ହଁ, ସୁଶାନ୍ତଙ୍କ ପଇସାରେ ମୁଁ ଅୟେଶ କରୁଥିଲି, ଆକାଉଣ୍ଟ ଫରେନସିକ ରିପୋର୍ଟରେ ଖୋଲିଲା ରିୟାଙ୍କ କାରନାମା

ସୁଶାନ୍ତ ସିଂ ରାଜପୁତ ଙ୍କୁ ନେଇ ରିୟା ଚକ୍ରବର୍ତ୍ତୀ ଙ୍କୁ ଲଗାତାର ପଚରା ଉଚୁରା ହେଉଛି । ଏବେ ରିୟା ଙ୍କ ସାମ୍ନାରେ ସିଦ୍ଧାର୍ଥ ପିଠାନି, ସମୁଏଲ ମିରଣ୍ଡା ଏବଂ ଦେପେଷ ସାୱାନ୍ତ୍ ଙ୍କୁ ବସାଇ ତଦନ୍ତ କରିଥିଲା CBI । ଏବଂ ଏବେ ଯାହା ଖୁଲାସା ହୋଇଛି ଶୁଣିଲେ ଆଶ୍ଚର୍ୟ୍ଯ ହୋଇଯିବେ । କାରଣ ସୁଶାନ୍ତ ଙ୍କ ଆକାଉଣ୍ଟ୍ ରେ ୧ କି ୨ କୋଟି ଟଙ୍କା ନୁହଁ ବରଂ ପୁରା ୭୦ କୋଟି ଟଙ୍କା ଆସିଥିଲା । ସୁଶାନ୍ତ ଙ୍କ ଫୋରେଂଶି ଆକାଉଣ୍ଟ୍ ରିପୋ୍ଟରେ ଏହି ବଡ଼ ଖୁଲାସା ହୋଇଛି ।

ରିୟା ମଧ୍ୟ CBI ସାମ୍ନାରେ ସ୍ୱୀକାର କରିଛନ୍ତି କି ସେ ସୁଶାନ୍ତ ଙ୍କ ପଇସା ରେ ରାଜ କରୁଥିଲେ । ରିୟା ଙ୍କ ପାଖରେ ଆଊ କୌଣସି ଅନ୍ୟ ଉପାୟ ହିଁ ନଥିଲା କାରଣ ରିୟା ଙ୍କ ସାମ୍ନାରେ ହିଁ ସିଦ୍ଧାର୍ଥ ପିଠାନି ସବୁ କହିଥିଲେ ଏବଂ ରିୟା କାନ୍ଦି କାନ୍ଦି ସବୁ ସ୍ବୀକାର କରିଥିଲେ । ତେବେ ଚାଲନ୍ତୁ ଜାଣିବା ସୁଶାନ୍ତ ଙ୍କ ଆକାଉଣ୍ଟ୍ ବିଷୟରେ ।

ରିୟା ଚକ୍ରବର୍ତ୍ତୀ ବର୍ତମାନ CBI ଜାଲରେ ଫସିସାରିଚନ୍ତି । ରିୟା ଏବେ କେବଳ କାନ୍ଦୁଛନ୍ତି କାରଣ ରିୟା ଙ୍କ ପାଖରେ ଏବେ ଆଊ କୌଣସି ଚାରା ନାହିଁ । ରିୟା ଙ୍କୁ CBI ଟିମ ସିଧା ପଚାରିଥିଲ କି ସୁଶାନ୍ତ ଙ୍କ ପଇସାରୁ ତୁମେ କେତେ ଖର୍ଚ୍ଚ କରିଚ କିନ୍ତୁ ରିୟା ମାନ କରିଥିଲେ କି ନାହିଁ ସୁଶାନ୍ତ ଙ୍କ ଟଙ୍କାରୁ ମୁଁ କିଛି ବି ଖର୍ଚ୍ଚ କରିନି । କିନ୍ତୁ CBI ସଙ୍ଗେ ସଙ୍ଗେ ଆରପଟ ରୁମ ରୁ ସିଦ୍ଧାର୍ଥ ପିଠାନି ଙ୍କୁ ଆଣି ଠିଆ କରାଇଥିଲା ଏବଂ ପିଠାନି ଡରରେ ସବୁ କିଛି କହିଦେଇଥିଲେ ।

କହିଥିଲେ କି ରିୟା ଙ୍କ ସବୁ ଖର୍ଚ୍ଚ ସୁଶାନ୍ତ ହିଁ କରୁଥିଲେ । ରିୟା କ୍ରେଡିଟ କାର୍ଡ ସହିତ ଡେବିଟ କାର୍ଡ ର ମଧ୍ୟ ବ୍ୟବହାର କରୁଥିଲେ । ପୀଠାନି କହିଲା କି ଏହି ସବୁ କଥା ସମୁଏଲ ମିରନ୍ଦେ ତାଙ୍କୁ କହିଥିଲେ ଏବଂ ସେହି କ୍ଷଣି ହିଁ CBI ମିରଣ୍ଡେ଼ ଙ୍କୁ ନେଇ ଆସିଥିଲା । ମିରାନ୍ଦେ ସୁଶାନ୍ତ ଙ୍କ ଆକାଉଣ୍ଟ ସମ୍ଭାଳିଥିଲେ ଏବଂ ସେ କହିଛନ୍ତି କି ରିୟା ତାଙ୍କୁ ସୁଶାନ୍ତ ଙ୍କ କାର୍ଡ ର ପିନ ମାଗିଥିଲେ କେବଳ ତାହା ନୁହଁ ରିୟା ଙ୍କ ସବୁ ଖର୍ଚ୍ଚ ସୁଶାନ୍ତ ଙ୍କ ଆକାଉଣ୍ଟ ରୁ ହିଁ ହେଉଥିଲା ।

ପିଠାନି ଏବଂ ମିରାନ୍ଦେ CBI ସାମ୍ନାରେ ହିଁ ରିୟା ଙ୍କ ପର୍ଦାଫସ୍ କରିଦେଇଥିଲେ । ଏହା ପରେ ରିୟା CBI ସାମ୍ନାରେ ଜୋରେ କାନ୍ଦିବାକୁ ଲାଗିଥିଲେ ଏବଂ ସ୍ବୀକାର କରିଥିଲେ କି ସେ ସୁଶାନ୍ତ ଙ୍କ ପଇସାରେ ଏସ କରୁଥିଲେ । ଫୋରେଂସି ରିପୋ୍ଟରୁ ସାମ୍ନାକୁ ଆସିଛି କି ଗତ ୪ ବର୍ଷ ରେ ସୁଶାନ୍ତ ୭୦ କୋଟି ଟଙ୍କା ରୋଜଗାର କରିଥିଲେ । ସୁଶାନ୍ତ ୫ କୋଟି ଟ୍ୟାକ୍ସ ଦେଇଥିଲେ ଏବଂ ୪ କୋଟି ନିଜ ଘରେ ଖର୍ଚ୍ଚ କରିଥିଲେ ଏବଂ ୪ କୋଟି ଟଙ୍କା ଚାରିଟି ରେ ଦେଇଥିଲେ ।

ଏସବୁ ଖର୍ଚ୍ଚ କରିଥିଲେ ସୁଶାନ୍ତ କିନ୍ତୁ ରିପୋ୍ଟରେ କିଛି ଏମିତି ଖର୍ଚ୍ଚ ହୋଇଛି ଯାହା ଶୁଣିଲେ ଆପଣ ଆଶ୍ଚର୍ୟ୍ଯ ହୋଇଯିବେ । ସୁଶାନ୍ତ ଙ୍କ ଆକାଉଣ୍ଟ ରୁ ସବୁ ଦିନ ୫୦ ହାଜର ଟଙ୍କାର ଦ୍ରାଏଫ୍ରୁଟ ମଗା ଯାଉଥିଲା । ସୁଶାନ୍ତ ଙ୍କ ଆକାଉଣ୍ଟ ରୁ ୨ କୋଟି ଟଙ୍କାର କାଜୁ ବାଦାମ ମଗା ଯାଇଥିଲା । ରିୟା ଙ୍କ ମା, ତାଙ୍କ ଭାଇ, ତାଙ୍କ ପିତା ସମସ୍ତଙ୍କର ଖର୍ଚ୍ଚ ସୁଶାନ୍ତ ସମ୍ଭାଳି ଥିଲେ । ରିୟା ଙ୍କ ପରିବାର ଲୋକଙ୍କ ପାଇଁ ସୁଶାନ୍ତ ୧ କୋଟି ଖର୍ଚ୍ଚ କରିଥିଲେ ।

ରିୟା ଙ୍କ ପୁରା ପରିବାର ସୁଶାନ୍ତ ଙ୍କ ପଇସାରେ ହିଁ ଚଳୁଥିଲେ । ସୁଶାନ୍ତ ଙ୍କ ଆକାଉଣ୍ଟ ରୁ ରିୟା ୬୦ ଲକ୍ଷ ଟଙ୍କାର ଫୋନ କିଣିଥିଲେ । ସୁଶାନ୍ତ ୪ ବର୍ଷ ରେ ଯୋଉ ୭୦ କୋଟି ଟଙ୍କା ରୋଜଗାର କରିଥିଲେ ରିୟା ଙ୍କ ପରିବାର ୨ ବର୍ଷ ରେ ହିଁ ଖର୍ଚ୍ଚ କରିଦେଇଥିଲେ । CBI ରିୟା ଙ୍କୁ ଗୋଟେ ଅଡିଓ ଶୁଣାଇଲେ ଯେଉଁଥିରେ ରିୟା ଏବଂ ତାଙ୍କ ପିତା ସୁଶାନ୍ତ ଙ୍କ ପଇସା ବିଷୟରେ କଥା ହେଉଥିଲେ କିନ୍ତୁ ସୁଶାନ୍ତ ଖର୍ଚ୍ଚ କମ କରିବାକୁ କହିଥିଲେ ।

କିନ୍ତୁ ରିୟା କହିଥିଲେ କି ସୁଶାନ୍ତ ବେଶି ଖର୍ଚ୍ଚ କରୁଥିଲେ । ଏଥି ରିୟା ଙ୍କ ମିଛ ଧାରା ପଡିଛି । ରିୟା CBI ଆଗରେ ସ୍ବୀକାର କରିଛନ୍ତି କି ସେ ସୁଶାନ୍ତ ଙ୍କ ସହିତ ତାଙ୍କ ପଇସା ପାଇଁ ଥିଲେ । CBI ନିଜର ତଦନ୍ତ ଖୁବ ଜୋରେ କରିଚାଲିଛି । ଏବଂ କହିଛି ସୁଶାନ୍ତ ଙ୍କ ହତ୍ୟାକାରୀ ବହୁତ ଶୀଘ୍ର ପୁରା ଭାରତ ବାସି ଙ୍କ ସାମ୍ନାରେ ଥିବେ ଏବଂ ସୁଶାନ୍ତ ଙ୍କୁ ନ୍ୟାୟ ନିଶ୍ଚିନ୍ତ ମିଳିବ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।