ଦେଖନ୍ତୁ ଭିଡିଓ: ରାସ୍ତା ଉପରେ ଝିଅକୁ ଆସିଲା ପ୍ରଥମ ପିରିୟଡ, ପୁଅଟି କଲା କିଛି ଏମିତି କାମ କି ପୁରା ଦୁନିଆ ମନେ ରଖିବ

ଗୋଟିଏ ଝିଅ ଜୀବନରେ ବହୁତ ଚେଞ୍ଜେସ ଆସିଥାଏ । କିନ୍ତୁ ଏଥିରେ ଏକ ଖାସ ଚେଞ୍ଜେସ ଆସିଥାଏ ଯାହାକୁ ପିରିୟଡ କୁହାଯାଏ । ଏହା ସମସ୍ତ ଝିଅ ସହିତ ହୋଇଥାଏ ଓ ଏହା ପ୍ରାକୃତିକ ଅଟେ । ସେଥିପାଇଁ ଏହାକୁ ଅଟକା ଯାଇ ପାରିବ ନାହିଁ । କହିବାକୁ ଗଲେ ସମସ୍ତଙ୍କର ପ୍ରଥମ ପିରିୟଡ ସମୟରେ କିଛି ନା କିଛି ଅଜବ ହୋଇଥାଏ । ପିରିୟଡ କୌଣସି ବି ଝିଅର ଜୀବନ ପାଇଁ ସବୁଠୁ ବଡ କଥା ହୋଇଥାଏ । ଜରୁରୀ ଅଟେ କି ତାକୁ ଏହା ବିଷୟରେ ପୂର୍ବରୁ ଯଦି ଜଣା ପଡିଯିବ ତେବେ ସେ ପିରିୟଡ ପାଇଁ ପ୍ରସ୍ତୁତି ହୋଇଯିବ ।

କହିବାକୁ ଗଲେ ପିରିୟଡ ଏକ ଝିଅକୁ ଯୁବତୀ କରିବାର ପ୍ରସ୍ତୁତି ଅଟେ ।

ନିଜର ପ୍ରଥମ ପିରିୟଡ ସମୟରେ ସମସ୍ତ ଝିଅମାନଙ୍କର ନିଜର ଅଲଗା ଅଲଗା ରିୟାକ୍ସନ ହୋଇଥାଏ । କହିବାକୁ ଗଲେ ଆଜିକାଲି ସୋସିଆଲ ମିଡିଆରେ ପ୍ରଥମ ଥର ପିରିୟଡକୁ ନେଇ ଏକ ଭିଡିଓ ଭାଇରାଲ ହେଉଛି । ଯାହାକି ବହୁତ ମୋଟିବେଶନାଲ ଟାଇପର ଅଟେ । ଆସନ୍ତୁ ଆପଣଙ୍କୁ କହି ଦେଉଛୁ କି ଏହି ଭିଡିଓର କଣ ଖାସ ଅଛି ।

ଆପଣ ଦେଖି ପାରିବେ କି ଗୋଟିଏ ଝିଅ ଉପରେ ଏହି ଭିଡିଓଟି କରାଯାଇଛି । ଏହି ଭିଡିଓରେ ଗୋଟିଏ ଝିଅ ରାସ୍ତାରେ ଏକୁଟିଆ ଯାଉଛି ଓ ସେ ଏକ ଧଳା ରଙ୍ଗର ଡ୍ରେସ ପିନ୍ଧିଛି । ଏମିତିରେ ରାସ୍ତାରେ ଚାଲୁଥିବା ସମୟରେ ଅଚାନକ ତାକୁ ପିରିୟଡ ଆସୁଛି ।

ଏହି ପିରିୟଡ ତାହା ପାଇଁ ପ୍ରଥମ ଥର ଅଟେ ସେଥିପାଇଁ ସେ କିଛି ଜାଣି ପାରୁ ନାହିଁ କିନ୍ତୁ କିଛି ସମୟ ପରେ ତାହାର ଧଳା ଡ୍ରେସ ଉପରେ ଥିବା ରକ୍ତ ସମସ୍ତଙ୍କୁ ନଜର ଆସୁଛି । ସେ ଝିଅଟି ବି ରକ୍ତ ଦେଖିବା ମାତ୍ରେ ଡରି ଯାଇ କାନ୍ଦିବାକୁ ଲାଗିଲା ଓ ଏକ ସ୍କୁଟି ଉପରେ ଯାଇ ବସିଲା ।

ସମସ୍ତେ ତାହାର ଡ୍ରେସକୁ ଦେଖି କହୁଥିଲେ କି, ‘ଛି କେମିତି ଝିଅ ଅଟେ ।‘ ଏହା ପରେ ଭିଡ ମଧ୍ୟରୁ ଏକ ଯୁବକ ଆସୁଛି ଯାହାର ଏହି ସ୍କୁଟି ଅଟେ । ସେହି ଯୁବକ ଜଣକ ଦେଖୁଛି କି ଝିଅଟି ସ୍କୁଟି ଉପରେ ବସି କାନ୍ଦୁଛି । ଏହା ପରେ ସେ ତାକୁ କାନ୍ଦିବାର କାରଣ ପଚାରିଲା । ତେବେ ଝିଅଟି କହିଲା କି ତାହାର ବ୍ଲିଡିଙ୍ଗ ହେଉଛି । ଏହା ପରେ ଝିଅ ସହିତ ସେହି ଯୁବକ ଯାହା କରୁଛି ତାହା ବହୁତ ପ୍ରଶଂସିତ ଅଟେ । ତେବ ଆସନ୍ତୁ ଦେଖିବା ସେହି ଯୁବକ ଜଣକ କଣ କରିଲା ।

ସଚେତନତା ପାଇଁ ଏହି ପୋଷ୍ଟଟିକୁ ସମସ୍ତଙ୍କ ସହିତ ଶେୟାର କରନ୍ତୁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।