Juhi Chawla ଙ୍କ ଝିଅ ଦେଖିବା ପାଇଁ ବହୁତ ସୁନ୍ଦର, ଥରେ ଦେଖିଲେ ନଜର ହଟେଇ ପାରିବେନି

ନିଜ ଜମାନାରେ ଲକ୍ଷ ଲକ୍ଷ ଦର୍ଶକମାନଙ୍କର ପସନ୍ଦିତା ଅଭିନେତ୍ରୀ ରହିସାରିଥିବା ଜୁହୀ ଚାୱଲା ଆଜି ବି ବଲୀଉଡର ପ୍ରସିଦ୍ଧ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଅଟନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ସେ ସିନେମା ଜଗତରୁ ଦୂରେଇ ଯାଇଛନ୍ତି । କିନ୍ତୁ ସେ ଆଜି ବି ବଲୀଉଡରେ ରାଜ କରୁଛନ୍ତି । ଜୁହୀ ଚାୱଲା ଅଭିନେତ୍ରୀ ସହ, ମଡେଲ ଓ ଫିଲ୍ମ ନିର୍ମାତା ଅଟନ୍ତି । ସେ ବଙ୍ଗାଳୀ, ପଞ୍ଜାବୀ ମାଲାୟଲମ, କନ୍ନଡ ଓ ତେଲୁଗୁ ଫିଲ୍ମ ଛଡା ସେ ମୁଖ୍ୟ ରୂପରେ ହିନ୍ଦୀ ଫିଲ୍ମରେ କାମ କରିଛନ୍ତି ।

ଜୁହୀ ଚାୱଲାଙ୍କ ଜନ୍ମ ୧୩ ନଭେମ୍ବର ୧୯୬୭କୁ ଅମବ୍ଲା ହରିୟାନାରେ ହୋଇଥିଲା । ତାଙ୍କର ପିତା ସ ଚାୱଲା ଓ ମାଙ୍କ ନାମ ମୋନା ଚାୱଲା ଅଟେ । ତାଙ୍କର ବଡ ଭାଇ ବବି ଚାୱଲା ଓ ଭଉଣୀଙ୍କ ନାମ ସୋନିଆ ଚାୱଲା ଅଟେ । ଜୁହୀଙ୍କ ପିତା ପଞ୍ଜାବୀ ଓ ମାତା ଗୁଜୁରାଟୀ ଅଟନ୍ତି ।

କହିଦେଉଛୁ କି ଜୁହୀ ଚାୱଲା କୋଲକାତା ନାଇଟ ରାଇଡ୍ରସଙ୍କ ମାଲିକ ବି ଅଟନ୍ତି । ସେ ଡାନ୍ସ ଓ ଗୀତର ବି ଟ୍ରେନିଙ୍ଗ ନେଇଛନ୍ତି । ଜୁହୀ ଚାୱଲା ୧୯୮୪ରେ ମିସ ଇଣ୍ଡିଆର ଟାଇଟେଲ ବି ହାସଲ କରିଥିଲେ । ଏହା ପରେ ସେ ନିଜର କ୍ୟାରିୟରର ଆରମ୍ଭ ୧୯୮୬ରେ ଫିଲ୍ମ ସଲତନତରୁ କରିଥିଲେ । ଜୁହୀ ଚାୱଲା ନିଜର ପ୍ରାରମ୍ଭିକ ଶିକ୍ଷା ମୁମ୍ବାଇରେ ହିଁ ଆରମ୍ଭ କରିଛନ୍ତି । ଏହା ପରେ ଜୁହୀ ଚାୱଲା ୧୯୮୮ରେ ଫିଲ୍ମ ‘କୟାମତ ସେ କୟାମତ’ରେ ଅଭିନେତା ଅମିର ଖାନଙ୍କ ସହ ନଜର ଆସିଲେ ।

ଏହି ଯୋଡିକୁ ଦର୍ଶକମାନେ ବହୁତ ପସନ୍ଦ ମଧ୍ୟ କରିଲେ । ଫିଲ୍ମ ଜବରଦସ୍ତ ହିଟ ହେଲା । ଏହା ପରେ ଅମିର ଖାନ ଓ ଜୁହୀ ଚାୱଲାଙ୍କ ଯୋଡି ଅନ୍ୟ କେତେକ ଫିଲ୍ମରେ ବି ନଜର ଆସିଲେ । ଜୁହୀ ଚାୱଲା ଶାହରୁଖ ଖାନଙ୍କ ସହ ବି ବହୁତ ଫିଲ୍ମରେ କାମ କରିଛନ୍ତି । ଜୁହୀ ଚାୱଲା ୮୦ ରୁ ବି ଅଧିକ ଫିଲ୍ମରେ କାମ କରିଛନ୍ତି ଓ ଏହି ସବୁ ଫିଲ୍ମରେ ସେ ଭିନ୍ନ ଭିନ୍ନ କିରଦାରରେ ନଜର ଆସିଛନ୍ତି । ଜୁହୀ ଚାୱଲାଙ୍କୁ ସର୍ବ ଶ୍ରେଷ୍ଠ ଅଭିନେତ୍ରୀମାନଙ୍କ ପାଇଁ ୧୯୯୪ରେ ଫିଲ୍ମ ଫେୟାର ପୁରସ୍କାର ଦ୍ଵାରା ବି ସମ୍ମାନିତ କରାଯାଇଛି ।

ବର୍ତ୍ତମାନ ଚାଳନ୍ତୁ ଜାଣିବା ଜୁହୀ ଚାୱଲାଙ୍କ ଝିଅଙ୍କ ବିଷୟରେ । ତାଙ୍କ ଝିଅର ନାମ ହେଉଛି ଜାହ୍ନବୀ ମେହତା । ଜାହ୍ନବୀ ମେହତାଙ୍କୁ ନିଜ ମାଙ୍କ ର ଏହି ଲାଇମ ଲାଇଟ ଦୁନିଆ ବିଲକୁଲ ବି ପସନ୍ଦ ନୁହେଁ । ସେ ଲାଇମଲାଇଟ ଦୁନିଆ ଠାରୁ ଦୂରେଇ ରହିବାକୁ ପସନ୍ଦ କରନ୍ତି । ଜୁହୀ ଚାୱଲା କେବେ ବି ନିଜର ଝିଅ ଜାହ୍ନବୀ ମେହତାଙ୍କୁ କୌଣସି ପାର୍ଟିକୁ ବି ନେଇ ଯାଆନ୍ତି ନାହିଁ । କହିଦେଉଛୁ କି ଜାହ୍ନବୀ ମେହତା ନିଜର ସ୍କୁଲ ଶିକ୍ଷା ଧୀରୁ ଭାଇ ଅମ୍ବାନୀ ସ୍କୁଲରେ ପୁରା କରିଛନ୍ତି ଓ ଆଗକୁ ପଢିବା ପାଇଁ ସେ ଲଣ୍ଡନରେ ଚାଲିଗଲେ ।

ଜୁହୀ କିଛି ଦିନ ପୂର୍ବେ ଗୋଟିଏ ଇଣ୍ଟରଭିୟୁରେ କହିଥିଲେ କି ତାଙ୍କର ପିଲାମାନେ ଫିଲ୍ମ ପ୍ରତି ରୁଚି ରଖନ୍ତି ନାହିଁ । ଜାହ୍ନବୀ ମେହତା ଲେଖିକା ହେବାକୁ ଇଚ୍ଛା ରଖିଛନ୍ତି । ଜୁହୀ ଚାୱଲା କହିଲେ କି ତାଙ୍କ ଝିଅ ସାଧାରଣ ଜୀବନ ଜାପାନ କରିବାକୁ ପସନ୍ଦ କରନ୍ତି । ଏହା ଛଡା ସେ ସୋସିଆଲ ମିଡିଆରେ ବି ଏକ୍ଟିବ ନାହାନ୍ତି । ଏହା ଛଡା ଜୁହୀ କହିଲେ କି ଜାହ୍ନବୀ ଦୀପିକା ପାଦୁକୋଣ ଓ ବରୁଣ ଧବନଙ୍କ ଫ୍ୟାନ ଅଟନ୍ତି ।

ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଯୁହିଙ୍କ ଝିଅ କିପରି ଲାଗିଲେ କମେନ୍ଟ କରନ୍ତୁ ଓ ଆଗକୁ ବଲିଉଡ ର ଅଧିକ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ , ଧନ୍ୟବାଦ ।