ଏମିତି ଅଟେ ନୀତା ଅମ୍ବାନୀଙ୍କ ଲାଇଫ ଷ୍ଟାଇଲ, ୩ ଲକ୍ଷର ଚା ପିଅନ୍ତି ଓ ୪୦ ଲକ୍ଷର ଶାଢୀ ପିନ୍ଧନ୍ତି ପ୍ରତିଦିନ

ଭାରତର ସବୁଠାରୁ ଧନୀ ମୁକେଶ ଅମ୍ବାନୀ ଙ୍କ ସ୍ତ୍ରୀ ହେଉଛନ୍ତି ନୀତା ଅମ୍ବାନୀ । ନୀତା ଆମ୍ବାନୀ ମଧ୍ୟ ଦୁନିଆର ସବୁଠାରୁ ଧନୀ ମହିଳା ମାନଙ୍କ ଭିତରେ ଜଣେ ବୋଲି କୁହାଯାଇ ଥାଏ । ବିବାହ ପୂର୍ବରୁ ନୀତା ଅମ୍ବାନୀ ଜଣେ ସାଧାରଣ ପରିବାରର ଥିଲେ କିନ୍ତୁ ବିବାହ ପରେ ନୀତା ଅମ୍ବାନୀ ନିଜେ ବଦଳିବା ସହିତ ତାଙ୍କର ଜୀବନଶୈଳୀ ମଧ୍ୟ ସମ୍ପୂର୍ଣ୍ଣ ଭାବେ ବଦଳି ଗଲା ।

ମୁକେଶ ଅମ୍ବାନୀ ବହୁତ ଧନୀ ହୋଇଥିବାରୁ ତାଙ୍କର ଜୀବନଶୈଳୀ ସମ୍ପୂର୍ଣ୍ଣ ଭାବେ ସାଧାରଣ ଲୋକଙ୍କ ଠାରୁ ଅଲଗା ହୋଇଥାଏ । ଯେମିତି କି ନୀତା ଅମ୍ବାନୀ ସାଧାରଣ ଭାବେ ନିଜର ଜୀବନ କାଟୁଥିଲେ କିନ୍ତୁ ବିବାହ ପରେ ସେ ଯେତେବେଳେ ଧନୀ ହୋଇଗଲେ ସେ ତାଙ୍କର ଜୀବନ ଶୈଳୀକୁ ସଂପୂର୍ଣ୍ଣ ଭାବେ ବଦଳାଇ ଦେଲେ । ସେ ନିଜର ଖାଇବା ପିଇବା ଠାରୁ ଆରମ୍ଭ କରି ନିଜର ପୋଷାକ ପତ୍ରରେ ମଧ୍ୟ ପରିବର୍ତ୍ତନ ଆଣିଲେ । ତାହେଲ ଆସନ୍ତୁ ଜାଣିବା ନୀତା ଅମ୍ବାନୀଙ୍କର ଜୀବନ ଶୈଳୀ ବିଷୟରେ ।

କିଛି ଏମିତି ହିଁ ହୋଇଥାଏ ନୀତା ଙ୍କର ଜୀବନ ଶୈଳୀ

ନୀତା ନିଜ ଦିନର ଆରମ୍ଭ ୩ ଲକ୍ଷ ଟଙ୍କାର ଚା ରୁ ହିଁ କରିଥାନ୍ତି । ଏକ ସାକ୍ଷାତକାର ରେ ନୀତା ଅମ୍ବାନୀ କହିଥିଲେ କି ସେ ଜାପାନର ସବୁଠାରୁ ପୁରୁଣା କ୍ରାଙ୍କରୀ ବ୍ରାଣ୍ଡ ନେରିଟେକ କପରେ ଚା ପିଅନ୍ତି । ଏହି କପରେ ସୁନା ଲଗାଯାଇ ଥାଏ ଏବଂ ଏହି କପର ୫୦ପିସ ସେଟର ଦାମ ଦେଢ କୋଟି ଟଙ୍କା ଅଟେ । ତେଣୁ ଏକ କପ ଚା ର ଦାମ ୩ ଲକ୍ଷ ଟଙ୍କା ଅଟେ ।

ନୀତା ଅମ୍ବାନୀ ଙ୍କୁ ସ୍ୟାଣ୍ଡେଲ ଏବଂ ଜୋତା ପିନ୍ଧିବା ପାଇଁ ବହୁତ ଭଲ ଲାଗିଥାଏ । ନୀତା ଅମ୍ବାନୀ ଗୋଟିଏ ଜୋତାକୁ ବାରମ୍ବାର ପିନ୍ଧି ନଥାନ୍ତି । ନୀତା ଅମ୍ବାନୀ ଙ୍କ ବ୍ୟାଗରେ ହୀରା ଲାଗିଥାଏ । ଦୁନିଆର ସବୁଠାରୁ ଦାମି ହ୍ୟାଣ୍ଡ ବ୍ୟାଗ ନୀତା ବ୍ୟବହାର କରିଥାନ୍ତି । ଯେମିତି କି ଚନେଲ, ଗୋୟାର୍ଡ ଏବଂ ଜିମ୍ମୀ ଚୁ କେରୀ ତାଙ୍କ କଲେକ୍ସନରେ ସାମିଲ ଅଛନ୍ତି । ଅଧିକ ସମୟରେ ନୀତା ଅମ୍ବାନୀ ଜ୍ୟୁଡିଥ ଲାଇବର ର ଗ୍ୟାନିଶ କ୍ଲଚ ସହିତ ନଜର ଆସିଥାନ୍ତି । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।