୩୫ ବର୍ଷ ପୂର୍ବେ ଲୁଚିକି ସନି ଦେଓଲ କରିଥିଲେ ବିବାହ, ଆଜି ବି ତାଙ୍କ ସ୍ତ୍ରୀ ଅଟନ୍ତି ବହୁତ ସୁନ୍ଦର, ଆଉ ଏବେ ପୁଅ କରିବାକୁ ଯାଉଛି…

ବଲୀଉଡ ଦୁନିଆ ସବୁଠୁ ନିଆରା ହୋଇଥାଏ । କହିବାକୁ ଗଲେ ବଲୀଉଡର କିଛି ଷ୍ଟାରମାନଙ୍କର ପ୍ରେମ କାହାଣୀ ବି ପୁରା ନିଆରା ଓ ପୁରା ଦୁନିଆରେ ପ୍ରସିଦ୍ଧ ଅଟେ । ଯଦି ଆମେ କଥାବାର୍ତ୍ତା କରିବୁ ବଲୀଉଡର ଏକ୍ଶନ ହିରୋ ସନୀ ଦେଓଲଙ୍କର ତେବେ କଣ ଆପଣ ଜାଣିଛନ୍ତି କି ତାଙ୍କର ପ୍ରେମ ବିବାହ ବହୁତ ହିଁ ରୋମାଞ୍ଚକ ଭାବରେ ହୋଇଥିଲା ।

ବାହାଘରର ଏତେ ବର୍ଷ ପରେ ବି ପତ୍ନୀର ସୁନ୍ଦରତା ଓ ସନୀ ଦେଓଲଙ୍କର ପ୍ରେମ କାୟମ ଅଛି । କହିବାକୁ ଗଲେ ସନୀ ଦେଓଲ ନିଜର ପର୍ସନାଲ ଲାଇଫ ବିଷୟରେ ବହୁତ କମ କଥାବାର୍ତ୍ତା କରନ୍ତି । କିନ୍ତୁ ଏଥର ସେ କହିଲେ କି ୩୫ ବର୍ଷ ପୂର୍ବେ ଲୁଚି ଛପି କରିଥିଲେ ବିବାହ, ଚାଳନ୍ତୁ ଜାଣିବା ତାଙ୍କର କାହାଣୀ ।

୩୫ ବର୍ଷ ପୂର୍ବେ ଲୁଚି କରି ବିବାହ କରିଥିଲେ ସନୀ ଦେଓଲ

ହିନ୍ଦୀ ସିନେମାକୁ ବଡ ବଡ ସୁପରହିଟ ଫିଲ୍ମ ଦେଇଥିବା ସନୀ ଦେଓଲ ବର୍ତ୍ତମାନ ବିଜେପି ତରଫରୁ ଗୁରୁଦାସପୁରରେ ଏମପି ସିଟରେ ବିଜୟ ହାସଲ କରିଛନ୍ତି । ଯଦି ଆମେ ତାଙ୍କର ପର୍ସନାଲ ଲାଇଫ ବିଷୟରେ କଥାବାର୍ତ୍ତା କରିବୁ ତେବେ ସନୀ ଦେଓଲ ୩୫ ବର୍ଷ ପୂର୍ବେ ପୂଜାଙ୍କ ସହିତ ବିବାହ କରିଛନ୍ତି, ସନୀ ଓ ପୂଜା ପରସ୍ପରଙ୍କୁ ପିଲାବେଳୁ ହିଁ ଜାଣି ଥିଲେ କାରଣ ଦୁଇ ଜଣଙ୍କର ପରିବାର ମଧ୍ୟରେ ବିଜନେସର ସମ୍ପର୍କ ରହିଛି ଓ ସେମାନେ ପ୍ରାୟତଃ ବିବାହ କିମ୍ବା ଅନ୍ୟ ଫଙ୍କସନରେ ପରସ୍ପରର ଦେଖା ସାକ୍ଷାତ ବି କରୁଥିଲେ ।

ଏମିତି କୁହାଯାଏ କି ସନୀଙ୍କର ବିବାହ ତାଙ୍କର ପ୍ରଥମ ଫିଲ୍ମ ‘ବେତାବ’ର ରିଲିଜ ହେବା ପୂର୍ବରୁ ହିଁ ହୋଇ ଯାଇଥିଲା । କିନ୍ତୁ ବିବାହର କଥାକୁ ସେ ସମସ୍ତଙ୍କ ଠାରୁ ଲୁଚାଇ ରଖିଥିଲେ ।

କହିବାକୁ ଗଲେ ଫିଲ୍ମ ‘ବେତାବ’ ଏକ ରୋମାଣ୍ଟିକ ଫିଲ୍ମ ଥିଲା ଓ ଫିଲ୍ମର ନିର୍ମାତା ଓ ସନୀଙ୍କର ପିତା ଧର୍ମେନ୍ଦ୍ରଙ୍କୁ ଡର ଥିଲା କି ବିବାହର କଥା ସାମନାକୁ ଆସିଲେ ଯଦି ଲୋକମାନେ ସନୀଙ୍କୁ ଗ୍ରହଣ କରିବେ ନାହିଁ । କିନ୍ତୁ ଏହା ପରେ ବହୁତ ସମୟ ପରେ ମିଡିୟାରେ ଏହି କଥା ଆସିଗଲା ଓ ସନୀ – ପୂଜାଙ୍କର କହିବା ପରେ ବିବାହ ଲୁଚି ଛାପି କରଯାଇଥିଲା । ସନୀଙ୍କର ପତ୍ନୀ ବହୁତ ସୁନ୍ଦର ଅଟନ୍ତି ଓ ସନୀ ଦେଓଲ ନିଜର ପରିବାରଙ୍କୁ ସବୁବେଳେ ଲାଇମଲାଇଟରୁ ଦୂରେଇ ରଖନ୍ତି ।

ପୁଅ କରିବାକୁ ଯାଉଛି ବଲୀଉଡକୁ ଡେବ୍ୟୁ

ସନୀ ଦେଓଲଙ୍କର ବଡ ପୁଅ କରଣ ଦେଓଲ ଫିଲ୍ମ ‘ପଲ-ପଲ ଦିଲ କେ ପାସ’ରୁ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହି ଫିଲ୍ମରେ ସନୀ ଦେଓଲ ପ୍ରଥମ ଥର ନିର୍ଦେଶନର କମାନ ସମ୍ଭାଳିଛନ୍ତି ଓ ନିଜ ପୁଅକୁ ନିଜର ହିଁ ହୋମ ପ୍ରୋଡକ୍ଶନରେ ଲଞ୍ଚ କରିବାକୁ ଯାଉଛନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।