ଗୋଟେ କୁଆଁରୀ ଝିଅ ଗର୍ଭବତୀ ହୋଇଗଲା ତ, ତାର ସାଙ୍ଗ ପଚାରିଲା କି- ଏହି ଛୁଆ କାହାର ? ତା ପରେ ଝିଅଟି କହିଲା…

ଆଜିର ବ୍ୟସ୍ଥତା ବହୁଳ ଜୀବନରେ ଲୋକମାନେ ଏତେ ବ୍ୟସ୍ତ ହୋଇ ଯାଇଛନ୍ତି କି କିଛି ସମୟ ଖୁସିରେ ରହିବା ପାଇଁ କାହା ପାଖରେ ବି ସମୟ ନାହିଁ । କିନ୍ତୁ ମନେ ରଖନ୍ତୁ କି ଜୀବନରେ ହସିବା ନିହାତି ଆବଶ୍ୟକ । ହସିବା କିମ୍ବା ଖୁସିରେ ରହିବା ଦ୍ଵାରା ଆମ ସ୍ୱାସ୍ଥ୍ୟ ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପଡିଥାଏ । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ମଜାଦାର ଜୋକ୍ସ ନେଇ ଆସିଛୁ ଯାହାକୁ ପଢିଲା ପରେ ଆପଣ ନ ହସି ରହି ପାରିବେ ନାହିଁ । ତେବେ ଚାଲନ୍ତୁ ଜାଣିବା ସେହି ଜୋକ୍ସ ।

ଜୋକ – ୧

ସ୍ତ୍ରୀ – ଯଦି ତୁମର କେସ ଏହିଭଳି ଭାବରେ ଜଲ୍ଦି ଝଡିବ

ତେବେ ମୁଁ ତୁମକୁ ଛାଡପତ୍ର ଦେଇଦେବି

ସ୍ଵାମୀ – ହେ ପ୍ରଭୁ,

ମୁଁ ପାଗଳ ବର୍ତ୍ତମାନ ପର୍ଯ୍ୟନ୍ତ

ଏହାକୁ ବଞ୍ଚାଇବା ପାଇଁ ଚେଷ୍ଟା କରୁଥିଲି

ଜୋକ – ୨

ଚେଲା – ବାବା, ଡାହାଣ ହାତ କୁଣ୍ଡେଇ ହେଉଛି

ବାବା – ଲକ୍ଷ୍ମୀ ଆସିବେ

ଚେଲା – ଡାହାଣ ଗୋଡ କୁଣ୍ଡେଇ ହେଉଛି

ବାବା – ଯାତ୍ରାର ଯୋଗ ଅଛି

ଚେଲା – ପଟେ ବି କୁଣ୍ଡେଇ ହେଉଛି

ବାବା – ଉତ୍ତମ ଭୋଜନ ପ୍ରାପ୍ତି ହେବ

ଚେଲା – ବେକ ବି କୁଣ୍ଡେଇ ହେଉଛି

ବାବା – ଚାଲ ଏଠୁ, ତୋତେ କୁଣ୍ଡିଆ ରୋଗ ଅଛି

ଜୋକ – ୩

ଅଧ ରାତିରେ ଫୋନ ବାଜିଲା ସ୍ଵାମୀ ସ୍ତ୍ରୀକୁ କହିଲା କି

ସ୍ଵାମୀ – ଯଦି କେହି ମୋ ବିଷୟରେ ପଚାରିବ

ତେବେ କହିବ କି ମୁଁ ଘରେ ନାହିଁ

ସ୍ତ୍ରୀ – ମୋ ସ୍ଵାମୀ ଘରେ ଅଛନ୍ତି

କହି ଫୋନ କାଟି ଦେଲା

ସ୍ଵାମୀ – ମୁଁ କହିଲି କି ଯଦି କେହି ମୋ ବିଷୟରେ ପଚାରିବ

ତେବେ କହିବ କି ମୁଁ ଘରେ ନାହିଁ

ସ୍ତ୍ରୀ – ଶାନ୍ତ ରୁହ, ସବୁବେଳେ

ଜରୁରୀ ନୁହେଁ କି ତୁମ ପାଇଁ ଫୋନ ଆସିବ……

ଜୋକ – ୪

ପିଲାଦିନେ ନଳାରୁ ବଳ ଉଠାଇ ନ ହାତ ଧୋଇ ଖାଉଥିବା ପୁଅ ବି

ଆଜିକାଲି ସପିଙ୍ଗ ମଳରେ ହ୍ୟାଣ୍ଡ ୱାସର ଭଲ ଭାବରେ ବ୍ୟବହାର କରୁଛନ୍ତି ।

ଜୋକ – ୫

ହସ୍ପିଟାଲ ବାହାରେ ବୋର୍ଡ ଲାଗିଥିଲା….

ପୁରୁଷମାନଙ୍କ ଚିକିତ୍ସା ପାଇଁ ୧୦୦୦ ଟଙ୍କା….

ମହିଳାଙ୍କ ଚିକିତ୍ସା ପାଇଁ ମାତ୍ର ୧୦୦ ଟଙ୍କା….

ପଣ୍ଡିତ – ଆମର ଚିକିତ୍ସା ଏତେ ମହଙ୍ଗା,

ମହିଳାଙ୍କ ଚିକିତ୍ସା ଏତେ ଶସ୍ତା କାହିଁକି?

ଡାକ୍ତର – କାରଣ ମହିଳାଙ୍କ ଚିକିତ୍ସା ପାଇଁ

ଅଧିକ ଖର୍ଚ ହୋଇ ନ ଥାଏ….

ପଣ୍ଡିତ – କେମିତି ?

ଡାକ୍ତର – କୌଣସି ମହିଳାଙ୍କ ଯଦି ବେହୋସ ଅଛି,

ତେବେ ୧୦ ଟଙ୍କାର ନୋଟ ତାଙ୍କ ନାକ ପାଖକୁ ନେଇ ଗଲେ,

ସେ ଉଠି ଯାଆନ୍ତି….

ଜୋକ – ୬

ଦୁଇଟି ମଶା ପଢୁ ଥିଲେ ।

ପ୍ରଥମ ମଶା – ମୁଁ ବଡ ହୋଇ ଡାକ୍ତର ହେବି ।

ଦ୍ଵିତୀୟ ମଶା – ମୁଁ ତ ଆଗକୁ ଯାଇ ଇଞ୍ଜିନିୟର ହେବି ।

ଏହି ସମୟରେ ଆଣ୍ଟି ଆସି ମର୍ଟିନ ଲଗାଇ ଦେଲେ ।

ଦୁଇ ମଶା କହିଲେ – ବୁଢୀ ପୁରା କ୍ୟାରିୟରକୁ ଖରାପ କରି ଦେଲା ।

ଜୋକ – ୭

ପାର୍କରେ ଏକ ସୁନ୍ଦର ଝିଅକୁ ଏକୁଟିଆ ପାଇ

ପପୁ ହାତରେ ଫୁଲ ଧରି ତାହାର ପିଛା କରିବାକୁ ଲାଗିଲା

ଝିଅ – ତୁମେ ଜାଣିଛ! ପଛରେ ମୋର ମା ଆସୁଛି?

ପପୁ – ଆମେ ଖାନଦାନି ପ୍ରେମିକ ଅଟୁ

ତୁମ ମା ପଛରେ ମୋର ପିତାଶ୍ରୀ ଆସୁଛନ୍ତି……

ଜୋକ – ୮

ଗୋଟିଏ କୁଆଁରୀ ଝିଅ ଗର୍ଭବତୀ ହୋଇଗଲା ତେବେ

ତାହାର ସାଙ୍ଗ ପଚାରିଲା କି ଏହି ଛୁଆ କାହାର ?

ଝିଅ ଜବାବ ଦେଲା କି

ଅଳ୍ପ ଅଳ୍ପ କରି ରିଚାର୍ଜ କରୁଥିଲି

ଜଣା ନାହିଁ କାହାର ଲାଇଫଟାଇମ ରିଚାର୍ଜ ହୋଇ ଯାଇଛି

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।