ସବୁଠାରୁ ଅଧିକ ଖତରନାକ ହୋଇଥାନ୍ତି ଏହି 4 ଟି ନାମ ର ଝିଅ, ଜୀବନକୁ କରି ଦିଅନ୍ତି ବର୍ବାଦ- Jyotish Shastra

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ଜୀବନ ରେ ଶାସ୍ତ୍ର ର ବହୁତ ମହତ୍ତ୍ୱ ରହିଛି । ହିନ୍ଦୁ ଧର୍ମ ରେ ଶାସ୍ତ୍ର କୁ ପ୍ରାୟତଃ ଅନେକ ଲୋକ ବିଶ୍ୱାସ କରିଥାନ୍ତି । ଶାସ୍ତ୍ର ରେ ଲେଖା ହୋଇଥିବା ସମସ୍ତ କଥା ସତ୍ୟ ହୋଇଥାଏ ବୋଲି ଆମେ ମାନେ ବିଶ୍ୱାସ କରିଥାଉ ଏବଂ ଏହା ପ୍ରମାଣିତ ମଧ୍ୟ ହୋଇଛି । ଭଗବାନ ଶିବ ଶଙ୍କର ମଧ୍ୟ କହିଛନ୍ତି ଶାସ୍ତ୍ର ରେ ଲେଖା ହୋଇଥିବା ସମସ୍ତ କଥା ସତ୍ୟ ହୋଇଥାଏ । ଶାସ୍ତ୍ର ରେ ଅନେକ ଉପକାରୀ ଜିନିଷ ସମ୍ପର୍କରେ ଲେଖା ହୋଇଥାଏ । ଶାସ୍ତ୍ର ଅନୁସାରେ ଆମେ ଆମ ନାମ ରୁ ଆମର ସ୍ଵଭାଵ ସମ୍ପର୍କରେ ଜାଣି ପାରିଥାଉ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମନୁଷ୍ୟ ଜୀବନ ରେ ନିଜ ନାମ ର ବହୁତ ମହତ୍ତ୍ୱ ଅଛି । ମନୁଷ୍ୟ ପ୍ରତ୍ୟେକ ସ୍ଥାନ ରେ ନିଜ ନାମ ଓ କାମ ଦ୍ୱାରା ପରିଚିତ ହୋଇଥାଏ । ମନୁଷ୍ୟ ଯେତେବେଳେ ଜନ୍ମ ହୋଇଥାଏ ସେତେବେଳେ ପ୍ରଥମେ ତାର ନାମ କରଣ କରାଯାଇଥାଏ । ଏହି ନାମ କରଣ ବ୍ୟକ୍ତି ର ଜନ୍ମ ସମୟ, ତିଥି, ବାର ନକ୍ଷେତ୍ର କୁ ବିଚାର କରି କରାଯାଇଥାଏ । ଟ୍ରବର ବନ୍ଧୁଗଣ ଏପରି କିଛି ନାମ ର ଝିଅ ଅଛନ୍ତି ଯେଉଁମାନେ ବହୁତ ଭୟଙ୍କର ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା ସେହି ନାମ ର ଝିଅ ମାନଙ୍କ ସମ୍ପର୍କରେ ଅନେକ କଥା ।

B ନାମ ର ଝିଅ-ଏହି ନାମ ର ଝିଅ ମାନେ ସ୍ୱଚ୍ଛ ହୃଦୟ ର ହୋଇଥାନ୍ତି । ଏମାନେ ଦେଖିବାକୁ ମଧ୍ୟ ବହୁତ ସୁନ୍ଦର ହୋଇଥାନ୍ତି । କିନ୍ତୁ ଏମନଙ୍କ ର ସବୁଠାରୁ ବଡ଼ ଅସୁବିଧା ହେଉଛି । ଏମାନେ ଟିକେ ଟିକେ କଥା ରେ ବହୁତ ରାଗି ଯାଇଥାନ୍ତି । ଏମାନେ ପ୍ରତ୍ୟେକ କଥା ର ରାଗ ଅନ୍ୟ ଉପରେ କରିଥାନ୍ତି । ତେଣୁ ଏହି ନାମ ର ଝିଅ ମାନଙ୍କୁ ବହୁତ ଭୟଙ୍କର ବା ଖତରନାକ ବୋଲି କୁହାଯାଇଥାଏ ।

H ନାମ ର ଝିଅ-ଏହି ନାମ ର ଝିଅ ମାନେ ବହୁତ ଭଲ ହୋଇଥାନ୍ତି । ଏହି ନାମ ର ଝିଅ ମାନେ ମିଳିମିଶି ରହିବାକୁ ପସନ୍ଦ କରିଥାନ୍ତି । ଏମାନେ ରୂପ ରେ ଗୁଣ ରେ ସବୁଥିରେ ବହୁତ ଭଲ ହୋଇଥାନ୍ତି । କିନ୍ତୁ ଏମାନଙ୍କ ର ସବୁଠାରୁ ଖରାପ ସ୍ଵଭାଵ ହେଉଛି ଏମାନେ ବହୁତ ଛୋଟ ଛୋଟ କଥା ରେ ବହୁତ ଜୋରରେ ରାଗି ଯାଇଥାନ୍ତି । ରାଗିବା ସମୟ ରେ ସେ କିଛି ବିଚାର ନ କରି ଅନେକ କିଛି କଥା କହିଥାନ୍ତି ଓ ଶେଷ ରେ ତାହାର ପଶ୍ଚାତାପ କରିଥାନ୍ତି । ଏହି ରାଗିବା ଗୁଣ ପାଇଁ ତାଙ୍କୁ ବହୁତ ଖତରନାକ ଝିଅ ମାନଙ୍କ ମଧ୍ୟରେ ଗଣା ଯାଇଥାଏ ।

L ନାମ ର ଝିଅ-ବନ୍ଧୁଗଣ ଏହି ନାମ ର ଝିଅ ମାନେ ହୃଦୟ ରୁ ବହୁତ ସ୍ୱଚ୍ଛ ଓ ରୂପ ରେ ବହୁତ ସୁନ୍ଦର ହୋଇଥାନ୍ତି । ଏମାନେ ନିଜର ପରିବାର ପାଇଁ ସବୁକିଛି କରିବା ପାଇଁ ପ୍ରସ୍ତୁତ ରହିଥାନ୍ତି । ଏମାନେ ନିଜ ପରିବାର ର ବହୁତ ଯତ୍ନ ନେଇଥାନ୍ତି । ଏମାନେ ସବୁବେଳେ କିଛି ନୂଆ କରିବାକୁ ଚେଷ୍ଟା କରିଥାନ୍ତି । କିନ୍ତୁ ଏମାନଙ୍କ ର ସବୁଠାରୁ ବଡ଼ ଦୁର୍ବଳତା ହେଉଛି ଏମାନେ ଯେ କୌଣସି ପରିସ୍ଥିତିରେ ମଧ୍ୟ ରାଗି ଯାଇଥାନ୍ତି । ନିଜ ଉପରେ ନିଜର ନିୟନ୍ତ୍ରଣ କରି ପାରି ନ ଥାନ୍ତି । କିନ୍ତୁ ଏମାନେ ହୃଦୟ ରୁ ବହୁତ ଭଲ ହୋଇଥାନ୍ତି ।

P ନାମ ର ଝିଅ-ବନ୍ଧୁଗଣ ଏହି ନାମ ର ଝିଅ ମାନେ ସ୍ଵଭାଵ ରେ ବହୁତ ରାଗି ହୋଇଥାନ୍ତି । ଏମାନେ ପ୍ରତ୍ୟେକ କଥା ରେ ରାଗିଯାଇଥାନ୍ତି । କିନ୍ତୁ ଏମାନେ ନିଜ ରାଗ କୁ ଅନ୍ୟ କୁ ଦେଖାଇ ନ ଥାନ୍ତି । ଏମାନେ ନିଜ ରାଗ ନିଜ ଉପରେ ହିଁ କରିଥାନ୍ତି । ଯାହାଦ୍ୱାରା ତାଙ୍କର ବହୁତ କ୍ଷତି ମଧ୍ୟ ହୋଇଥାଏ । ତେଣୁ ଏମାନଙ୍କୁ ମଧ୍ୟ ଖତରନାକ ଝିଅ ମାନଙ୍କ ମଧ୍ୟରେ ଗଣା ଯାଇଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।