ଆପଣଙ୍କ ଘର ପାଖରେ ଥିଲେ ଏହି ଗଛ ତେବେ ଆଜି ହିଁ ଆଣନ୍ତୁ ତା’ର ଚେର ସବୁ ଦୁଃଖ ହୋଇଯିବ ଦୂର

ଆମ ଘର ମାନଙ୍କରେ ବହୁତ ସୁଖ ସୁବିଧା ଥାଏ ତଥାପି ଘରେ ଅଶାନ୍ତି ପରିବେଶ ରହିଥାଏ । ସବୁବେଳେ ଝଗଡା ଲାଗି ରହିଥାଏ ଓ କେବେ ବି ଶାନ୍ତି ମିଳି ନଥାଏ । ଏଥି ପାଇଁ ଆମେ ବହୁତ ପ୍ରକାରର ଉପାୟ କରିଥାଉ କିନ୍ତୁ ଆମକୁ ସେଥିରୁ କିଛି ବିଶେଷ ଲାଭ ମିଳି ନଥାଏ । ତନ୍ତ୍ର ଶାସ୍ତ୍ର ଅନୁସାରେ ବହୁତ ଚେରମୂଳି ଅଛି ଯାହାକୁ ଆପଣ ପାଖରେ ରଖିଲେ ଶାନ୍ତି ମିଳିଥାଏ । ଆଜି ଆମେ କଥା ହେବା ଏମିତି ଏକ ଗଛ ବିଷୟରେ ଯାହା ଆମ ଆଖ ପାଖରେ ଦେଖାଯାଇଥାଏ ।

ହେଲେ ଆମେ ଏହାର ଚମତ୍କାରିତା ଗୁଣ ସହିତ ପରିଚିତ ନୁହେଁ ।

ତାହା ହେଉଛି ଅରଖ ଗଛ । ଏହାକୁ ଲଗାଇଲେ ଘରେ ଶାନ୍ତି ରହିଥାଏ । ଏହି ଗଛର କ୍ଷୀର ବିଷାକ୍ତ ହୋଇଥାଏ । ଏହି ଗଛକୁ ଘର ଭିତରେ ନ ଲଗାଇ ଘର ବାହାରେ ଲଗାନ୍ତୁ । ଏହି ଗଛରେ ଭଗବାନ ଗଣେଶ ବାସ କରନ୍ତି ।

ଏହି ଗଛର ଚେରକୁ ବହୁତ ଶୁଭ ମନା ଯାଇଥାଏ । ଏହି ଚେରକୁ ଘରେ ରଖି ପୂଜା କଲେ ବ୍ୟାଡ ଲକ ଦୂର ହୁଏ । ଏହି ଗଛକୁ ଘରର ସାମ୍ନାରେ ଲଗାଇବେ । ଏହା ଦ୍ଵାରା ଘରର ସବୁ ଅସୁବିଧା ଦୂର ହେବ । ଏବେ ଆମେ ଆପଣଙ୍କୁ ଏକ ଉପାୟ କହିବୁ ଯାହା ଦ୍ଵାରା ଘରୁ ଅଶାନ୍ତି କଳହ ଦୂର ହେବ, ନେଗେଟିଭ ଏନର୍ଜି ଦୂର ହେବ । ଯଦି ଆପଣଙ୍କୁ ଲାଗୁଛି କେହି ଯଦି ତନ୍ତ୍ର ମନ୍ତ୍ର ବା ଗୁଣି ଗାରେଡି କରୁଛି ତେବେ ଏହି ଉପାୟ ଦ୍ଵାର ତାହା ନିଶ୍ଚୟ ଦୂର ହେବ ।

ଏହି ଗଛର ଚେରକୁ ନେଇ କୌଣସି ପୂର୍ଣ୍ଣିମା ଦିନ ଲାଲ କପଡାରେ ବାନ୍ଧି ଘରେ ରଖି ଦିଅନ୍ତୁ । ଘରେ ତାହାକୁ ନିତ୍ୟ ପୂଜା କରନ୍ତୁ । ଆପଣଙ୍କ ଘରେ ଥିବା ଗଛ ସାମ୍ନାରେ ଓଁ ନମୋ ବିଘ୍ନହରାୟ ଗଂ ଗଣପତି ନମଃ ମନ୍ତ୍ର ଜପ କରି ମିଶ୍ରି ଜଳ ଏହି ଗଛକୁ ଅର୍ପଣ କରନ୍ତୁ । ଆପଣ ଦେଖିବେ ଆପଣଙ୍କ ଦୁଷ୍ଟ ଗ୍ରହ କିପରି ଭାବେ ଶାନ୍ତ ହୋଇଯିବ ।

ଏହି ଗଛର ଚେରକୁ ଭଗବାନଙ୍କ ପାଖରେ ରଖି ୧୦୮ ଥର ଓଁ ନମୋ ଅଗ୍ନିରୂପାୟ ହିଂ ଜପ କରି ନିଜ ଦେହରେ ଲଗାନ୍ତୁ ବା ନିଜ ପାଖରେ ରଖନ୍ତୁ, କୌଣସି ଭୟ ରହିବ ନାହିଁ ।

ଯଦି ଆପଣଙ୍କ ଶିଶୁ ଶୋଇଥିବା ବେଳେ ଚମକୁଛି, ବାରମ୍ବାର ଉଠି ଯାଉଛି, ଡରୁଛି, ବାରମ୍ବାର କାନ୍ଦୁଛି ତେବେ ଏହି ଗଛର ଚେର, ରେଡ ଷ୍ଟୋନ, ରସୁଣ ୨-୪ ଟା ଓ ମୟୁରପଙ୍ଖ ନେଇ ଏକ କପଡାରେ ସିଲେଇ କରି ଦିଅନ୍ତୁ । ଆପଣ ଏହାକୁ ସବୁବେଳେ ଛୁଆ ପାଖରେ ରଖନ୍ତୁ । ଆପଣ ଦେଖିବେ ଛୁଆ ଆଉ ଡରିବନି ବା ବିନା କାରଣରେ କାନ୍ଦିବନି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।