ରିଅଲ ଲାଇଫ ରେ ବହୁତ ହିଁ ସୁନ୍ଦର ଦେଖା ଯାଆନ୍ତି ସିରିଏଲ ‘ୟେ ରିସ୍ତା କ୍ଯା କେହେଲାତା ହୈ’ ର ଅକ୍ଷରା ର ଜେଜେ ମା’, ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେଇଯିବେ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଷ୍ଟାର ପ୍ଲସ ଚ୍ୟାନେଲ ରେ ପ୍ରସାରିତ ଧାରାବାହିକ ‘ୟେ ରିସ୍ତା କ୍ୟା କେହ୍ଲାତା’ ହେ ତ ନିଶ୍ଚିତ ଭାବରେ ଦେଖିଥିବେ। ଏହି ସିରିଆଲ ୨୦୦୯ ମସିହାରେ ପ୍ରସାରିତ ହୋଇଥିଲା। ଏହି ସିରିଆଲ ର ସମସ୍ତ କଳାକାର ନିଜର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କ ମନକୁ କିଣି ନେଇଥିଲେ ଏବଂ ବେଶ ଲୋକପ୍ରିୟତା ମଧ୍ୟ ହାସଲ କରିଥିଲେ।ବିଶେଷ କରି ଏହି ସିରିଆଲ ରେ ମୁଖ୍ୟ ଭୂମିକା ଅକ୍ଷରା ନାମକ ଚରିତ୍ରରେ ଭାବରେ ଅଭିନୟ କରିଥିବା ଅଭିନେତ୍ରୀ ହିନା ଖାଁ ଅତ୍ୟନ୍ତ ଲୋକପ୍ରିୟତା ହାସଲ କରିଥିଲେ।

ଏହି ସିରିଆଲ ରେ ଅକ୍ଷରା ଙ୍କ ଜେଜେ ମାଆ ଙ୍କୁ ତ ଆପଣ ମାନେ ଦେଖିଥିବେ। ତାଙ୍କୁ ଆପଣ ପରଦା ରେ ଜଣେ ସରଳ ରୂପରେ ଦେଖିବାକୁ ପାଇଥିବେ। କିନ୍ତୁ ଏହି ଅଭିନେତ୍ରୀ ରିଅଲ ଲାଇଫ ରେ ନିଜର ରିଲ୍ ଲାଇଫ ର ସମ୍ପୂର୍ଣ୍ଣ ବିପରୀତ ଅଟନ୍ତି। ଟିଭି ରେ ଶାନ୍ତ ଓ ସରଳ ଦେଖା ଯାଉଥିବା ଏହି ଅଭିନେତ୍ରୀ ରିଅଲ ଲାଇଫ ରେ ବହୁତ ହିଁ ଷ୍ଟାଇଲିସ ଅଟନ୍ତି।

ହୁଏତ ଆପଣ ମାନେ ତାଙ୍କୁ ରିଅଲ ଲାଇଫରେ ଦେଖିଲେ ଚମକି ପଡ଼ିବେ। ତେବେ ଆସନ୍ତୁ ଏହି ଅଭିନେତ୍ରୀ ଙ୍କ ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା। ବନ୍ଧୁଗଣ ଟିଭି ସିରିଆଲ ‘ୟେ ରିସ୍ତା କ୍ୟା କେହ୍ଲାତା ହେ’ ରେ ଅକ୍ଷରା ଙ୍କ ଜେଜେ ମାଆ ଙ୍କ ଭୂମିକା ରେ ଅଭିନୟ କରିଥିବା ଏହି ଅଭିନେତ୍ରୀ ଙ୍କ ରିଅଲ ନାଁ ହେଉଛି, ‘ବିନୀତା ମଲ୍ଲିକ’।

ଏହି ଅଭିନେତ୍ରୀ ଙ୍କ ଜନ୍ମ ୨୭ ଏପ୍ରିଲ ୧୯୫୧ ମସିହାରେ ଦିଲ୍ଲୀ ରେ ହୋଇଥିଲା।ବିନୀତା ଟେଲିଭିଜନ ଇଣ୍ଡଷ୍ଟ୍ରୀ ର ଜଣାଶୁଣା ହସ୍ଥୀ ଅଟନ୍ତି। ସେ ଅନେକ ଗୁଡ଼ିଏ ଫିଲ୍ମ ରେ ମଧ୍ୟ ଅଭିନୟ କରି ସାରିଛନ୍ତି। ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଏହି ପ୍ରସିଦ୍ଧ ଅଭିନେତ୍ରୀ ଜଣକ ବଲିଉଡ ତଥା ଟିଭି ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତା ‘ଆଲୋକ ନାଥ’ ଙ୍କ ବଡ଼ ଭଉଣୀ ଅଟନ୍ତି।

ଏହି ଅଭିନେତ୍ରୀ ୧୯୯୪ ମସିହାରେ ‘ସମୁନ୍ଦର’ ନାମକ ଦୁରଦର୍ଶନ ମାଧ୍ୟମରେ ନିଜ କ୍ୟାରିଅର ର ଆରମ୍ଭ କରିଥିଲେ। ଏହାପରେ ସେ ଅନେକ ପ୍ରସିଦ୍ଧ ଧାରାବାହିକ ରେ ନିଜର ଅଭିନୟ ପ୍ରଦର୍ଶନ କରି ଲୋକପ୍ରିୟତା ହାସଲ କରିଛନ୍ତି।

ବନ୍ଧୁଗଣ ଯଦି ଅଭିନେତ୍ରୀ ‘ବିନୀତା ମଲ୍ଲିକ’ ଙ୍କ ରିଅଲ ଲାଇଫ ସମ୍ବନ୍ଧରେ କହିବା ତେବେ, ପରଦା ରେ ସରଳ ଓ ଶାନ୍ତ ଭୂମିକା ରେ ଦେଖା ଯାଉଥିବା ଏହି ଅଭିନେତ୍ରୀ ରିଅଲ ଲାଇଫ ରେ ବହୁତ ହିଁ ସୁନ୍ଦର ଏବଂ ଷ୍ଟାଇଲିସ ଅଟନ୍ତି। ଏହି ଅଭିନେତ୍ରୀ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ନିଜର ଅଭିନୟ କ୍ୟାରିଅର କୁ ଜାରି ରଖିଛନ୍ତି। ତେବେ ବନ୍ଧୁଗଣ ଆଶା କରୁଛୁ ଆପଣ ମାନଙ୍କୁ ଅଭିନେତ୍ରୀ ବିନୀତା ମଲ୍ଲିକ ଙ୍କ ରିଅଲ ଲାଇଫ ସମ୍ବନ୍ଧରେ ଜାଣି ନିଶ୍ଚିତ ଭାବରେ ପସନ୍ଦ ଆସିଥିବ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ