TV ସିରିଏଲ “ବାଳିକା ବଧୂ” ରେ ଆନନ୍ଦି ଓ ଜଗିଆ ରୋଲ ରେ ନଜର ଆସିଥିବା ଏହି 2 Child Actors ଆଜି ବଡ ହେଇ ଦେଖା ଯାଆନ୍ତି କିଛି ଏମିତି…

ଭାରତରେ ଅନେକ ଟିଭି ସିରିୟଲ ଏକ ଇତିହାସ ସୃଷ୍ଟି କରିଛି । ଏହା ଭିତରୁ ବାଳିକା ବଧୁ ଅନ୍ୟ ତମ। ଏଥିରେ ଆପଣ ଦୁଇଟି ଛୋଟ ପିଲାଙ୍କ ବିବାହ ହେବାର ଦେଖି ଥିବେ । ଏଥିରେ  ଆପଣ ଦେଖିଥିବେ କି କିଭଳି ଏକ ଛୋଟ ବେଳୁ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଝିଅ ନିଜର ପ୍ରତେକ କାମରେ ଭୁଲ କରୁଛି ଓ ତାକୁ କିଭଳି ନୂଆ ଘରେ ନୂଆ ପରିସ୍ଥିତିର ସାମ୍ନା କରିବାକୁ ପଡୁଛି । ତେବେ ଏଥିରେ ଅଭିନୟ କରିଥିବା ଦୁଇ କଳା କାର ମାନେ ଖୁବ କମ ବୟସରୁ ନିଜର ଅଭିନୟ ଆରମ୍ଭ କରିଥିଲେ ।

ଏହି ଶିଶୁ କଳା କାରଙ୍କ ନାମ ହେଉଛି ଆନନ୍ଦି ଏବଂ ଯଗ୍ୟା । ଏହା ରାଜସ୍ଥାନ ର ଏକ ଛୋଟ ଗାଁ ଉପରେ ଆସିଥିଲା । ତେବେ ଏଥିରେ ଅଭିନୟ କରିଥିବା ଏହି ଦୁଇ ଶିଶୁ କାଳା କାର ମାନେ ଲୋକଙ୍କ ଦ୍ଵାରା ଖୁବ ପ୍ରଶଂସା ପାଇଥିଲେ । ଏହି ଧାରାବାହିକ ଟି ୨୦୦୮ ମସିହାରେ ଆରମ୍ଭ ହୋଇ ଥିଲା । ଏଥିରେ ଜଗିଆ ର ଚରିତ୍ରରେ ଥିବା ଅଭିନେତା ଙ୍କ ନାମ ହେଉଛି ଅଭିନାଶ ମୁଖାର୍ଜୀ ଅଟେ । ସେ ୧ ଆଗୁଷ୍ଟ ୧୯୯୭ ରେ ଜନ୍ମ ଗ୍ରହଣ କରିଥିଲେ । ସେ ଏକ ବେଙ୍ଗୋଲି ପରିବାର ରୁ ଜନ୍ମ ଗ୍ରହଣ କରିଥିଲେ ।

ତାଙ୍କର ପ୍ରକୃତ ଘର ନୋଇଡା ରେ ଅବସ୍ଥିତ । କିଛି ଦିନ ନୋଇଡା ରେ ରହିବା ପରେ ତାଙ୍କ  ପରିବାର ମୁମ୍ବାଇ ଆସିଥିଲେ କାରଣ ତାଙ୍କ ବାପାଙ୍କ ଚାକିରି ସେଠାରେ ହୋଇଥିଲା । ସେ ତାଙ୍କ ବାପାଙ୍କ ସହ ଏକ ସେଟ କୁ ଯାଇଥିଲେ ଯେଉ ଠାରେ ତାଙ୍କୁ ଅଭିନେତା ହେବାର ଇଚ୍ଛା ହୋଇ ଥିଲା । ସେ ମାତ୍ର ୧୧ ବର୍ଷ ବୟସରେ ବାଳିକା ବଧୁ ରେ ଅଭିନୟ କରିଥିଲେ । ଏହା ପରେ ସେ ଆଉ ପଛକୁ ଫେରି ନାହାନ୍ତି । ସେ ଏବେ ଡିଜିଟାଲ ମାର୍କେଟିଙ୍ଗ କମ୍ପାନୀର ମାଲିକ ଅଟନ୍ତି । ସେ ଜଣେ ଲେଖକ ମଧ୍ୟ ଅଟନ୍ତି । ଅବିକା ଗୋର ଜିଏକି ଆନନ୍ଦିର ଚରିତ୍ରରେ ଥିଲେ।

ଅବିକା ଗୋର ୩୦ ଜୁଲାଇ ୧୯୯୭ ରେ  ଜନ୍ମ ହୋଇଥିଲେ । ସେ ଗୋଟେ ଗୁଜୁରାତି ପରିବାରରୁ ଆସିଛନ୍ତି ତାଙ୍କ ଜନ୍ମ ମୁମ୍ବାଇରେ ହୋଇ ଥିଲା । ସେ ବାଳିକା ବଧୁ ପରେ ଆଉ କେବେବି ପଛକୁ ଫେରି ନାହାଁନ୍ତି । ଏବେ ଏହି ଦୁଇ କଳା କାର ବଡ ହେବା ସହ ଖୁବ ସୁନ୍ଦର ମଧ୍ୟ ହୋଇ ଗଲେଣି ।

ଆପଣ ମାନଙ୍କ ମଧ୍ୟ ରୁ କେଉଁ ମାନଙ୍କୁ ଏହି ଦୁଇ କଳା କାରଙ୍କର ଅଭିନୟ ଭଲ ଲାଗେ କହିବେ । ଏହି କଳା କାର ଅନେକ ସମୟ ଧରି ନିଜର ଅଭିନୟ କୁ ଜାରି ରଖିଛନ୍ତି । ତେବେ ବନ୍ଧୁଗଣ ଯଦି ଆପଣଙ୍କୁ ଆମର ଏହି ସୂଚନା ଭଲ ଲାଗେ ତେବେ ପେଜକୁ ଏକ ଲାଇକ କରିବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।