରିୟଙ୍କା ରଥୀ ଓ ଟୁଇଙ୍କିଲ । ଟୁଇଙ୍କିଲ ଏବଂ ପ୍ରିୟଙ୍କା ଦୁଇଜଣ ଅଭିନୟ କରନ୍ତି । ପ୍ରିୟଙ୍କା ବିବାହ କରିଥିବାରୁ ଏବେ ଅଭିନୟ କରୁନାହାନ୍ତି । କିନ୍ତୁ ଟୁଇଙ୍କିଲ ଅଭିନୟ କରୁଛନ୍ତି । ଏହି ଦୁଇ ଭଉଣୀ ଅଭିନୟ କ୍ଷେତ୍ରରେ ବେସ ସକ୍ରିୟ ।

ମାହି ମିଶ୍ର ଓ ମିନାକ୍ଷୀ ମିଶ୍ର ହେଇଛନ୍ତି ଦୁଇ ଭଉଣୀ । ଏବେ ଦୁଇ ଜଣ ଅଭିନୟ ଜଗତକୁ ନ ଆସିଲେ ମଧ୍ୟ ଦୁଇ ଜଣ ଏବେ ଘରେ ରହୁଛନ୍ତି । ରାନୀ ଧାରା ବାହିକରେ କିଛି ଅଭିନୟ କରିଛନ୍ତି । ତାଙ୍କର ଗୋଟେ ଛୋଟ ଭଉଣୀ ଅଛି ।

ଏହାପରେ ଆସୁଛନ୍ତି ଆପଣଙ୍କର ପ୍ରିୟା ନିହାରିକା ଦାଶ । ପ୍ରଥମ ଥର ପାଇଁ କିଏ ହବ ମୋ ହିରୋଇନ ପାଇଁ ସିଲେକଟ ହେଇଥିବା ନିହାରିକା, ଅଭିନୟ ଜଗତରେ ପାଦ ଥାପିଥିଲେ ମଧ୍ୟ ଅଭିନୟ କରୁନାହାନ୍ତି । ସେ ଅଭିନୟରୁ ବିଦାୟ ନେଇଛନ୍ତି । ସେ ସେସ ଥର ପାଇଁ କାଳି ଯାଇ ଧାରା ବାହିକରେ ଦେଖା ଯାଇଥିଲେ । ତାଙ୍କ ଭଉଣୀ ଏବେ ବିବାହ କରି ସାରିଲେଣି ।

ଆପଣ ମାନେ ହିତେସିକା ଙ୍କୁ ଦୂର୍ଗା ଧାରା ବାହିକରେ ନାଇକା ରୂପେ ଦେଖିବାକୁ ପାଇଥିବେ । ତାଙ୍କର ଜଣେ ସାନ ଭଉଣୀ ଅଛନ୍ତି । ସେ ମଧ୍ୟ ପ୍ରିପେୟାର ହେଉଛନ୍ତି ଅଲିଉଡ ରେ ଡେବ୍ୟୁ କରିବାକୁ ।

ଆନି ଓ ଦେବିକା ଦୁଇ ଭଉଣୀ ଙ୍କୁ ଆପଣ ମାନେ ଭଲ ଭାବରେ ଜାଣିଥିବେ । ଦୁଇ ଭଉଣୀ ଅଭିନୟ ଜଗତରେ ବେସ ସକ୍ରିୟ । ସେ ଦୁଇ ଜଣ ଏବେ ଅଭିନୟ ଜଗତରେ ନାହାନ୍ତି କିନ୍ତୁ ବେସ ଭଲ ଅଭିନୟ ସେ ଦୁଇ ଜଣ କରନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।