କଣ ସ୍ଵାମୀ ସ୍ତ୍ରୀଙ୍କ ପୂର୍ବ ଜନ୍ମରେ ସମ୍ପର୍କ ଥିଲା ? ଜାଣିବା ପାଇଁ ପଢନ୍ତୁ

ବନ୍ଧୁମାନେ ଆଜି ଆମେ ଜାଣିବା କି ସତରେ କଣ ସ୍ଵାମୀ ଓ ସ୍ତ୍ରୀଙ୍କ ସମ୍ପର୍କ ପୂର୍ବ ଜନ୍ମର ଅଛି ନା ନାହିଁ । କୁହନ୍ତି କି ସ୍ଵାମୀ ସ୍ତ୍ରୀଙ୍କ ସମ୍ପର୍କ ଜନ୍ମ ଜନ୍ମର ସମ୍ପର୍କ ହୋଇଥାଏ । କହିବାକୁ ଗଲେ ଯେତେବେଳେ ପ୍ରଥମେ ପ୍ରଥମେ ପରମ ପୁରୁଷ ହୋଇଥିଲେ, ଯେତେବେଳେ ବ୍ରହ୍ମା ସପ୍ତର୍ଷି ଅର୍ଥାତ ୭ଟି ପରମ ପୁରୁଷ କରି ଥିଲେ । ସମସ୍ତେ ପରମ ପୁରୁଷ ହୋଇଥିଲେ । କିନ୍ତୁ କିଛି ସମୟ ପରେ ସେହି ପରମ ପୁରୁଷରୁ ଦେବତା ହେଲେ ଓ ଦେବତାରୁ ମଣିଷ ହେଲେ ।

ପୁରୁଷ ସହିତ ସବୁବେଳେ ତାହାର ମୂଳ ପ୍ରକୃତି ହିଁ ଥାଏ । ଯେମିତି ଶିବଙ୍କ ମୂଳ ପ୍ରକୃତି ଶକ୍ତି ଥିଲା । କିନ୍ତୁ କେତେକ ପୁରୁଷ ଯେତେବେଳେ କିଛି କାରଣ ପାଇଁ କିମ୍ବା କିଛି କାମ କରିବା ପାଇଁ ଅନେକ ଶକ୍ତି ପ୍ରୟୋଗ କରନ୍ତି ସେତେବେଳେ ଗୋଟିଏ ପୁରୁଷର ଅନେକ ଶକ୍ତି ସୃଷ୍ଟି ହୋଇଥାଏ । ବହୁତ ବର୍ଷ ପରେ ଏହି ଶକ୍ତି ବିଭିନ୍ନ ଦିଗରେ କନେକ୍ଟ ହୋଇଯାଏ । ବର୍ତ୍ତମାନ ଅନ୍ତିମ ସମୟ ଆସିଯାଇଛି ଅର୍ଥାତ ପୃଥିବୀରେ କଳି ଯୁଗ ଆରମ୍ଭ ହୋଇଯାଇଛି ।

ତେବେ ସେହି ଆତ୍ମା ଗୁଡିକ କେଉଁଠି ନା କେଉଁଠି ଖୋଜି ପୁରୁଷ ଶକତି ସହିତ କୋନେକ୍ସନ ହୋଇଯାଏ । ଏଥିପାଇଁ ବହୁତ ରାଜାଙ୍କ ବହୁତ ରାଣୀ ଥିଲେ । ବହୁତ ଦିନ ଗଳାପରେ ବହୁତ ଆତ୍ମା ବହୁତ ପୁରୁଷଙ୍କ  ସହ ଜଡିତ ହୋଇଗଲ । ପ୍ରଥମେ ସ୍ତ୍ରୀମାନଙ୍କ ସଂଖ୍ୟା ବହୁତ ଥିଲା । ପ୍ରଥମେ ହିନ୍ଦୁ ଧର୍ମରେ ଝିଅ ଜନ୍ମ ହେବା ମାତ୍ରେ ହିଁ ତାଙ୍କୁ ଦୁଧପିତି କରି ଦେଉ ଥିଲେ । କିନ୍ତୁ ଆଜିକାଲି ଗର୍ଭରେ ହିଁ ମାରି ଦେଉଛନ୍ତି । କାରଣ ଝିଅମାନଙ୍କ ସଂଖ୍ୟା ପୂର୍ବେ ବହୁତ ଥିଲା ।

ଏହାର କାରଣ ଏହା ଅଟେ କି ପୁରୁଷମାନେ ଏକାଧିକ ଶକ୍ତି ସୃଷ୍ଟି କରିଥିଲେ । ସେହି ଶକ୍ତି ଗୁଡିକ ସ୍ତ୍ରୀ ହୋଇଗଲେ । ସେହି ଶକ୍ତି ଖୋଜି ଖୋଜି ମନୁଷ୍ୟ ରୂପରେ ପୃଥିବୀକୁ ଆସିଗଲେ । ଅନେକ ଜନ୍ମରେ ଅନେକ ଶକ୍ତି ପୁରୁଷମାନଙ୍କ ଥିବାରୁ ଅଲଗା ଅଲଗା ସମ୍ବନ୍ଧ ଥିବାରୁ ତାଙ୍କ ସମ୍ପର୍କ ଖରାପ ହୋଇ ଗଲା । କାହିଁକି ନା ଗୋଟିଏ ଜନ୍ମରେ ଗୋଟିଏ ଯୋଡି ଆଉ ଗୋଟିଏ ଜନ୍ମରେ ଆଉ ଗୋଟିଏ ଯୋଡି ହୋଇଥିଲା ।

ଏଥିପାଇଁ ନିଜର ନିଜର ସଂକଳ୍ପ ମିଶେ ନାହିଁ । ଏହାର କାରଣ ମୂଳ ପ୍ରକୃତି ଅଲଗା ପ୍ରକୃତି ବାହାର କରିବା ଦ୍ଵାରା ଏହା ସବୁ ଗଡବଡ ହୋଇଯାଏ । ଏଥିପାଇଁ ପରୁଷ ପ୍ରକୃତି ସମ୍ବନ୍ଧ ଖରାପ ହୋଇ ଯାଉଛି । ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ବନ୍ଧ ଏଥିପାଇଁ ଖରାପ ହୋଇ ଯାଉଛି କାରଣ ମୂଳ ପ୍ରକୃତି ତା ସହିତ ନାହିଁ । ଦୁଇ ବର୍ଷ ତିନି ବର୍ଷ ପୂର୍ବେ ଯାହା କରିଥିଲେ ଏହି ଜନ୍ମରେ ଭୋଗିବ । କିନ୍ତୁ କହିବାକୁ ଗଲେ ଏହି କଥା ଆସିବା ସମୟକୁ ଦେଖିଲେ ଯଦି ଭାବିବେ ସ୍ପିରିଚୁଆଲ ପ୍ରସପେକ୍ଟସ ବୁଝିବାର ଶୈଳୀ ଆସିଯିବ ।

କାରଣ ଇସଲାମ ଧର୍ମରେ ୪ଟି ବିବାହ କରି ପାରିବେ । କହିବାକୁ ଗଲେ ହିନ୍ଦୁ ଧର୍ମରେ ଦଶରଥ ରାଜଙ୍କ ତିନୋଟି ରାଣୀ ଥିଲେ । ଏହାର ମୂଳ କାରଣ ହେଉଛି ଆତ୍ମାର ସ୍ବଚ୍ଛ ଶକ୍ତି ଅଛି । ତପଶ୍ୟା ଶକ୍ତି ଅଛି ଯାହା ଦ୍ଵାରା ରାଜାଙ୍କୁ ରାଜଋଷି କହିଥାନ୍ତି । ଋଷି ମାନଙ୍କ ମଧ୍ୟ ଅନେକ ସ୍ତ୍ରୀ ରହିଥିଲା । ଭଗବାନ କୃଷ୍ଣଙ୍କ ମଧ୍ୟ ୧୬୮୦୦ ରାଣୀ ଅଛନ୍ତି । ଯେଉଁଥିରୁ ୧୦ଟି ପୁଅ ଗୋଟିଏ ଝିଅ ଜନ୍ମ ହେଲେ । ଏହା ପରେ ସେ ୧୨୦ ବର୍ଷରେ ଶରୀର ତ୍ୟାଗ କଲେ । ପତି ପତ୍ନୀ ସମ୍ବନ୍ଧ ପୂର୍ବ ଜନମ ଫଳ ଦେଖି ଏହି ଜନ୍ମରେ ସମ୍ବନ୍ଧ ରହିଥାଏ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।