Bollywood ର ଏହି 4 ଜଣ ଷ୍ଟାର ନିଜ ସ୍ତ୍ରୀଙ୍କୁ ରଖନ୍ତି ରାଣୀ କରି, 4 ନମ୍ବର ଯୋଡି ସମସ୍ତଙ୍କ ଫେବ୍ରେଟ

ବଲିଉଡ ଅନେକ ଯୋଡି ଦର୍ଶକ ମାନଙ୍କଉ ବହୁତ ପସନ୍ଦ ଆସିଥାଏ । ବନ୍ଧୁଗଣ ବଲିଉଡର ଏମିତି କିଛି କଳାକାର ମାନେ ଅଛନ୍ତି ଯେଉଁ ମାନେ ମହିଳା ମାନଙ୍କୁ ବହୁତ ସମାନ ଦେଇଥାନ୍ତି ।

ବଲିଉଡ ଅନେକ ଅଭିନେତା ମାନେ ବିବାହର ଅନେକ ବର୍ଷ ହୋଇଥିଲେ ମଧ୍ୟ ସେମାନେ ନିଜ ସ୍ତ୍ରୀଙ୍କୁ ବହୁତ ଭଲ ପାଇବା ସହ ରାଣୀ କରି ରଖିଛନ୍ତି । ସେମାନଙ୍କ ସ୍ତ୍ରୀ ମାନେ ମଧ୍ୟ ନିଜ ସ୍ଵାମୀ ମାନଙ୍କୁ ବହୁତ ସମାନ ଦିଅନ୍ତି । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ସେଲିବ୍ରେଟି ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ନିଜ ଧର୍ମପତ୍ନୀ ମାନଙ୍କୁ ରାଣୀ କରି ରଖିଛନ୍ତି ।

“ଅମିତାଭ ବଚ୍ଚନ ଓ ଜୟା ବଚ୍ଚନ” : ଅମିତାଭ ବଚ୍ଚନ ବଲିଉଡର ମହାନାୟକ ଭାବେ ପରିଚିତ ଅଟନ୍ତି । ସେ ବଲିଉଡରେ “ସୋଲେ”, “କୁଲି” ଓ “ଜଞ୍ଜିର” ଭଳି ଅନେକ ହିଟ ଫିଲ୍ମରେ ଅଭିନୟ କରିଛନ୍ତି । ସେ ୧୯୪୨ ଅକ୍ଟୋବର ୧୧ରେ ଉତ୍ତରପ୍ରଦେଶରେ ଜନ୍ମଗ୍ରହଣ କରିଥିଲେ ।

ସେ “ସାତ ହିନ୍ଦୁସ୍ତାନୀ” ଫିଲ୍ମରୁ ନିଜର ଅଭିନୟ କ୍ଯାରିୟର ଆରମ୍ଭ କରିଥିଲେ । ସେ ୧୯୭୩ ଜୁନ ୩ରେ ଜୟା ଭାଦୁରିଙ୍କ ସହ ବିବାହ କରିଥିଲେ । ଦୁହିଙ୍କ ମଧ୍ୟରେ ଏବେ ବି ବହୁତ ପ୍ରେମ ଓ ସମାନ ପରସ୍ପର ପ୍ରତି ରହିଛି । ଆଜି ଅବି ଅମିତାଭ ନିଜ ସ୍ତ୍ରୀ ଜୟାଙ୍କୁ ରାଣୀ ପରି ରଖିଛନ୍ତି ।

“ଶାହରୁଖ ଖାନ ଓ ଗୌରୀ ଖାନ” : ଶାହରୁଖ ଖାନ ୧୯୯୧ରେ ଗୌରି ଖାନଙ୍କୁ ବିବାହ କରିଥିଲେ । ସେ ବଲିଉଡର ସୁପରଷ୍ଟାର ଭାବେ ଅନେକ ହିଟ ଫିଲ୍ମ କରିଛନ୍ତି । ଆଜି ବି ସେ ନିଜ ସ୍ତ୍ରୀ ଗୌରିଙ୍କୁ ବହୁତ ଭଲ ପାଇବା ସହ ତାଙ୍କୁ ରାନୀ କରି ରଖିଛନ୍ତି । ବିବାହ ପରେ ମଧ୍ୟ ସେ ବଲିଉଡରେ ନିଜର ଅଭିନୟ ଜାରି ରଖିଛନ୍ତି ।

“ଅକ୍ଷୟ କୁମାର ଓ ଟ୍ଵିଙ୍କଲ ଖନା” : ବଲିଉଡର ସବୁଠାରୁ ବେଷ୍ଟ ଯୋଡି ଭାବେ ଅକ୍ଷୟ କୁମାର ଓ ଟ୍ଵିଙ୍କଲ ଖନା ପରିଚିତ ଅଟନ୍ତି । ଦୁହିଙ୍କ ବିବାହକୁ ୧୮ ବର୍ଷ ହେଲାଣି । ଦୁହିଙ୍କ ମଧ୍ୟରେ ଏବେ ବି ବହୁତ ଭଲ ପାଇବା ରହିଛି । ଅକ୍ଷୟ କୁମାର ନିଜ ଅଭିନୟରେ ଦର୍ଶକ ମାନଙ୍କର ମନୋରଞ୍ଜନ କରୁଛନ୍ତି ତ ଟ୍ଵିଙ୍କଲ ତାଙ୍କର ପୁରା ବ୍ୟବସାୟକୁ ସମ୍ଭାଳିଛନ୍ତି । ଅକ୍ଷୟ ନିଜ ସ୍ତ୍ରୀ ଟ୍ଵିଙ୍କଲଙ୍କୁ ରାଣୀ ପରି ରଖିଛନ୍ତି ।

“ଅଜୟ ଦେବଗନ ଓ କାଜଲ” : ବଲିଉଡର ଅନ୍ୟ ଏକ ସୁପର ଯୋଡି ଭାବେ ଅଜୟ ଦେବଗନ ଓ କାଜଲ ଫ୍ୟାମସ ଅଟନ୍ତି । ଦୁହେଁ ପରସ୍ପରକୁ ବିବାହ କରିବା ପୂର୍ବରୁ ଯେତେ ଭଲ ପାଉଥିଲେ ଆଜି ବି ଦୁହେଁ ପରସ୍ପରକୁ ବହୁତ ଭଲ ପାଆନ୍ତି । ଦୁହିଙ୍କ ମ୍ୟାରେଜକୁ ୨୧ ବର୍ଷ ବୀତି ଯାଇଥିଲେ ମଧ୍ୟ ଦୁହେଁ ସୁଇଟ କପଲ ଭାବେ ନିଜ ମ୍ୟାରେଡ ଲାଇଫ ସ୍ପେନ୍ଡ କରୁଛନ୍ତି । ଅଜୟ ନିଜ ସ୍ତ୍ରୀ କାଜଲଙ୍କୁ ରାଣୀ କରି ରଖିଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।