Health Tips- ଦିନରେ କେବଳ ଥରେ ଖାଆନ୍ତୁ, ଶିରା ବ୍ଲକେଜ, ହାଡ କମଜୋରି ସମେତ ମୂଳରୁ ଭାଲ ହେଇଯିବ ଏହି ସବୁ ବଡ ରୋଗ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଭୟଙ୍କର ରୋଗ ର ଉପଚାର ଏହି ଅର୍ଜ୍ଜୁନ ଛାଲ ଏବଂ ଗୋଲମରିଚ ଗୁଣ୍ଡ ର ମିଶ୍ରଣ । ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଆୟୁର୍ବେଦିକ ଗ୍ରନ୍ଥ ଅଷ୍ଟାଙ୍ଗରହୃଦମ ଯାହାକୁ ଭାଗବତ ଋଷି ଲେଖିଛନ୍ତି କି ଅର୍ଜୁନ ଛାଲ ଏବଂ ଗୋଲମରିଚ ମାଧ୍ୟମରେ ଆମର କଣ କଣ ସବୁ ଉପକାର ହୋଇଥାଏ । ଏହାକୁ ଆପଣ କୌଣସି ବି ଆୟୁର୍ବେଦିକ ଔଷଧ ଦୋକାନ ରୁ ପାଇ ଯାଇପାରିବେ ।

ଆଜି ଏମିତି କଥା ଜଣାଇବାକୁ ଯାଉଛୁ ଯାହାକୁ କି ଆଗରୁ ଇଣ୍ଟରନେଟ ର କେଉଁଠି ବି ଏହା ଦେଖିନଥିବେ କି ପଢ଼ିନଥିବେ । ଯଦି ଆପଣଙ୍କ ଘରେ କାହାକୁ ଉଚ୍ଚ ରକ୍ତଚାପ ଅଛି କିମ୍ବା କୌଣସି ପୁରୁଷ କୁ ଭିତରୁ ଅଭାବ ଅଛି ଆପଣ ବୁଝିପାରିଥିବେ କଣ ଅଭାବ, ବା ଘରେ ଯଦି କାହାକୁ ମଧୁମେହ ରୋଗ ଅଛି ତେବେ ଏହାକୁ ନିଶ୍ଚିତ ଭାବରେ ଜାଣନ୍ତୁ । ଏହା କିପରି ମହୁ ରେ କିମ୍ବା ଉଷୁମ ପାଣି ରେ ପିଇବେ ତାହା ଆମେ ଆପଣଙ୍କୁ ଜଣାଇବୁ । ଏହା ହାଡ଼ କୁ ମଧ୍ୟ ମଜବୁତ କରିଥାଏ ।

ଯଦି ଆପଣଙ୍କୁ ଉଚ୍ଚ ରକ୍ତଚାପ ରହିଛି ତେବେ ଆପଣ ଖାଉଥିବା ଏକ ଛୋଟ ଚାମଚ ରେ କିଛି ଅର୍ଜୁନ ଛାଲ ର ଗୁଣ୍ଡ ନିଅନ୍ତୁ ତାପରେ ଗୋଟେ ଗ୍ଲାସ କ୍ଷୀର ନିଅନ୍ତୁ । ସେହି କ୍ଷୀର ରେ ଅଧ ଚାମଚ ଅର୍ଜୁନ ଛାଲ ର ଗୁଣ୍ଡ କୁ ପକାଇ ଭଲ ଭାବରେ ଫୁଟାନ୍ତୁ । ଭଲ ଭାବରେ ଯେତେବେଳେ ତାହା ଫୁଟି ଅଧ ଗ୍ଲାସ ହୋଇଯିବ ସେତେବେଳେ ତାହାକୁ ଗୋଟେ ପାତ୍ର କୁ ଢାଳି ଥଣ୍ଡା କରନ୍ତୁ । କିନ୍ତୁ ପୁରା ଥଣ୍ଡା କରିବେ ନାହିଁ ।

ଟିକେ ଉଷୁମ ରଖିକି ତା ସହ ଗୋଟେ ଚୁଟିକି ଗୋଲମରିଚ ଗୁଣ୍ଡ ମିଶାଇ ଭଲ ଭାବରେ ଘାଣ୍ଟି ଦିଅନ୍ତୁ । ଏବଂ ଏହାକୁ ସବୁଦିନ ସକାଳେ ଖାଲି ପେଟ ରେ ପିଇବା ଉଚିତ । ବନ୍ଧୁଗଣ ଏହାକୁ ପିଇବା ଦ୍ୱାରା ଭୟଙ୍କର ରୁ ଭୟଙ୍କର ରୋଗ ମଧ୍ୟ ଭଲ ହୋଇଯାଇଛି । ଆପଣଙ୍କ ରକ୍ତଚାପ ସହିତ ହୃଦରୋଗ ଆଦି ସମସ୍ତ ପ୍ରକାର ରୋଗ କୁ ଏହା ଭଲ କରିଦେଇଥାଏ । ଏହାଛଡା ଆପଣ ଗୋଟେ ଗୋଟେ ଦିନ ଛାଡି ଲାଉ ର ଜୁସ ମଧ୍ୟ ପିଇ ପାରିବେ । କିନ୍ତୁ ମନେରଖନ୍ତୁ ଲାଉ ଜୁସ ଯେପରି ପିତା ହୋଇନଥିବ ।

ଯଦି ଆପଣଙ୍କୁ ମଧୁମେହ ରୋଗ ଅଛି ତେବେ ଆପଣ ଭୁଲ ରେ ବି ମହୁ, ଗୁଡ଼, ଚିନି ଆଦି ର ସେବନ ବିଲକୁଲ କରନ୍ତୁ ନାହିଁ । ମଧୁମେହ କୁ ଠିକ କରିବା ପାଇଁ ଆପଣ ରାତି ରେ ଗୋଟେ ତମ୍ବା ପାତ୍ର ରେ ପାଣି ରଖିଥାନ୍ତୁ ତାହାକୁ ସକାଳେ ଗୋଟେ ଷ୍ଟିଲ କୁ ଢାଳି ସେଥିରେ ଅଧ ଚାମଚ ଅର୍ଜୁନ ଛାଲ ଗୁଣ୍ଡ ଏବଂ ଗୋଟେ ଚୁଟିକି ଗୋଲମରିଚ ଗୁଣ୍ଡ ମିଶାଇ ଭଲ ରେ ଫୁଟାନ୍ତୁ । ମନେକରନ୍ତୁ ଆପଣ ଗୋଟେ ଗ୍ଲାସ ପାଣି ଦେଇଛନ୍ତି ତାହା ଅଧା ଗ୍ଲାସ ହୋଇଯାଇ ଭଲରେ ଫୁଟିବା ପରେ ଏହାକୁ କାଢି ଟିକେ ଥଣ୍ଡା ମାନେ ଉଷୁମ କରି ଏହାକୁ ଚା ପିଇଲା ପରି ପିଅନ୍ତୁ । ଏହାଛଡା ଆପଣ ବିଲୋମି ପ୍ରତିଲୋମି ଯୋଗ ମଧ୍ୟ କରିପାରିବେ । ଏହାଦ୍ବାରା ଆପଣଙ୍କ ମଧୁମେହ ଭଲ ହୋଇଯାଇଥାଏ ।

ଯଦି ପୁରୁଷ ମାନଙ୍କର ଭିତର ଅସୁବିଧା ଅଛି ତେବେ ଆପଣ କିଛି ମାତ୍ରା ରେ ଅର୍ଜୁନ ଛାଲ ର ଗୁଣ୍ଡ, କିଛି ଗୋଲମରିଚ ଏବଂ ଅସ୍ୱଗନ୍ଧା ଗୁଣ୍ଡ କୁ ମିଶାଇ ଦିଅନ୍ତୁ । ଏହାପରେ ସକାଳେ ଏଥିରେ ଗୋଟେ ଚାମଚ ମହୁ ଏବଂ ଅଁଳା ମିଶାଇ ଗୋଟେ ନିଶ୍ଵାସ ରେ ପିଇ ଯାଆନ୍ତୁ । କିନ୍ତୁ ଆପଣ ଏହାକୁ ଫୁଟାଇବେ ନାହିଁ । ଏହା ସହିତ ଆପଣ ପ୍ରାଣାୟମ ମଧ୍ୟ କରିପାରିବେ । ଏହା ଦ୍ଵାରା ଏହା ଆପଣଙ୍କର ହାଲିଆ କୁ ମଧ୍ୟ ଦୁର କରିଥାଏ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।