ସ୍ୱାମୀର ଆଫେୟାର ଜାଣିବା ପାଇଁ ଏକ ସରଳ ଉପାୟ… ଆହୁରି 5ଟି Jokes

ଜୋକ୍ସ ସବୁ ବ୍ୟକ୍ତିଙ୍କ ଉପରେ ଔଷଧ ରୂପରେ ପ୍ରଭାବ ପକାଇ ଥାଏ । ରୋଗୀ ଓ ଚିନ୍ତିତ ବ୍ୟକ୍ତିଙ୍କ ପାଇଁ ଜୋକ୍ସ କୌଣସି ଔଷଧ ଠାରୁ କମ ନୁହେଁ । କେତେକ ଲୋକମାନେ ଜୋକ୍ସ କୁ ନିଜର ପାଖପାଖି ସମ୍ପର୍କୀୟ ଓ ବନ୍ଧୁଙ୍କୁ ଟ୍ୟାଗ ବି କରନ୍ତି । ଏମିତିରେ ଆଜି ଆମେ ଆପଣଙ୍କ ପାଇଁ କିଛି ଜୋକ୍ସ ନେଇ ଆସିଛୁ । ଯାହା ଆଜିକାଲି ସୋସିଆଲ ମିଡିଆରେ ବହୁତ ଟ୍ରେଣ୍ଡରେ ଅଛି । ଏହି ଜୋକ୍ସ କୁ ସୋସିଆଲ ମିଡିଆରେ ବହୁତ ଲାଇକ ଓ ଶେୟାର କରା ଯାଉଛି ।

୧- ରାତି ଅଧରେ ସ୍ୱାମୀ ମଦ ପିଇ ଘରକୁ ଆସି କବାଟ ଖଟ ଖଟ କଲା

ସ୍ତ୍ରୀ- କବାଟ ଖୋଲିବି ନାହିଁ, ବାହାରି ଯାଅ ଯେଉଁ ଠାରୁ ଆସିଲୁ ସେଠିକି ଚାଲି ଯାଅ

ସ୍ୱାମୀ- କବାଟ ଖୋଲ ନହେଲେ ମୁଁ ନଳାକୁ ଡେଇଁ ଜୀବନ ଦେଇ ଦେବି

ସ୍ତ୍ରୀ- ଯେଉଁଠି ମରିବାର ଅଛି ମର

ସ୍ୱାମୀ ଅନ୍ଧାରରେ ଯାଇ ଗେଟ ପାଖରେ କିଛି ସମୟ ଠିଆ ହେଲା

ଓ ଗୋଟିଏ ବଡ଼ ପଥର ଉଠେଇ ନଳା ଭିତରକୁ ଫୋପାଡି ଦେଲା

ଓ ଜୋରରେ ଶବ୍ଦ ହେଲା

ସ୍ତ୍ରୀ ଏହି ଶବ୍ଦ ଶୁଣି କବାଟ ଖୋଲି ନଳା ପାଖକୁ ଦୌଡି ଗଲା

ଏହି ସମୟରେ ଅନ୍ଧାରରେ ଠିଆ ହେଇଥିବା ସ୍ୱାମୀ

ଘର ଭିତରକୁ ପସିଯାଇ କବାଟ ବନ୍ଦ କରିଦେଲା

ସ୍ତ୍ରୀ ଘର ପାଖକୁ ଯାଇ ସ୍ୱାମୀକୁ – କବାଟ ଖୋଲ ନହେଲେ ପାଟି କରି କଲୋନୀ ଲୋକଙ୍କୁ ଉଠେଇ ଦେବି

ସ୍ୱାମୀ- ଜୋର ଜୋରରେ ପାଟି କର ଯେତେବେଳ କଲୋନୀର ସବୁ ଲୋକ ଉଠି ଯିବେ

ଏହା ପରେ ମୁଁ ସମସ୍ତଙ୍କ ସାମ୍ନାରେ ପଚାରିବି କି ଏତେ ରାତି ପର୍ଯ୍ୟନ୍ତ ତୁମେ କୁଆଡେ ଯାଇଥିଲ

don’t underestimate the power of drinking man

୨- ସ୍ତ୍ରୀ ସ୍ୱାମୀକୁ ପଚାରିଲା – ତୁମେ କଣ ଏତେ ଶୀଘ୍ର ଘରକୁ ଚାଲି ଆସିଲ ?

ସ୍ୱାମୀ କହିଲା – Boss କହିଲେ କି Go to Hell,

ସେଥିପାଇଁ ମୁଁ ଘରକୁ ଚାଲି ଆସିଲି……

୩- ସ୍ୱାମୀର ଆଫେୟାର ଜାଣିବା ପାଇଁ ଏକ ସରଳ ଉପାୟ

ସ୍ୱାମୀର ଛାତି ଉପରେ ମୁଣ୍ଡ ରଖି ପଚାରିବ

କଣ ତମ ଜୀବନରେ ଆଉ କେହି ଅଛିନ୍ତି ?

ଯଦି ସ୍ୱାମୀର ହୃଦୟ ସପନ୍ଦନ ବଢିଯିବ

ତେବେ ଜାଣି ଯିବ କି କିଛି ତ ଗଡ଼ବଡ଼ ଅଛି…

୪- ମା ପୁଅକୁ କହିଲା କି ଏମିତି କିଛି କାମ କର

ଯେଉଁଥିରେ କି ସମସ୍ତଙ୍କର ଭଲ ହେବ

ପୁଅ କହିଲା ତେବେ ମୁଁ ଯାଉଛି ଶୋଇ ଯିବି…..

୫- ୧୯୮୦ – ଚଉଠି ରାତି ପୂର୍ବରୁ ନୂଆ ବୋହୁକୁ ତାର ସାଙ୍ଗମାନେ କହୁଥିଲେ କି

‘ଜମା ଚିଲେଇବୁ ନାହିଁ ସେ ଯାହା କରିବାକୁ ଚାହିଁବେ ତାକୁ କରିବାକୁ ଦେବୁ’

୨୦୨୦ – ଚଉଠି ରାତି ପୂର୍ବରୁ ନୂଆ ବୋହୁକୁ ସାଙ୍ଗମାନେ କୁହନ୍ତି କି

ଜୋରସେ ଚିଲେଇବୁ ଯାହା ଦ୍ଵାରା

ସେ ଜାଣିବ ଯିବ କି

ସେ ହିଁ ଓପନିଙ୍ଗ ବ୍ୟାଟ୍ସମ୍ୟାନ…

ଆପଣଙ୍କୁ ଆମର ଏହି ସବୁ ଜୋକ୍ସ ଭଲ ଲାଗିଥିଲେ ସାଙ୍ଗମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଆମେ ଏମିତ ନୂଆ ଜୋକ୍ସ ସବୁ ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରି ଦିଅନ୍ତୁ ।