ପ୍ରଥମ ଥର କ୍ୟାମର ସାମ୍ନାକୁ ଆସିଲେ Mouni Royଙ୍କ ହ୍ୟାଣ୍ଡସମ ବୟଫ୍ରେଣ୍ଡ, ଆଗରୁ କେବେ ଦେଖିନଥିବେ ତାଙ୍କୁ

ମୌନୀ ରୟ ଭାରତୀୟ ଟିଭି ଜଗତର ଅଭିନେତ୍ରୀ ଅଟନ୍ତି । ଟିଭି ଦୁନିଆରେ ନାଗିନ, ଶିବଣ୍ୟା ଓ ଦେବ କୋ ଦେବ ମହାଦେବରେ ସତୀ ରୋଲରେ ଅଭିନୟ କରି ସେ ଘରେ ଘରେ ପରିଚିତ ହୋଇଛନ୍ତି । ମୌନୀ ରୟ ଜନ୍ମ ୨୮ ସେପ୍ଟେମ୍ବର ୧୯୮୫ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ମୌନୀ ରୟ କୁଞ୍ଜ ବିହାର ପଂଶ୍ଚିମ ବଙ୍ଗଳାର ଏକ ବଙ୍ଗାଳୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଓ ମୌନୀ ରୟ କେନ୍ଦ୍ରୀୟ ବିଦ୍ୟାଳୟରେ ପଢିଛନ୍ତି । ପୁଣି ସେ ମାସ କମ୍ୟୁନିକେଶନ ଉପରେ ପଢିଛନ୍ତି ।

କିନ୍ତୁ ସେ ମଝିରେ ହିଁ ପାଠ ପଢା ଛାଡି ଦେଇଥିଲେ । ଏହା ପରେ ସେ ଅଭିନୟ ଓ ଫିଲ୍ମ ଜଗତକୁ ଆସିବା ପାଇଁ ଇଚ୍ଛା କରିଥିଲେ ଓ ମୁମ୍ବାଇରେ ହିଁ ନିଜ କ୍ୟାରିୟର ଆରମ୍ଭ କରିଥିଲେ ।

ମୌନୀ ରୟ ନିଜର କ୍ୟାରିରିୟର ଆରମ୍ଭ ୨୦୦୭ ମସିହାରେ ଏକତା କପୁରଙ୍କ ଟିଭି ଶୋ ‘କ୍ୟୁ କି ଶାଶ ଭି କଭି ବହୁ ଥି’ ସିରିୟଲରେ ଅଭିନୟ କରିଥିଲେ । ଏହି ଶୋର ସେ ପୁଲକିତ ସମ୍ରାଟର ଅପୋଜିଟ ନଜର ଆସିଥିଲେ । ମୌନୀ ରୟ ନିଜର ୧୧ ବର୍ଷ କ୍ୟାରିୟରରେ ବହୁତ କିଛି ଦେଖିଛନ୍ତି । କିନ୍ତୁ ବର୍ତ୍ତମାନ ମୌନୀ ରୟ ଟିଭି ଜଗତର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି । ବର୍ତ୍ତମାନ ଶୁଣିବାକୁ ମିଳୁଛି କି ମୌନୀ ରୟ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ସୂଚନା ଅନୁସାରେ ବର୍ତ୍ତମାନ କୁହାଯାଉଛି କି ଜଲ୍ଦି ହିଁ ମୌନୀ ରୟ ବିବାହ କରିବାକୁ ଯାଉଛନ୍ତି ।

ରିପୋର୍ଟ ଅନୁସାରେ ମୌନୀ ରୟ ନିଜର ରୁମର ବୟଫ୍ରେଣ୍ଡ ସୁରୁଜ ନାମ୍ବିଆରକୁ ଡେଟ କରୁଛନ୍ତି ଓ ଜଲ୍ଦି ହିଁ ତାଙ୍କୁ ବିବାହ କରି ପାରନ୍ତି । ମୌନୀ ଓ ସୁରୁଜଙ୍କ ଆଫେୟାର କିଛି ସମୟ ହେବ ମିଡିଆରେ ଚର୍ଚାରେ ବିଷୟ ହୋଇ ରହିଛି । କିନ୍ତୁ ମୌନୀ ନିଜର ରିଲେଶନସିପକୁ ନେଇ ଚୁପ ରହିଛନ୍ତି । ସୁରଜଙ୍କୁ ଡେଟ କରୁଥିବା ଉପରେ ମୌନୀ ରୟ ଗୋଟିଏ ଇଣ୍ଟରଭିୟୁରେ କହିଥିଲେ କି ସେ ବର୍ତ୍ତମାନ ନିଜର କ୍ୟାରିୟର ଉପରେ ଫୋକସ କରିବାକୁ ଚାହୁଁଛନ୍ତି । କିଏ ସିଏ ସୁରୁଜ ନାମ୍ବିଆର କେମିତି ମୌନୀ ରୟଙ୍କ ସହିତ ତାଙ୍କର ଭେଟ ହେଲା ।

ଚଲାନ୍ତୁ ଜାଣିବା ସୁରୁଜ ନାମ୍ବିଆରଙ୍କ ବିଷୟରେ । ସୂରଜ ନାମ୍ବିଆର ଦୁବାଇର ବ୍ୟାଙ୍କରେ ବ୍ୟାଙ୍କର ଅଛନ୍ତି । ସୁରୁଜ ସହିତ ମୌନୀଙ୍କର ସାକ୍ଷାତ ଦୁବାଇରେ ହୋଇଥଲା । ଲକଡାଉନ ସମୟରେ ମୌନୀ ରୟଙ୍କୁ ଦୁବାଇରେ ବହୁତ ସମୟ ବିତାଇବାକୁ ପଡିଥିଲା । ସେ ନିଜର ଭଉଣୀ ଓ ଜିଜୁ ତାଙ୍କର ପୁଅ ଝିଅଙ୍କ ସହିତ ଦୁବାଇରେ ରହିଥିଲେ । କୁହାଯାଉଛି କି ଏହି ସମୟ ମଧ୍ୟରେ ସୁରୁଜ ନାମ୍ବିଆରଙ୍କ ସହିତ ତାଙ୍କର ସାକ୍ଷାତ ହେଲା । ମୌନୀ ମଧ୍ୟ ଶୁଟିଙ୍ଗ ବି ସେହି ବିଲିଡିଙ୍ଗରେ କରୁଥିଲେ ଯେଉଁଠି ସୁରଜ ରହୁଥିଲେ ।

କୁହାଯାଉଛି କି ସେହି ସ୍ଥାନରେ ହିଁ ମୌନୀ ନିଜ ପରିବାର ସହ ସୁରୁଜକୁ ଦେଖା କରିଥିଲେ । ବହୁତ ଥର ଖବର ବି ଆସିଥିଲା କି ମୌନୀ ସୁରୁଜଙ୍କୁ ଡେଟ କରୁଛନ୍ତି । କିନ୍ତୁ ମୌନୀ ରୟ ସବୁବେଳେ ଏହି ଖବରକୁ ମିଥ୍ୟା ବୋଲି କହିଥିଲେ । ମୌନୀ ସୁରୁଜଙ୍କ ପରିବାର ସହିତ ଭଲ ସମ୍ପର୍କ ବି ରଖିଛନ୍ତି । ସୁରୁଜ ପରିବାର ସହିତ ମୌନୀ ଫୋଟୋ ଉଠେଇଥିଲେ ଆଉ କହିଥିଲେ ସେ ମୋର ମା ବାପା । ଏହାକୁ ଦେଖି ଜଣାଯାଏ କି ସୁରୁଜ ସହିତ ସେ ଶୀଘ୍ର ବିବାହ କରି ପାରନ୍ତି । କିନ୍ତୁ ଏହି ଖବରକୁ ବର୍ତ୍ତମାନ ପର୍ଯ୍ୟନ୍ତ କେହି ବି ସତ୍ୟତା ବୋଲି ପ୍ରମାଣିତ କରି ନାହାନ୍ତି । କିନ୍ତୁ ସେ ଇଂସ୍ତ୍ରଗ୍ରାମରେ ଫଟୋ ଶେୟର କରି ନିଜର ସମ୍ପର୍କକୁ ମଜବୁତ କରି ସାରିଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।