ଲୋକଙ୍କ ନଜରରେ ରହିବା ପାଇଁ କିଛି ଏମିତି କାମ କରୁଛନ୍ତୁ Shahrukh Khan ଙ୍କ ଝିଅ Suhana Khan

ବନ୍ଧୁଗଣ ନମସ୍କାର ସାଧାରଣ ଜନତା ମାନେ ବଲିଉଡ କୁ ନେଇ ବହୁତ ଉତ୍ସାହିତ ଥାଆନ୍ତି । ବଲିଉଡ ର ସିନେମା ହେଉ କିମ୍ବା ଅଭିନେତା ଅଭିନେତ୍ରୀ ଆଦି ମାନଙ୍କ ବିଷୟରେ ଜାଣିବାକୁ ସମସ୍ତେ ବହୁତ ଇଛୁକ ଥାଆନ୍ତି । ସେମାନଙ୍କ ବାସ୍ତବ ଜୀବନରେ କଣ ଘଟୁଛି ସେମାନେ କିପରି ନିଜର ଜୀଵନ ଯାପନ କରୁଛନ୍ତି । କିମ୍ବା ତାଙ୍କ ପ୍ରେମିକ ପ୍ରେମିକା କିଏ ସେମାନେ କଣ ଖାଉଛନ୍ତି କିପରି ନିଜର ସମୟ ଅତିବାହିତ କରୁଛନ୍ତି ।

କେଉଁ ଠାରେ ସେ କଣ ଭୁଲ କରିଛନ୍ତି ଆଦି ବିଷୟରେ ଜାଣିବା ପାଇଁ ଲୋକମାନେ ବହୁତ ଆଗ୍ରହ ପ୍ରକାଶ କରିଥାନ୍ତି । ସେହି ଭଳି ଏବେ ବଲିଉଡ ର ଅଭିନେତା ଅଭିନେତ୍ରୀ ଙ୍କ ସହିତ ସେମାନଙ୍କ ର ଝିଅ ପୁଅ ମାନଙ୍କ ଜୀବନରେ ଆଗ୍ରହ ପ୍ରକାଶ କରିଛନ୍ତି ।

କେବଳ ଲୋକମାନେ ନୁହେଁ ସେହି କଳାକାର ମାନଙ୍କ ସନ୍ତାନ ମଧ୍ୟ କିଛି ମାତ୍ରାରେ ଲାଇମ ଲାଇଟ ରେ ରହିବାକୁ ପସନ୍ଦ କରୁଛନ୍ତି । ସେହି ଭଳି ଜଣେ ହେଲେ ସୁହାନା ଖାନ । ସୁହାନା ସାହାରୁଖ ଖାନ ଙ୍କ ଝିଅ । ସାହାରୁଖ ଖାନଙ୍କୁ ବଲିଉଡ ର କିଙ୍ଗ ଖାନ ମଧ୍ୟ କୁହାଯାଏ । ବାଦଶାହା ମଧ୍ୟ କୁହାଯାଏ । ସେ ନିଜର ସୁନ୍ଦର ଅଭିନୟ ରେ ଅତି କମ ସମୟରେ ଦର୍ଶକ ମାନଙ୍କ ହୃଦୟ ରେ ଘର କରିବାରେ ସଫଳ ହୋଇଥିଲେ ।

ସେ ନିଜର କ୍ୟାରିଅର ଛୋଟ ପରଦା ରୁ ଆରମ୍ଭ କରିଥିଲେ ପରେ ସେ ବଲିଉଡ ର ଜଣେ ସୁ ପ୍ରସିଦ୍ଧ ବହୁ ଲୋକ ପ୍ରିୟ ଅଭିନେତା ହୋଇ ଗଲେ ।  ସେ ଅନେକ ହିଟ ସୁପର ହିଟ ସିନେମା ବଲିଉଡ କୁ ପ୍ରଦାନ କରିଛନ୍ତି । ବାଜିଗର, ବାଦଶାହା, ଦିଲ ୱାଲେ ଦୁଲହାନିୟା ଲେ ଜାଏଂଗେ, ପରଦେଶ ଭଳି ଆଦି ଅନେକ ପ୍ରସିଦ୍ଧ ସିନେମାରେ ଅଭିନୟ କରିଛନ୍ତି ।

ଦର୍ଶକ ମାନଙ୍କ ସହିତ ସିନେମା ନିର୍ଦେଶକ ଙ୍କ ର ମଧ୍ୟ ପ୍ରଥମ ପସନ୍ଦ ହୋଇ ପାରିଛନ୍ତି । ଏବେ ତାଙ୍କୁ କୌଣସି ପରିଚୟ ର ମଧ୍ୟ ଆବଶ୍ୟକତା ନାହିଁ ।ସେ ଏବେ ଘରେ ଘରେ ପରିଚିତ । ସାହାରୁଖ ଖାନ ଙ୍କ ପତ୍ନୀ ଙ୍କ ନାମ ହେଉଛି ଗୌରୀ ଖାନ ତାଙ୍କର ତିନୋଟି ସନ୍ତାନ ଅଛି । ଦୁଇଟି ପୁଅ ଗୋଟିଏ ଝିଅ । ସେମାନଙ୍କ ନାମ ହେଉଛି ଆର୍ଯ୍ୟନ ଖାନ, ସୁହାନା ଖାନ ଆବ୍ରାମ ଖାନ । ଏବେ ତାଙ୍କ ଝିଅ ସୁହାନା ଖାନ ବହୁତ ଚର୍ଚ୍ଚା ରେ ରହୁଛନ୍ତି ।

ତେବେ ଚାଲନ୍ତୁ ଜାଣିନେବା ତାଙ୍କ ଝିଅ ସୁହାନା ଙ୍କ ବିଷୟରେ । ସୁହାନା ପ୍ରାୟତଃ ସୋସିୟାଲ ମିଡ଼ିଆ ରେ ବହୁତ ଆକ୍ଟିଭ ରହିଥାନ୍ତି । ସେ ନିଜର ଫୋଟୋ ଷ୍ଟୋରି କୁ ସବୁବେଳେ ସୋସିୟାଲ ମିଡିଆରେ ପୋଷ୍ଟ କରି ଥାଆନ୍ତି ।ଅନେକ ପାର୍ଟି ଉତ୍ସବ ରେ ମଧ୍ୟ ନଜର ଆସିଥାନ୍ତି । ସେ ନିଜର ଲୁକ ଅନ୍ଦାଜ କୁ ନେଇ ମଧ୍ୟ ସବୁବେଳେ ଚର୍ଚ୍ଚାରେ ରହି ଥାଆନ୍ତି । ସେ ଏବେ ପଢୁଛନ୍ତି । ନିଜର ସାଙ୍ଗ ମାନଙ୍କ ସହ ବୁଲିବାକୁ ଯାଇଥିବା ଫୋଟୋ ମଧ୍ୟ ସେୟାର କରୁଛନ୍ତି ।

ରୋଷେଇ ଘରେ ମଧ୍ୟ କିଛି କାମ କରୁଥିବା ସମୟର ଫୋଟୋ କୁ ମଧ୍ୟ ସେ ନିଜ ଫ୍ୟାନ ମାନଙ୍କ ସହ ସେୟାର କରିଛନ୍ତି । ସେ ନିଜର ହଟ ସୁନ୍ଦର ଫୋଟୋ କୁ ସୋସିୟାଲ ମିଡ଼ିଆ ରେ ପୋଷ୍ଟ କରି ଏବେ ଭାଇରାଲ ହେଉଛନ୍ତି ।ତାଙ୍କ ର ସମସ୍ତ ଫୋଟୋ ଭିଡିଓ ଏବେ ବହୁତ ଭାଇରଲ ହେଉଛି । ଫ୍ୟାନ ମାନେ ସେ ସବୁ ଫୋଟୋ କୁ ପସନ୍ଦ କରିବା ସହିତ ନିଜର ଭଲ ପାଇବା ମଧ୍ୟ ଦେଉଛନ୍ତି । ତାଛଡା କିଛି ଲୋକ ତାଙ୍କୁ ଟ୍ରୋଲ ମଧ୍ୟ କରୁଛନ୍ତି ।

ଖବର ଅନୁସାରେ ସେ ନିଜର ପାଠ ପଢା ସାରିବା ପରେ କରଣ ଜୋହାର ଙ୍କ ସିନେମା ରେ ନିଜର ପ୍ରଥମ ସିନେମା ର ଆରମ୍ଭ କରିବାକୁ ଯିବେ । ତେବେ ଆଗକୁ ଦେଖିବା କି ସୁହାନା ନିଜ ବାପାଙ୍କ ଭଳି ଦର୍ଶକ ମାନଙ୍କ ର ଲୋକ ପ୍ରିୟ ହୋଇ ପାରୁଛନ୍ତି କିମ୍ବା ନାହିଁ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।