ଅନେକ ବର୍ଷ ପରେ ଦେଖିବାକୁ ମିଳିଲା 10 ଫୁଟ ଲମ୍ବା ଭୟଙ୍କର ନାଗରାଜ, ଯାହାର ଗର୍ଜନ ଶୁଣିଲେ ବଡ ବଡ ଲୋକଙ୍କର ବି ଝାଳ ବାହାରିଯିବ, ଦେଖନ୍ତୁ Video

ଦୁନିଆରେ ଅଲଗା ଅଲଗା ପ୍ରଜାତିର ୨୫୦୦ ହଜାର ପ୍ରଜାତିର ସାପ ଦେଖାଯାନ୍ତି । କିଛି ଥଣ୍ଡା ଦ୍ଵୀପ ଗୁଡିକୁ ଛାଡି ଦୁନିଆର ପ୍ରାୟ ସବୁ ସ୍ଥାନରେ ସାପ ଦେଖାଯାନ୍ତି । ସାପ ଦେଖିବାକୁ ଭୟଙ୍କର ଲାଗନ୍ତି । ସେଥିପାଇଁ ଅନେକ ଲୋକ ସାପ ନାଁ ଶୁଣିଲେ ଡରନ୍ତି । ଏମାନେ ପ୍ରାୟ ୯-୧୦ ସେଣ୍ଟିମିଟରରୁ ୩୦ ଫୁଟ ପର୍ଯ୍ୟନ୍ତ ଲମ୍ବାର ହୋଇଥାନ୍ତି । ବହୁତ ଫୂର୍ତ୍ତି ସ୍ଵଭାବର ଏହି ସରୀସୃପ ଜାତୀୟ ପ୍ରାଣୀ ପ୍ରଜନନ ପାଇଁ ଅଣ୍ଡା ଦିଅନ୍ତି । ସାପ ବହୁତ କମ ଭୋଜନ ପାନ କରିଥାଏ । ଗୋଟିଏ ମାସ ମଧ୍ୟରେ ମାତ୍ର ଥରେ କିମ୍ବା ଦୁଇ ଥର ଶି-କା-ର କରିଥାଏ ସାପ ।

ସାପର ଆଖିପତା ନ ଥିବା ରୁ ତା ଆଖି କେବେ ବନ୍ଦ ହୁଏ ନାହିଁ । ସାପର କାନ ନ ଥିଲେ ମଧ୍ୟ ଅତି କ୍ଷୁଦ୍ର ରୁ କ୍ଷୁଦ୍ର ଶବ୍ଦ ସେମାନେ ଶୁଣି ପାରନ୍ତି । ସାପର ପାଟିରେ ଖୁବ ତୀକ୍ଷଣ ଦାନ୍ତ ରହିଥାଏ ଓ ଏକ ବି-ଷ-ଥ-ଳୀ ମଧ୍ୟ ରହିଥାଏ । ସାପ କାହାକୁ କା-ମୁ-ଡି-ବା ବା ଚୋ-ଟ ମା-ରି-ବା ଦ୍ଵାରା ସେହି ବି-ଷ-ଥ-ଳୀ ଫା-ଟି ଯାଇ ବ୍ଯକ୍ତିର ରକ୍ତରେ ପ୍ରବେଶ କରିଯାଏ । ମଣିଷ ଯେମିତି ସାପକୁ ଭୟ କରେ, ସାପ ମଧ୍ୟ ସେହିପରି ମଣିଷକୁ ଭୟ କରେ ।

କାରଣ ସାପ କେବଳ ଆତ୍ମ ସୁରକ୍ଷା ସ୍ଥିତିରେ ତଥା ତା ଜୀବନ ପ୍ରତି ଭୟ ରହିଛି ବୋଲି ତାକୁ ଅନୁଭବ ହେଲେ ଯାଇ ସେ କା-ମୁ-ଡି ଥାଏ ବ ଚୋ-ଟ ମା-ରି-ଥା-ଏ । ସାପଙ୍କ ସବୁ ପ୍ରଜାତି ମଧ୍ୟରୁ କେବଳ ୨୦ ରୁ ୨୫ ପ୍ରତିଶତ ହିଁ ବି-ଷ-ଧ-ର ବୋଲି କୁହାଯାଏ । ସାପ କାମୁଡାରେ ପ୍ରତିବର୍ଷ ଅନେକ ଲୋକ ଲୋକ ମୃତ୍ୟୁମରଣ କରନ୍ତି । ଅନେକ ଲୋକ ବଞ୍ଚି ଯାଆନ୍ତି ମଧ୍ୟ ।

ଆଜି ଆମେ ଆପଣଙ୍କୁ ୧୦ ଫୁଟ ଲମ୍ବା ନାଗରାଜ ଉଦ୍ଧାର ର ଏକ ଭିଡିଓ ଦେଖାଉଛୁ । ଅତି ଭୟଙ୍କର ଲାଗୁଥିଲେ ମଧ୍ୟ ସାପଧରାଳି ଜଣକ ଧୈର୍ଯ୍ୟ ଏବଂ କୌଶଳ ସହ ୧୦ ଫୁଟ ଲମ୍ବ ନାଗରାଜ ବା ଅହିରାଜଙ୍କୁ ନିଜ ବଶରେ କରୁଛନ୍ତି । ଆପଣ ଏତେ ଲମ୍ବା ସାପ କେବେ ଦେଖିଛନ୍ତି କି ? ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।