Bollywood ର ଏହି 5 ଜଣ ଷ୍ଟାର ଦେଖି ପାରି ନଥିଲେ ତାଙ୍କର ଶେଷ ଫିଲ୍ମ, ଦୁନିଆରୁ ଯିବା ପରେ ହୋଇଥିଲା ତାଙ୍କର ଶେଷ ଫିଲ୍ମ ରିଲିଜ

2020 ମସିହାରେ ଅନେକ ଅଭିନେତାଙ୍କରପର -ଲୋକ ହୋଇଛି । ଆମେ ଆମର ଅନେକ ପ୍ରିୟ ଅଭିନେତା ମାନଙ୍କୁ ହରାଇଛୁ । ତେବେ ବଲିଉଡ ସିନେମା ଜଗତରେ ଏପରି ଅନେକ ଅଭିନେତା ଅଛନ୍ତି ଯେଉଁ ମାନଙ୍କ ଫିଲ୍ମ ସେମାନଙ୍କ ଯିବା ପରେ ହିଁ ରିଲିଜ ହୋଇଥିଲା । ଏହି ଅଭିନେତା ଅଭିନେତ୍ରୀ ମାନେ ନିଜ ଶେଷ ଫିଲ୍ମ କୁ ଜୀବିତ ଅବସ୍ଥାରେ ଦେଖି ପାରି ନଥିଲେ।

ବନ୍ଧୁଗଣ, ଆଜି ଆମେ ଆପଣଙ୍କୁ ପାଞ୍ଚ ଜଣ ବଲିଉଡ ତାରକାଙ୍କ ବିଷୟରେ କହିବାକୁ ଯାଉଛୁ ଯାହାର ଶେଷ ଚଳଚ୍ଚିତ୍ର ତାଙ୍କ ପର -ଲୋକହେବା ପରେ ମୁକ୍ତିଲାଭ କରିଥିଲା । ସେହିଭଳି ଆପଣଙ୍କୁ ଜଣାଇ ଦେବୁ ଯେ ଅଭିନେତା ଇରଫାନ ଖାନ ଯିଏ କି ଲଞ୍ଚ ବକ୍ସ, ଇଂଲିସ ମିଡ଼ିଆମ, ଲାଇଫ ଅଫ ପାଇ, ଜୁରାସିକ ୱାର୍ଲଡ଼ ଭଳି ଫିଲ୍ମରେ ଅଭିନୟ କରିଛନ୍ତି । ତାଙ୍କର ଶେଷ ଫିଲ୍ମ ( ବଲିଉଡ) “ସାଉଣ୍ଡ ଅଫ ସ୍କରପିଅନ ” ଯାହା କି 2021 ମସିହାରେ ରିଲିଜ ହେବାକୁ ଯାଉଛି ।

1. ସୁଶାନ୍ତ ସିଂ ରାଜପୁତ – ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଚଳଚ୍ଚିତ୍ର ତାଙ୍କ ଦେହାନ୍ତପରେ ମୁକ୍ତିଲାଭ କରିଥିଲା । ଜୁଲାଇ 2020 ରେ ତାଙ୍କର ଶେଷ ଚଳଚ୍ଚିତ୍ର ‘ଦିଲ୍ ବେଚାରା’ ରିଲିଜ୍ ହୋଇଥିବା ବେଳେ ସୁଶାନ୍ତଙ୍କର 14 ଜୁନ୍ 2020 ରେ ପର -ଲୋକହୋଇ ଥିଲା।

2. ଦିବ୍ୟା ଭାରତୀ – ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଦିବ୍ୟା ଭାରତୀ 1993 ରେ ବିଲଡିଂରୁ ଖସିଯିବା ପରେ ହଠାତ୍ ତାଙ୍କରପର -ଲୋକହୋଇଥିଲା, କିନ୍ତୁ ପର -ଲୋକହେବାର 8 ମାସ ପରେ ତାଙ୍କର ଶେଷ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା।

3. ଶ୍ରୀଦେବୀ – 2018 ମସିହାରେ ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଶ୍ରୀଦେବୀଙ୍କର ପର -ଲୋକହୋଇ ଥିଲା । ଶ୍ରୀଦେବୀଙ୍କ ପର -ଲୋକହେବା ପରେ ତାଙ୍କର ଶେଷ ଚଳଚ୍ଚିତ୍ର “ଜିରୋ” 10 ମାସ ପରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ​।

4. ରାଜେଶ ଖାନ୍ନା – ବଲିଉଡର ସୁପରଷ୍ଟାର ରାଜେଶ ଖାନ୍ନାଙ୍କର ଜୁଲାଇ 18, 2012 ରେ ପର -ଲୋକହେବାର 2 ବର୍ଷ ପରେ ଜୁଲାଇ 2014 ରେ ତାଙ୍କର ଶେଷ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା।

5. ଓମ୍ ପୁରୀ – ଇଣ୍ଡଷ୍ଟ୍ରିରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଜଣାଶୁଣା ଅଭିନେତା ଓମ୍ ପୁରୀଙ୍କର ହୃଦଘାତ ହେତୁ 6 ଜାନୁଆରୀ 2017 ରେ 66 ବର୍ଷ ବୟସରେପର -ଲୋକହୋଇଥିଲା। ତାଙ୍କର ଶେଷ ଚଳଚ୍ଚିତ୍ରପର -ଲୋକହେବାର 6 ମାସ ପରେ ଜୁନ୍ 2017 ରେ ମୁକ୍ତିଲାଭ କରିଥିଲା ​।

ବନ୍ଧୁଗଣ ଆମେ ଆପଣଙ୍କ ପାଇଁ ଏହିଭଳି ନୂଆ ନୂଆ ବଲିଉଡ ଖବର ସବୁବେଳେ ଆଣିଦେଉ, ଆମ ସହିତ ଯୋଡି ହୋଇ ରହିବା ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରି ନିଅନ୍ତୁ ଏବଂ ଏହାକୁ ସେୟାର୍ ମଧ୍ୟ କରନ୍ତୁ ଧନ୍ୟବାଦ।