South ଇଣ୍ଡଷ୍ଟ୍ରି ର ଫେମସ ଅଭିନେତା Vijay Deverakonda ଙ୍କ ଇଏ ହେଉଛି ରିଅଲ ଲାଇଫ ଫ୍ଯାମିଲି

ସାଉଥ ଇଣ୍ଡଷ୍ଟିର ବିଜୟ ଦେବରକୋଣ୍ଡା ଏଭଳି ଏକ ନାମ ଆଜି ସମସ୍ତଙ୍କ ହୃଦୟରେ ରାଜ କରୁଛନ୍ତି । ବିଜୟ ଦେବରକୋଣ୍ଡା ଅଭିନୟକୁ ବହୁତ ପସନ୍ଦ କରୁଛନ୍ତି । କାରଣ ତାଙ୍କର ଫିଲ୍ମ ଅର୍ଜୁନ ରେଡ୍ଡି ଏତେ ପସନ୍ଦ କରିଛନ୍ତି ଯାହା ଦ୍ଵାରା ବଲିଉଡ ଫିଲ୍ମର ଅଫର ଆସିବାକୁ ଲାଗିଲାଣି । କିନ୍ତୁ ସେ ବଲିଉଡ ଫିଲ୍ମକୁ ରିଜେକ୍ଟ କରିକି ସାଉଥ ଫିଲ୍ମ ଇନ୍ଦ୍ରସ୍ତିର ଧମକାଧାର ଫିଲ୍ମ କରୁଛନ୍ତି ।

ଆପଣ ଏହି ସୁପର ଷ୍ଟାରଙ୍କ ବିଷୟରେ ସମସ୍ତେ ଜାଣିଛନ୍ତି । କିନ୍ତୁ ଏହାର ରିଅଲ ଲାଇଫ ଫ୍ୟାମିଲି ବିଷୟରେ ଜାଣିଛନ୍ତି । ଏମାନଙ୍କ ଫ୍ୟାମିଲିରେ କିଏ କିଏ ଅଛନ୍ତି । ସେମାନେ କଣ କରୁଛନ୍ତି ଓ କିଭଳି ଦେଖାଯାଉଛନ୍ତି । ଯଦି ବିଜୟ ଦେବରକୋଣ୍ଡା ପରିବାର ବିଷୟରେ ଜାଣିବାକୁ ଇଚ୍ଛା କରୁଛନ୍ତି ଚଲାନ୍ତୁ ଜାଣିବା ।

ବିଜୟ ଦେବରକୋଣ୍ଡା ହାଇଦ୍ରାବାଦର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ଗ୍ରହଣ କରିଛନ୍ତି । ତାଙ୍କ ପରିବାରରେ ତାଙ୍କୁ ମିଶାଇ ୪ ଜଣ ସଦସ୍ୟ ଅଛନ୍ତି । ଯେଉଁଥିରେ କି ସେ ତାଙ୍କ ବାପା , ମା ଓ ତାଙ୍କର ଜଣେ ଭାଇ ଅଛନ୍ତି । ତାଙ୍କ ବାପାଙ୍କର ନାମ ଦେବରକୋଣ୍ଡା ଗୋବର୍ଦ୍ଧନ ରାଓ ଅଟେ । ଏବେ ତାଙ୍କ ବାପାଙ୍କ ବୟସ ୫୬ ବର୍ଷ ଅଟେ । ସେ ଏବେ ସାଉଥ ଇଣ୍ଡଷ୍ଟ୍ରିର ଟିଭି ବିଜ୍ଞାପନ ଓ ଟିଭି ସିରିଏଲ ନିର୍ଦେଶକ ଅଟନ୍ତି ।

ଏହା ସହ ସେ ନିଜର ଯତ୍ନ ମଧ୍ୟ ନେଉଛନ୍ତି ଏଥିପାଇଁ ସେ ଏହି ବୟସରେ ବି ପୁରା ତନ୍ଦରୁସ୍ତ ଅଛନ୍ତି । ଦେବରକୋଣ୍ଡାଙ୍କ ମାଙ୍କ ନାମ ଦେବରକୋଣ୍ଡା ମାଧବୀ ଅଟେ । ବର୍ତମାନ ତାଙ୍କୁ ୫୦ ବରଷ ବୟସ ଅଟେ । ଏବେ ସେ ସଫ୍ଟ ସ୍କିଲ କାମ କରୁଛନ୍ତି । ତାଙ୍କର ଗୋଟିଏ କମ୍ପାନୀ ଅଛି । ଯାହାର ନାମ ସ୍ପିକ ଇଜି ପ୍ରପରାଇଟର ଅଟେ । ଏହି କମ୍ପାନୀ ଦ୍ଵାରା ସେ ଲୋକଙ୍କୁ ସଫ୍ଟ ସ୍ପିକିଙ୍ଗ ସ୍କିଲ ଶିଖାଉଛନ୍ତି । ତାଙ୍କ ବାପା ମାଙ୍କ ବିଷୟ ରେ ଜାଣିବା ପରେ ଏବେ ଜାଣିବା ତାଙ୍କ ଭାଇଙ୍କ ବିଷୟରେ ।

ଦେବାରକୋଣ୍ଡାଙ୍କ ଜଣେ ଛୋଟ ଭାଇ ଅଛନ୍ତି ତାଙ୍କର ନାମ ଆନନ୍ଦ ଦେବରକୋଣ୍ଡା ଅଟେ । ତାଙ୍କୁ ବର୍ତମାନ ୨୫ ବର୍ଷ ବୟସ ଅଟେ । ସେ ବିଗତ ଦୁଇବର୍ଷ ହେଲା ଚିକାଗୋ ସହରରେ ଇଞ୍ଜିନିୟର ଭାବ ରେ କାମ କରୁଥିଲେ । କିନ୍ତୁ ତାଙ୍କ ଭାଇ ଦେବରକୋଣ୍ଡାଙ୍କ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନେତା ଭାବରେ ସଫଳତା ପ୍ରତି ଆକର୍ଷଣ ହୋଇ ସେ ଏହି ଇଂଜିନିଯରିଂ ଚାକିରି ଛାଡିଦେଲେ ।

ସେ ୨୦୧୯ ରେ ସାଉଥ ଫିଲ୍ମ ଦିରାସନୀରେ  ପ୍ରଥମ କରି ମୁଖ୍ୟ ଭୂମିକାରେ ଅଭିନୟ କରି ତାଙ୍କର ଫିଲ୍ମ ଜଗତର କ୍ୟାରିୟର ଆରମ୍ଭ କରିଥିଲେ । ବର୍ତମାନ ସେ ତାଙ୍କର ନୂଆ ଫିଲ୍ମର କାମ ରେ ବ୍ୟସ୍ତ ଅଛନ୍ତି । ଆପାଣ ବିଜୟ ଦେବରକୋଣ୍ଡାଙ୍କ  ପରିବାର ବିଷୟରେ ଜାଣିଲେ ଏବେ ଆସନ୍ତୁ ଜାଣିବା ତାଙ୍କର ନିଜ ଜୀବନ ବିଷୟରେ । ବିଜୟ ଦେବରକୋଣ୍ଡା ଏବେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କୁ ପ୍ରେମ କରୁଛନ୍ତି ।

ଏହି ଦୁଇଜଣ ଏକକା ସହିତ ଗୀତାଗୋବିନ୍ଦନମ ଫିଲ୍ମ ରେ ଅଭିନୟ କରିଥିଲେ । ଏହି ଫିଲ୍ମ ରେ ଦୁହିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବଢିଥିଲା । କିନ୍ତୁ ବର୍ତମାନ ଦୁଇଜଣଙ୍କ ମଧ୍ୟରୁ କେହି ବି ଏହି ପ୍ରେମକୁ ଖୋଲା ଖୋଲି ଭାବରେ ସ୍ଵୀକାର କରିନାହାନ୍ତି । ଦେବରକୋଣ୍ଡା ଏହା ପୂର୍ବରୁ  ବେଲଜିୟମ ମଡେଲ ଭର୍ଜିୟଣୀଙ୍କୁ ଭଲ ପାଉଥିଲେ କିନ୍ତୁ ଏହି ସମ୍ପର୍କ ବହୁତ ଦିନ ଚାଲିନଥିଲା ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।