ଭାରତର ସବୁଠୁ ଶସ୍ତା ପେଟ୍ରୋଲ କେଉଁଠି ମିଳେ? ଆଜିର 26 ଟି GK Question ଓ Answer

ଆଜି ଆମେ ଆପଣଙ୍କୁ କିଛି ଏମିତି ପ୍ରଶ୍ନ ପଚାରିବୁ ଯାହା ଦ୍ଵାରା ଆପଣଙ୍କ ଜେନେରାଲ ନଲେଜ ଆହୁରି ବି ବଢିଯିବ । ଏହି ପ୍ରଶ୍ନ ଗୁଡିକ ଅଳ୍ପ ଭିନ୍ନ ପ୍ରକାରର ଅଟେ । ଏହି ପ୍ରଶ୍ନର ଉତ୍ତର ବି ସେହିଭଳି ଅଜବ ଗଜବ ଅଟେ । କହିବାକୁ ଗଲେ ଏସବୁ ପ୍ରଶ୍ନର ଉତ୍ତର ସହଜ ଅଟେ, କିନ୍ତୁ ଏହାର ଉତ୍ତର ବିଷୟରେ ଆପଣ କେବେ ବି ଚିନ୍ତା କରି ନ ଥିବେ । ଏହା ଆପଣଙ୍କ ବୁଦ୍ଧିକୁ ପରୀକ୍ଷା କରିଥାଏ । ତେବେ ଚାଲନ୍ତୁ ଜାଣିବା ସେହିଭଳି କିଛି ପ୍ରଶ୍ନ ଓ ଏହାର ଉତ୍ତର ବିଷୟରେ ।

୧- ଭାରତର ସବୁଠୁ ଶସ୍ତା ପେଟ୍ରୋଲ କେଉଁଠାରେ ମିଳେ ?

ଉତ୍ତର- ଗୋଆ

୨- ବିଶ୍ୱର ସବୁଠୁ ବଡ଼ ମସଜିଦ କେଉଁଠାରେ ଅବସ୍ଥିତ ?

ଉତ୍ତର- ଇରାକରେ ଅବସ୍ଥିତ

୩- କେଉଁ ଦେଶର ଲୋକମାନେ ବିଲେଇକୁ ଖାଆନ୍ତି ?

ଉତ୍ତର- ଚୀନ ଦେଶର ଲୋକମାନେ

୪- ଦୁନିଆର ଦ୍ୱିତୀୟ ତାଜମହଲ କେଉଁଠାରେ ଅଛି ?

ଉତ୍ତର- ବଙ୍ଗଳାଦେଶରେ ଅଛି

୫- ଭୋରରୁ ଯେଉଁ ତାରା ଦେଖାଯାଏ ତାକୁ କେଉଁ ଗ୍ରହ କୁହାଯାଏ ?

ଉତ୍ତର- ଶୁକ୍ର ଗ୍ରହ

୬- ଭାରତର ସବୁଠୁ ବେଶି ବଣ ଵାଲା ରାଜ୍ୟ କାହାକୁ କୁହାଯାଏ ?

ଉତ୍ତର- ମଧ୍ୟ ପ୍ରଦେଶ

୭- ସବୁଠୁ ଦାମ ଵାଲା ପଶୁ କିଏ ?

ଉତ୍ତର- ରେଶର ଘୋଡା

୮- ମେଘର ଘର ଭାରତର କେଉଁ ରାଜ୍ୟ କୁ କୁହାଯାଏ ?

ଉତ୍ତର- ମେଘାଳୟକୁ

୯- ପୃଥିବୀରେ ମୋଟ କେତୋଟି ମହାଦ୍ୟୁପ ଅଛି ?

ଉତ୍ତର- ୭ ଟି

୧୦- ଦିଲ୍ଲୀର ଲାଲକୀଲା ର ନିର୍ମାଣ କିଏ କରିଥିଲା ?

ଉତ୍ତର- ଶାହାଯାହାନ ନିର୍ମାଣ କରିଥିଲେ

୧୧- ଗ୍ରହର ଆବିଷ୍କାର କିଏ କରିଥିଲେ ?

ଉତ୍ତର- କେପ୍ଲର ଆବିଷ୍କାର କରିଥିଲେ

୧୨- ଶୁର୍ଯ୍ୟ ର ତାପମାନ କେତେ ?

ଉତ୍ତର- ୬୦୦୦ ଡିଗ୍ରୀ ସେଲସିଏସ

୧୩- ପର୍ବର ନଗର କାହାକୁ କୁହାଯାଏ ?

ଉତ୍ତର- ମଦୁରାଇକୁ କୁହାଯାଏ

୧୪- ଅମରନାଥ ଗୁମ୍ଫା କେଉଁଠାରେ ଅବସ୍ଥିତ ?

ଉତ୍ତର- କାଶ୍ମୀର ରେ ଅବସ୍ଥିତ

୧୫- ସବୁଠୁଁ ବେଶି ମାଟିର ଘର କେଉଁଠାରେ ଦେଶରେ ଅଛି ?

ଉତ୍ତର- ଭାରତ ଦେଶରେ

୧୬- କେଉଁ ଅଙ୍ଗରୁ ବ୍ଲଡ଼ ପ୍ରେସର ବଢିଥାଏ ?

ଉତ୍ତର- ଲାଲ ରଙ୍ଗରୁ

୧୭- ଭାରତର ପ୍ରଥମ Governor କିଏ ଥିଲେ ?

ଉତ୍ତର- ଲର୍ଡ଼ ବିଲିୟମ ବେଣ୍ଟିକ ଥିଲେ

୧୮- ଘୁଷୁରିର କେତୋଟି ଦାନ୍ତ ଅଛି ?

ଉତ୍ତର- ୪୪

୧୯- ପୁର୍ଣ ସ୍ୱରାଜ ନାରା କିଏ ଦେଇଥିଲେ ?

ଉତ୍ତର- ଜବାହାରଲାଲ ନେହେରୁ

୨୦- ଯୋଜନା ଆୟୋଗ ର ଅଧ୍ୟକ୍ଷ କିଏ ଅଟନ୍ତି ?

ଉତ୍ତର- ପ୍ରଧାନମନ୍ତ୍ରୀ

୨୧- କେଉଁ ପଶୁର ଜିଭ କଲା ହୋଇଥାଏ ?

ଉତ୍ତର- ଜିରାଫ

୨୨- ଫଳର ଡାଲିୟା ଭାରତର କେଉଁ ରାଜ୍ୟକୁ କୁହାଯାଏ ?

ଉତ୍ତର- ହିମାଚଳ ପ୍ରଦେଶ

୨୩- କେଉଁ ଦେଶରେ ସବୁଠୁ ବେଶି ମଦ ପିଅନ୍ତି ?

ଉତ୍ତର- ଅଷ୍ଟ୍ରେଲିଆ

୨୪- ରକ୍ତ ଭଳି ଲାଲ ରଙ୍ଗର ନଦୀ କେଉଁ ଦେଶରେ ଅଛି ?

ଉତ୍ତର- ସ୍ପେନ ଦେଶରେ

୨୫- ସବୁଠୁ ଲମ୍ବା ତଟ ରେଖା କେଉଁ ରାଜ୍ୟରେ ଅଛି ?

ଉତ୍ତର- ଗୁଜରାଟ

୨୬- ଏମିତି ଏକ ଶବ୍ଦ କୁହନ୍ତୁ

ଗୋଟିଏ ଫିଲ୍ମର ନାମ

ଗୋଟିଏ ସହର ର ନାମ

ଗୋଟିଏ ପୁଅ ର ନାମ

ଗୋଟିଏ ଫଳ ର ନାମ ଅଟେ

ଉତ୍ତର- ଅମୃତ

ଆଶକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।