୧୦ ଟି ମଜାଳିଆ ସାଧାରଣ ଜ୍ଞାନ ପ୍ରଶ୍ନ, ଯାହାର ଉତ୍ତର ଦେବାରେ ୯୯% ଲୋକ ଫେଲ

ଆଜି ଆମେ ୧୦ ଟି Gk ପ୍ରଶ୍ନ ଓ ତା’ର ଉତ୍ତର ଜାଣିବା । ତେବେ ଚାଲନ୍ତୁ ଜାଣିବା ।

୧. ମୋବାଇଲ କୁ ଓଡିଆରେ କଣ କୁହନ୍ତି ।

ଉତ୍ତର – ସ୍ବଚାଳିତ ଦୁରଭାଷୀ ଯନ୍ତ୍ର

୨. ଗାଡିର ଟାୟାର ସବୁବେଳେ କଳା ରଙ୍ଗର କାହିଁକି ହୋଇଥାଏ ।

ଉତ୍ତର – ଟାୟାର ତିଆରି ହେଲା ବେଳେ ସେଥିରେ କାର୍ବନ ମିଶାଯାଇଥାଏ ଯାହା ଦ୍ଵାରା ଟାୟାର ର ରଙ୍ଗ କଳା ହୋଇଥାଏ ।

୩. କେଉଁ ଦେଶରେ ପୁରୁଷଙ୍କୁ ଦୁଇଟି ବିବାହ ନ କଲେ ଦଣ୍ଡ ମିଳିଥାଏ ।

ଉତ୍ତର – ଆଫ୍ରିକା ରେ ଗୋଟିଏ ଦେଶ ଅଛି ଯାହାର ନାଁ Eritria, ଯେଉଁଠାରେ ଏହି ଭଳି ନିୟମ ଅଛି ।

୪. ଅଧିକ ସ୍ପୀଡ ରେ ବାଇକ ଚଲାଇବା ସମୟରେ ଆମ ଆଖିରୁ ଲୁହ କଣ ପାଇଁ ବାହାରିଥାଏ ।

ଉତ୍ତର – ଆଖିରେ ପବନ ମାଡ ହେବା ଯୋଗୁ ଆଖି ଶୁଷ୍କ ହୋଇଯାଏ ଯାହା ପାଇଁ ଆମ ଆଖିରୁ ଲୁହ ବାହାରିଥାଏ ।

୫. ପୁରା ଦୁନିଆରେ ମୋଟ କେତୋଟି ଦେଶ ଅଛି ।

ଉତ୍ତର – ୨୪୦ ଟି

୬. ଭୋଟ ସମୟରେ ଦିଆଯାଉଥିବା ଚିହ୍ନ କଣ ପାଇଁ ଶୀଘ୍ର ଲିଭେ ନାହିଁ ।

ଉତ୍ତର – ଏଥିରେ ସିଲଭର ନାଇଟ୍ରେଟ ମିଶିଥାଏ ଯେଉଁଥି ପାଇଁ ଏହା ଅଙ୍ଗୁଠିରୁ ସହଜରେ ଲିଭେ ନାହିଁ ।

୭. ଦାନ୍ତର ରଙ୍ଗ ଧଳା କଣ ପାଇଁ ହୋଇଥାଏ ।

ଉତ୍ତର – ଦାନ୍ତରେ କ୍ୟାଲସିୟମ ଥାଏ ଓ ଏହି କାରଣ ପାଇଁ ଦାନ୍ତର ରଙ୍ଗ ଧଳା ଅଟେ ।

୮. କେଉଁ ଜୀବ ଆହତ ହେଲେ ମଣିଷ ଭଳି କାନ୍ଦିଥାଏ ।

ଉତ୍ତର – ଭାଲୁ ଆହତ ହେବା ପରେ ମଣିଷ ଭଳି କାନ୍ଦିଥାଏ ।

୯. ରସଗୋଲାକୁ ଇଂରାଜୀରେ କଣ କୁହନ୍ତି ।

ଉତ୍ତର – Syrup Balls

୧୦. PBUG ର Fullform କଣ ଅଟେ ।

ଉତ୍ତର – Player Unknown’s Battle ground

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।