ଡିଭୋର୍ସ ଦେଇ ବର୍ବାଦ ହେଇ ଯାଇଥିଲେ ଏହି 6 Bollywood Stars, 4 ନମ୍ବର ଛାଡପତ୍ରର ଦାମ ଶୁଣିଲେ ତ ଆପଣଙ୍କ ହୋସ ଉଡିଯିବ

ବଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରିଥିବା କଳାକାର ମାନେ ନିଜର ସାନଦାର ପର୍ଫୋମାଂସ ପାଇଁ ବେଶ ଲୋକପ୍ରିୟ ହୋଇ ପାରିଛନ୍ତି । ସେମାନଙ୍କର ଲାଇଫ ଷ୍ଟାଇଲ ଯେତିକି ଅଲଗା ତାଙ୍କର ପସନ୍ଦ ନାପସନ୍ଦ ମଧ୍ୟ ସେତିକି ଅଲଗା ହୋଇଥାଏ ।

ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ରିୟଲ ଲାଇଫରେ ନିଜ ପାର୍ଟନରଙ୍କ ଠାରୁ ଅଲଗା ହୋଇ ଯାଇଛନ୍ତି । “ଅମିର ଖାନ ଓ କିରଣ ରାବ” : ବଲିଉଡର ମିଷ୍ଟର ପରଫେକ୍ଟ ଭାବେ ଅମିର ଖାନ ପରିଚିତ ଅଟନ୍ତି । ସେ ନିଜ ପରିବାରଙ୍କ ବିରୁଦ୍ଧରେ ଯାଇ ୧୯୯୬ରେ ରିନା ଦତ୍ତାଙ୍କ ବିବାହ କରିଥିଲେ । କିନ୍ତୁ ୨୦୦୨ରେ ଦୁହେଁ ଅଲଗା ହୋଇଥିଲେ ।

ଅମିର ରିନାଙ୍କୁ ଏଲିମନୀ ବାବଦରେ ୫୦ କୋଟି ଟଙ୍କା ଦେଇଥିଲେ । ଏହା ପରେ ଅଭିନେତା ଅମିର ୨୦୦୫ରେ କିରଣ ରାବଙ୍କ ସହ ଦିତୀୟ ବିବାହ କରିଥିଲେ ମଧ୍ୟ ବର୍ତତମନା ଦୁହେଁ ଅଲଗା ହୋଇଛନ୍ତି । କିରଣ ଅମିରଙ୍କ ଠାରୁ ୫୦% ଶେୟାର ଡିମାଣ୍ଡ କରିବା ସହ ନିଜ ପୂଅ ଆଜାଦଙ୍କ ଲାଳନପାଳନ ପାଇଁ ୧୦ କୋଟି ଟଙ୍କା ଡିମାଣ୍ଡ କରିଛନ୍ତି ।

“କରିସ୍ମା କପୁର ଓ ସଞ୍ଜୟ କପୁର” : ୯୦ ଦଶକର ସବୁଠାରୁ ସୁନ୍ଦର ଅଭିନେତ୍ରୀ କରିସ୍ମା କପୁର ବଲିଉଡରେ ଅନେକ ହିଟ ଫିଲ୍ମରେ ଅଭିନୟ କରି ଖୁବ ଚର୍ଚ୍ଚାରେ ରହିଛନ୍ତି । ସେ ବିଜନେସ ମ୍ୟାନ ସଞ୍ଜୟ କପୁରଙ୍କ ସହ ବିବାହ କରିଥିଲେ ମଧ୍ୟ ଦୁହିଙ୍କ ମଧ୍ୟରେ ମନାନ୍ତର ହେବାରୁ ଦୁହେଁ ୨୦୧୬ରେ ଅଲଗା ହୋଇଥିଲେ । ସଞ୍ଜୟ ୧୪ କୋଟି ତାଙ୍କର ଏଗ୍ରିମେଣ୍ଟ କରିଥିଲେ ଯେଉଁଥିରେ ପ୍ରତି ମାସରେ କରିସ୍ମାଙ୍କ ଆକାଉଣ୍ଟରେ ୧୦ ଲକ୍ଷ ଟଙ୍କା ଦେଉଛନ୍ତି ଯେଉଥିରେ ତାଙ୍କ ପିଲାଙ୍କର ଖର୍ଚ୍ଚ କରିସ୍ମା କରୁଛନ୍ତି ।

“ଫରାନ ଅଖତର ଓ ଅଧୁନା” : ଏହି ଦୁଇ କଳାକାର ବିବାହର ୧୬ ବର୍ଷ ପରେ ପରସ୍ପର ଠାରୁ ଅଲଗା ହୋଇଥିଲେ । ଅଲଗା ହେବ ପରେ ଅଧୁନା ମୁମ୍ବାଇରେ ଥିବା ୧୦୦୦ ସ୍କୋୟାରଫୁଟର ଏକ ଘର ନିଜ ନାଁରେ କରିଥିଲେ । ଏହା ସହ ନିଜ ପୁଅର ଖର୍ଚ୍ଚ ପାଇଁ ସେ ପ୍ରତି ମାସରେ ଫରାନଙ୍କ ଠାରୁ ଟଙ୍କା ନେଇଥାନ୍ତି ।

“ରୀତିକ ରୋଷନ ଓ ଶୁଜେନ ଖାନ” : ଅଭିନେତା ରୀତିକ ଓ ସୁଜେନଙ୍କର ଅଲଗା ହେବା ଦେଶରେ ନୁହେଁ ବରଂ ଦୁନିଆରେ ସବୁଠାରୁ ମହଙ୍ଗା ଭାବେ ବିବେଚନା କରାଯାଏ । ରୀତିକ ଓ ସୁଜେନ ୨୦୦୦ରେ ବିବାହ କରିଥିଲେ । କିନ୍ତୁ ଦୁହେଁ ଅଲଗା ହେବ ପରେ ସୁଜେନ ୪୦୦ କୋଟି ଟଙ୍କା ଡିମାଣ୍ଡ ଅକରିଥିଲେ । କିନ୍ତୁ ୩୮୦ କୋଟି ଟଙ୍କା ଏଲିମନୀ ବାବଦରେ ସୁଜେନ ପାଇଥିଲେ ।

“ସେଫ ଅଲ୍ଲୀ ଖାନ ଓ ଅମ୍ରିତା ସିଂ” : ବଲିଉଡର ଅଭିନେତା ସେଫ ଅଲ୍ଲୀ ଖାନ ୧୩ ବର୍ଷରୁ ବଡ ଅମୃତା ସିଂଙ୍କ ସହ ବିବାହ କରିଥିଲେ ମଧ୍ୟ ବିବାହର ୧୩ ବର୍ଷ ପରେ ଦୁହେଁ ଅଲଗା ହୋଇଥିଲେ । ଏଲିମନୀ ବାବଦରେ ୫ ଲକ୍ଷ ଟଙ୍କା ଫିକ୍ସ ହୋଇଥିଲେ ମଧ୍ୟ ଅମୃତା ଏ ଯାଏଁ ୨.୫ ଲକ୍ଷ ଟଙ୍କା ପାଇଛନ୍ତି। ଏହା ପରେ ପ୍ରତି ମାସରେ ନିଜ ପିଲାଙ୍କର ଖର୍ଚ୍ଚ ପାଇଁ ୧ ଲକ୍ଷ ଟଙ୍କା ଅମୃତାଙ୍କୁ ଦେଉଛନ୍ତି ।

“ଅରବାଜ ଖାନ ଓ ମଲାଇକା ଅରୋଡା” :ବଲିଉଡରେ ସବୁଠାରୁ ସୁନ୍ଦର ଯୋଡି ଭାବେ ଅରବାଜ ଖାନ ଓ ମଲାଇକା ଅରୋଡାଙ୍କ ନାଁ ସାମିଲ ଥିଲା । କିନ୍ତୁ ଦୁହେଁ ଅଲଗା ହେବା ପରେ ମଲାଇକା ଅରବାଜଙ୍କ ଠାରୁ ୧୫ କୋଟି ଟଙ୍କା ଡିମାଣ୍ଡ କରିଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।