ଏହି ଅଜବ ଘର ସବୁ ଦେଖିଲେ ହସି ହସି ଗଡିଯିବେ ଆପଣ, ଥରୁଟିଏ ଦେଖିନିଅନ୍ତୁ

ଆଜି ଆମେ ଆପଣଙ୍କୁ ଦେଖାଇବୁ କିଛି ଏମିତିକା ଘର ଓ ବିଲ୍ଡିଂ ଯାହାକୁ ଦେଖିଲେ ଆପଣ ନିଜ ହସକୁ ଅଟକାଇ ପାରିବେ ନାହିଁ ଓ  ଭାବିବେ କି ଏହାକୁ କଣ ଭାବି ତିଆରି କରା ଯାଇଛି । ଦେଖନ୍ତୁ …

୧. ଏହି ଘରକୁ ଦେଖିଲେ ଆପଣ ନିଜ ହସକୁ ଅଟକାଇ ପାରିବେ ନାହିଁ ।

୨. କେମିତି ଲାଗିଲା, ଆପଣ ବି ରହିବାକୁ ଚାହାଁନ୍ତି ଏଠାରେ …

୩. ଆରେ ଭାଇ, ପ୍ରଥମେ ଘରକୁ ସୁରକ୍ଷିତ ତ କର ।

୪. ଆମର ଛୋଟ ସ୍ଵପ୍ନର ଘର ।

୫. ଏହାକୁ ତିଆରି କରିଥିବା ଇଞ୍ଜିନିୟର କୁ ସଲାମ ।

୬. ତୋ ଘର ସାମ୍ନାରେ ଘର କରିବି ଛୋଟ ହେଉ ପଛକେ ।

୭. ଦାୟିତ୍ଵ ବଢି ବଢି ଯାଉଛି ।

୮. ରାତା ରାତି ଛିଡାକରିଦେଲା, ପଛ ବାଲା ତ ଗଲେ ।

୯. ବାସ କାମ ହୋଇଯିବା ଦରକାର ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।