Jyotish Shastra- ଜାଣନ୍ତୁ କାହିଁକି ଏହି 3 ଟି ରାଶିଙ୍କୁ ଜୀବନରେ କରିବାକୁ ପଡିଥାଏ କଷ୍ଟ ର ସାମ୍ନା ? କେଉଁ ବୟସରେ ଖୋଲିଥାଏ ଭାଗ୍ୟ ଓ କଣ ହୋଇଥାଏ ସେମାନଙ୍କ ସଫଳତା ର ରହସ୍ୟ

ବନ୍ଧୁଗଣ ନମସ୍କାର କିଛି ରାଶି ଗୁଡିକ ଏପରି ଅଛନ୍ତି ଯେଉଁ ମାନଙ୍କୁ ଜୀଵନ ରେ ସର୍ଵଦା ନିରାଶ ହେବାକୁ ପଡ଼ିଥାଏ। ସେମାନେ ଯେତେ ଚେଷ୍ଟା କଲେ ବି ଯେତେ ପରିଶ୍ରମ କଲେ ମଧ୍ୟ ତାଙ୍କୁ ସେହି କର୍ମ ର ସଠିକ ଫଳ ମିଳି ନଥାଏ। ଏବଂ ଏହି ରାଶି ମାନେ ନା କାହା ସହ ଶତ୍ରୁତା ସ୍ଥାପନ କରି ଥାଆନ୍ତି ନା ହିଁ କାହା ମନରେ ଦୁଃଖ ଦେଇଥାନ୍ତି। ଏମାନେ ସର୍ଵଦା ଖୋଲା ହୃଦୟ ରେ ସମସ୍ତ କାର୍ଯ୍ୟ କରିଥାନ୍ତି ଏବଂ ସମସ୍ତଙ୍କୁ ପ୍ରେମ ମଧ୍ୟ କରିଥାନ୍ତି। ଏବଂ ଏମାନେ ନିଜ ଦୁନିଆ ରେ ହିଁ ରହି ଥାଆନ୍ତି।

କିନ୍ତୁ ତଥାପି ସେମାନେ ନିଜର ଜୀବନରେ ସର୍ଵଦା ନିରାଶ ହୋଇ ଥାଆନ୍ତି।ଆପଣଙ୍କ ପ୍ରତି ଅନ୍ୟମାନେ ଈର୍ଷା ଭାବ ମଧ୍ୟ ରଖି ଥାଆନ୍ତି। ଆପଣ ଙ୍କ ସଫଳତା ରେ ଆପଣ ଙ୍କ ପୋଷାକ କୁ ନେଇ ସମସ୍ତ ଜିନିଷ କୁ ନେଇ ଈର୍ଷା କରି ଥାଆନ୍ତି। ତେବେ ଆଜି ଆମେ ଏହି ବିଷୟରେ ଆଲୋଚନା କରିବା। କି ଆପଣ କଣ ପାଇଁ ଜୀବନରେ ନିରାଶ ପାଇଁ ଥାଆନ୍ତି।

ଲୋକମାନେ କଣ ପାଇଁ ଆପଣଙ୍କୁ ଈର୍ଷା କରନ୍ତି ଚାଲନ୍ତୁ ଜାଣିନେବା। ବେଳେବେଳେ ଆପଣ ଭାବନ୍ତି କି ଆପଣ ସବୁଠାରୁ ଖରାପ ବ୍ୟକ୍ତି। ଆପଣ ଜୀବନରେ କିଛି ବି କରି ପାରିବେନି। କିନ୍ତୁ ଏହା ସତ୍ୟ ନୁହେଁ। ଆପଣ ଚାହିଁଲେ ସମସ୍ତ ଦୁନିଆ କୁ ଜିଣି ପାରିବେ।

କିନ୍ତୁ ଆପଣଙ୍କ ଦୁନିଆ କେବଳ ଆପଣଙ୍କ ପର୍ଯ୍ୟନ୍ତ ସୀମିତ ନୁହେଁ ଆପଣଙ୍କୁ ସମସ୍ତ ଙ୍କୁ ନେଇ ଚଳି ବାକୁ ପଡିବ। କିନ୍ତୁ ଆପଣଙ୍କ ଦୁର୍ବଳ ଯୋଗୁଁ ଆପଣ ସର୍ଵଦା ନିରାଶ ହୋଇ ଥାଆନ୍ତି। ଆପଣଙ୍କ ଦୁର୍ବଳ ହେଉଛି ଆପଣ ଅଧିକ ଭାବାତ୍ମକ ହୋଇ ପଡ଼ନ୍ତି। ଏବଂ ଆପଣ ନିଜର ସୁବିଧା କୁ ପଛରେ ରଖି ଅନ୍ୟ ମାନଙ୍କ ସୁବିଧା କୁ ଆଗରେ ରଖନ୍ତି ଏବଂ ସେମାନଙ୍କ ସୁବିଧା ପାଇଁ ସବୁ କିଛି କରିଥାନ୍ତି। ଏବଂ ସେମାନଙ୍କ ଜରୁରୀ ଏବଂ ସୁବିଧା କୁ ପୂରଣ କରି କରି ଆପଣଙ୍କ ବୟସ ମଧ୍ୟ ପଳାଏ।ଏବଂ ଆପଣ ନିଜ ପାଇଁ କିଛି ବି କରିବା ପାଇଁ ସୁଯୋଗ ପାଆନ୍ତି ନାହିଁ।

କିନ୍ତୁ ଏହି ରାଶି ମାନଙ୍କ ଉପରେ ଶନିଦେଵ ଙ୍କ ର ଅଶେଷ କୃପା ରହି ଥାଏ। ତେଣୁ ଦୁନିଆରେ ଯିଏ ଯେତେ ଖରାପ ଭାବିଲେ କି ଯେତେ ଖରାପ କଲେ ମଧ୍ୟ ଶନିଦେଵ ଙ୍କ ଆଶୀର୍ବାଦ ଯୋଗୁଁ ଆପଣଙ୍କ ର କୌଣସି କ୍ଷତି ହୋଇ ନଥାଏ। ଏବଂ ଏହା ଯୋଗୁଁ ଆପଣଙ୍କ ଜୀବନରେ ଗୋଟିଏ ରାସ୍ତା ବନ୍ଦ ଥିଲେ ଅନ୍ୟ ଏକ ରାସ୍ତା ଆପେ ଆପେ ଖୋଲି ଯାଇଥାଏ। ଏବଂ ସମସ୍ତ ଅସୁବିଧା ରୁ ମୁକ୍ତି ପାଇଁ ପାରିବେ।

କିନ୍ତୁ ଆପଣଙ୍କୁ କେବେବି ହାର ମାନିବେନି। ଏବଂ ଦୁଇଟି କଥା ର ଧ୍ୟାନ ଦେବା ଉଚିତ। ପ୍ରଥମ ଟି ହେଉଛି ଆପଣ ବହୁତ କ୍ରୋଧି ହୋଇ ଥାଆନ୍ତି। ବେଳେବେଳେ କ୍ରୋଧ ରେ କିଛି ଏଭଳି କଟୁ କଥା କହି ଦେଇ ଥାଆନ୍ତି। ଏବଂ ବହୁତ ଜିଦିଆ ମଧ୍ୟ ଥାଆନ୍ତି ଏବଂ କ୍ରୋଧ ଏବଂ ଜିଦି ରେ କିଛି ବି କରି ଦେଇ ଥାଆନ୍ତି ଏବଂ ନିଜର କ୍ଷତି ମଧ୍ୟ କରି ଦେଇଥାନ୍ତି। ତେଣୁ ନିଜ କ୍ରୋଧ ଓ ଜିଦି ଉପରେ କାବୁ କରିବା ଉଚିତ।

ଦ୍ୱିତୀୟ ଟି ହେଉଛି ଆପଣ ଅଧିକ ଚିନ୍ତା କରି ଥାଆନ୍ତି। ତେଣୁ ବେଶୀ ଚିନ୍ତା ମଧ୍ୟ କରିବା ଭଲ ନୁହେଁ। ଆପଣ ଅନ୍ୟ ମାନଙ୍କ ଖୁସି ର ସହ ନିଜର ଖୁସି କୁ ମଧ୍ୟ ଦେଖିବା ଉଚିତ ଏବଂ ନିଜର କ୍ରୋଧ କୁ ନିୟନ୍ତ୍ରଣ ରେ ରଖିବା ଆବଶ୍ୟକ।ଏବଂ ଏହି ରାଶି ଗୁଡିକ ହେଉଛି କନ୍ୟା ରାଶି, କୁମ୍ଭ ରାଶି, ଏବଂ ବିଛା ରାଶି।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।