ନିଜ ବ୍ରେନ ସର୍ଜରୀ ପାଇଁ 7 ବର୍ଷର ଝିଅ ବିକ୍ରି କରୁଛି ଲେମ୍ବୁ ପାଣି, ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ସାଜିଛି ପ୍ରେରଣା

ଆଜିର ବ୍ଯସ୍ତବହୁଳ ପୂର୍ଣ୍ଣ ଜୀବନରେ ଅନେକ ଲୋକ ବିଭିନ୍ନ ପ୍ରକାର ରୋଗ ସହ ଲଢେଇ କରୁଛନ୍ତି । ଅନେକ ସମୟରେ ରୋଗ ବିଷୟରେ ଜଣାପଡିବା ପରେ ଲୋକେ ହାର ମାନିଯାନ୍ତି ଓ ଜୀବନ ପ୍ରତି ହତାଶ ହୋଇଯାନ୍ତି । ଏପରି ଲୋକଙ୍କ ପାଇଁ ୭ ବର୍ଷର ଏହି ଝିଅଟି ଏକ ବଡ ପ୍ରେରଣା ଅଟେ । ୭ ବର୍ଷର ଝିଅ ଲିଜା ନିଜ ରୋଗ ବିଷୟରେ ଜାଣିବା ସହ ନିଜ ବ୍ରେନ ସ-ର୍ଜ-ରୀ ପାଇଁ ସେ ନିଜେ ପଇସା ଏକାଠି କରିବାରେ ଲାଗି ପଡିଛି । ଏହି ଛୋଟ ନିରୀହ ଝିଅଟି ନିଜ ମା ଏଲିଜାବେଥଙ୍କ ସହ ଆମେରିକାର ଆଲବାମାରେ ତାଙ୍କ Savage ବ୍ୟାକେରି ରେ ଲେମ୍ବୁ

ପାଣି ବିକ୍ରି କରିବା କାମ କରୁଛନ୍ତି, ଯାହାଦ୍ୱାରା ସେ କିଛି ପଇସା କମାଇ ପାରିବେ । ସେଠାରେ ତାଙ୍କର ଲେମ୍ବୁ ପାଣିର ଏକ ଷ୍ଟଲ ରହିଛି, ଯାହା ୭ ବର୍ଷର ଲୀଜା ନିଜେ ଚଳାଉଛନ୍ତି । ୭ ବର୍ଷର ଝିଅ ଲିଜା ସ୍କିଟଙ୍କ କାହାଣୀ ଲୋକଙ୍କୁ ଖୁବ ପ୍ରେରଣା ଦେଉଛି । ଲିଜାଙ୍କୁ କିଛି ଦିନ ପୂର୍ବରୁ ନିଜ ରୋଗ ବିଷୟରେ ଓ ବ୍ରେନ ସ-ର୍ଜ-ରୀ ବିଷୟରେ ଜଣା ପଡିଥିଲା । ଏହାସହ ସେ ବିଶ୍ବାସ ମଧ୍ୟ ରଖିଛନ୍ତି କି ଶୀଘ୍ର ସ-ର୍ଜ-ରୀ ହେବ ପରେ ସେ ଭଲ ହୋଇଯିବେ ବୋଲି ।

ଏପରି ପରିସ୍ଥିତିରେ ସ-ର୍ଜ-ରୀ ପାଇଁ ଲିଜା ନିଜେ ପଇସା ଯୋଡୁଛନ୍ତି । ଯେମିତିକି ତାଙ୍କ ମା ଙ୍କ ଉପରେ ଅଧିକ ଚାପ ନ ପଡିବ ଓ କିଛି ପଇସା ନିଜ ରୋଜଗାରରୁ ଯୋଡି ପାରିବ । ଲିଜାଙ୍କ ମା ତାଙ୍କ ରୋଗ ବିଷୟରେ କହିଛନ୍ତି କି, ଲିଜାଙ୍କ ମୁଣ୍ଡରେ ତିନୋଟି ଜାଗାରେ ସମସ୍ଯା ରହିଛି । ଅର୍ଥାତ ଲିଜା ସେଲେବ୍ରାଲ ମାଲଫଙ୍କସନ ନାମକ ରୋଗରେ ପୀଡିତ ଅଛନ୍ତି । ଏହା ଯୋଗୁଁ ଲିଜାଙ୍କ ବ୍ରେନ ଦକ୍ଷିଣ ଭାଗରେ ସମସ୍ଯା ରହିଛି ।

ସେଥିପାଇଁ ତାଙ୍କ ବ୍ରେନର ଶୀଘ୍ର ସ-ର୍ଜ-ରୀ ହେବାକୁ ଯାଉଛି । ଲିଜାଙ୍କୁ ବାତ ମା-ରି-ବା ଫଳରେ ସେ ଅଚେତ ହୋଇ ଯାଇଥିଲେ ଓ ତାଙ୍କ ମାଂସପେଶୀ ଟାଣି ହୋଇଥିଲା । ଡାକ୍ତରମାନେ ଯାଞ୍ଚ କରିବା ପରେ ତାଙ୍କର ଏହି ସମସ୍ଯା ବିଷୟରେ ଜଣାଇଥିଲେ ଓ ସ-ର୍ଜ-ରୀ କରିବାକୁ ପରାମର୍ଶ ଦେଇଥିଲେ । ଏତେ ସମସ୍ଯା ପରେ ମଧ୍ୟ ୭ ବର୍ଷର ଲିଜା ବଞ୍ଚିବାର ସାହସ ହରାଇନାହିଁ । ଆମର ଆଶା ଏବଂ ବିଶ୍ବାସ କଇ ସେ ଶୀଘ୍ର ଭଲ ହୋଇଯିବେ । ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।