ରହିଲା ଚ୍ୟାଲେଞ୍ଜ, ଅଟକାଇ ପାରିବେ ନାହିଁ ନିଜର ହସକୁ, ଯେତେବେଳେ ଆପଣ ଏହି Funny ଫଟୋ ସବୁ ଦେଖିବେ

ପ୍ରାୟତଃ ଆମ ସମସ୍ତଙ୍କୁ ବେଳେ ବେଳେ ଏମିତି କିଛି ଜିନିଷ ଦେଖାଯାଏ ଯାହା ବହୁତ ଆଶ୍ଚର୍ଯ୍ୟ କର ହୋଇଥାଏ । କେତେ ଥର ସୋସିଆଲ ମିଡିଆରେ ଏମିତି ବି କିଛି ଫଟୋ ଭାଇରାଲ ହୋଇଯାଏ କି ଯାହାକୁ ଦେଖିବା ପରେ ଆମେ ଆମର ହସକୁ ଅଟକାଇ ପାରି ନ ଥାଉ । ଏହି ଆଧାରରେ ଆଜି ଆମେ ଆପଣଙ୍କ ପାଇଁ କିଛି ଏମିତି ହିଁ ଫଟୋ ନେଇ ଆସିଛୁ । ଯାହାକୁ ଦେଖିବା ପରେ ଆପଣ ନିଜର ସମସ୍ତ ଚିନ୍ତାକୁ ଭୁଲିଯିବେ ।

କହିବାକୁ ଗଲେ ଆଜିକାଲି ସମସ୍ତେ ନିଜ ନିଜର ସମସ୍ୟା ପାଇଁ ଚିନ୍ତିତ ଅଛନ୍ତି । ସମସ୍ତେ ଚାହାନ୍ତି କି ସେମାନେ ନିଜର ଟେନସନକୁ କମ କରି ପାରନ୍ତେ କି । କିନ୍ତୁ ଏହା ହୋଇ ପାରେ ନାହିଁ । କିନ୍ତୁ ଆମେ ଟେନସନକୁ କମ କରିବା ପାଇଁ ଏକ ଛୋଟ ପ୍ରୟାସ କରୁଛୁ ଓ ଆଶା କାରୁଛୁ କି ଆପଣ ନିଜର ଟେନସନକୁ ଭୁଲି ଯାଇ ନିଜ ଚେହେରାରେ ହସ ଆଣି ପାରିବେ ।

ତେବେ ଆସନ୍ତୁ ଦେଖିବା କିଛି ଖାସ ଫଟୋ ଯାହାକୁ ବୋଧେ ଆଜି ପର୍ଯ୍ୟନ୍ତ ଆପଣ ପୂର୍ବରୁ କେବେ ବି ଦେଖି ନ ଥିବେ

ଏମିତି ବି କଣ ଜଲ୍ଦି ଅଛି ଭାଇ ?

ବଡ ହୋଇ ବହୁତ ଉନ୍ନତି କରିବ ଏହି ବାଳକ

ଏହାକୁ କୁହନ୍ତି Globalization

ବର୍ତ୍ତମାନ ଏହି ବ୍ୟକ୍ତିକୁ କିଏ ବୁଝାଇବ ?

ସବୁ ଭୁଲ ଏହି ଖାଲି ଜାଗା ଛାଡିଥିବା ଲୋକର ଅଟେ

ଲେସ ବାନ୍ଧିବା ତ ଶିଖି ନେଲା, ବର୍ତ୍ତମାନ ଲେସ ବାନ୍ଧିବା ସମୟରେ କେଉଁ ଗୋଡ ଉପରେ ରଖନ୍ତି ଓ କେଉଁ ଗୋଡକୁ ତଳେ ରଖନ୍ତି ତାହା ଶିଖିବାର ଅଛି

ଲାଗୁଛି କି କ୍ଲଚ ବ୍ରେକ ହଜି ଯାଇଛି

ମନରେ ଲଡ୍ଡୁ ଫୁଟିଲା

ବିଦେଶରୁ ପମ୍ଚର ଯୋଡିବା ପାଇଁ ପଢି ଆସିଛନ୍ତି

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।