bahubali ଷ୍ଟାର Pravas ଙ୍କ ସମ୍ପତି କେତେ ଜାଣି ଆଶ୍ଚର୍ଯ୍ୟ ହେବେ

ବାହୁବଳି ଫିଲ୍ମର ସୁପର ଷ୍ଟାର ପ୍ରଭାସଙ୍କୁ ସମେସ୍ତ ଜାଣନ୍ତି । ପ୍ରଭାସ ତେଲୁଗୁ, ତାମିଲ ଫିଲ୍ମର ସୁପର ଷ୍ଟାର ଅଟନ୍ତି । ତାଙ୍କର ଵଲିଉଡ ଫିଲ୍ମ ସାହୋ ହିଟ ହେଲା ପରେ ସେ ବଲିଉଡ ର ସୁପର ଷ୍ଟାର ଙ୍କ ଲିଷ୍ଟ ରେ ପଳେଇ ଆସିଲେ । ତାଙ୍କ ପୁରା ନାମ ଉପଲପତି ଭୈଙ୍କଟ ସତ୍ୟ ନାରାୟଣ ପ୍ରଭାସ ରାଜୁ । ପ୍ରଭାସ ଙ୍କ ସହିତ ତାଙ୍କ ବଡ଼ ଭାଇ ଓ ବାପା, ମା, ସାନ ଭଉଣୀ ସହିତ ଅଛନ୍ତି ।

ତାଙ୍କ ବାପା ଜଣେ ବହୁତ ବଡ଼ ଫିଲ୍ମ ପ୍ରଡ୍ୟୁସର । ପ୍ରଭାସ ସହଜରେ ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ପାଦ ଦେଇ ଥିଲେ । ସେ କୋଡିଏ ବର୍ଷ ମଧ୍ୟରେ ଅଠର ଟି ଫିଲ୍ମ କରିଛନ୍ତି । ତାଙ୍କ ବୟସ ଚାଳିଶି ବର୍ଷ ହୋଇ ସାରିଲାଣି କିନ୍ତୁ ସେ ଵିଵାହ କରି ନାହାନ୍ତି ।

ସମସ୍ତ ଙ୍କ ପରି ମଧ୍ୟ ତାଙ୍କର ଗାର୍ଲଫ୍ରେଣ୍ଡ ଅଛନ୍ତି । କିନ୍ତୁ ସେ କାହାକୁ ବାହା ହୋଇ ନାହାନ୍ତି । ସେ ସ୍ୱଭାବରେ ଅତି ସୁନ୍ଦର ଓ ଭଦ୍ର ମଧ୍ୟ୍ୟ ହୋଇଥାନ୍ତି । ତାଙ୍କର ସବୁଠାରୁ ସୁପର ହିଟ ଫିଲ୍ମ ବାହୁବଳୀ ୧ ଛଅ ଶହ ପଚାଶ କୋଟି ଟଙ୍କା କମାଇ ଥିଲା ।

ତାପରେ ତାଙ୍କର ବାହୁବଳି ୨ ଏକ ଶହ ଅଶି କୋଟି ଟଙ୍କା କମାଇ ଥିଲା । ସମସ୍ତ ଙ୍କ ରେକର୍ଡ ଭାଙ୍ଗି ଥିଲା । ସେ ବାହୁବଳି ଫିଲ୍ମ ପାଇଁ ସବୁ କିଛି ଛାଡି ଦେଇଥିଲେ । ସେହି ପାଞ୍ଚ ବର୍ଷ ଭିତରେ କୈଣସି ଫିଲ୍ମ ସାଇନ୍ ମଧ୍ୟ କରିନାହାଁନ୍ତି । ସେ କୌଣସି ଜିନିଷ ଆଡଭୋଟାଇଜ ମଧ୍ୟ କରି ନଥିଲେ ।

ତାଙ୍କର ଏକ ବହୁତ ବଡ ଘର ହାଇଦ୍ରାବାଦ ରେ ଅଛି । ତାହାର ଦାମ୍ ଅଶି କୋଟି ଟଙ୍କା । ତାଙ୍କ ପାଖରେ ବହୁତ କାର ଅଛି, ଯାହାର ମୂଲ୍ୟ ତିନି କୋଟି ଟଙ୍କା । ସେ ସାଧାରଣ ତ ଗୋଟିଏ ଫିଲ୍ମ କରିବା ପାଇଁ କୋଡିଏ କୋଟି ଟଙ୍କା ନେଇ ଥାନ୍ତି । ସେ ବାହୁବଳି ଫିଲ୍ମ ପାଇଁ ଶହେ ଚାଳିଶ କୋଟି ଟଙ୍କା ନେଇ ଥିଲେ । ତାଙ୍କର ମୋଟ ସମ୍ପତି ହେଉଛି ଛଅ ଶହ ପଚାଶ କୋଟି ଟଙ୍କା ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।