Bollywood ଆକ୍ଟ୍ରେସ Radhika Madan ଙ୍କ ବଡ ଖୁଲାସା, କହିଲେ “ପ୍ରଥମ ସୁଟ ରେ ହିଁ ନେବାକୁ ପଡିଥିଲା ଗର୍ଭ ନିରୋଧକ ବଟିକା…”

କେହି ଗଡଫାଦର ନ ଥିଲେ ବଲିଉଡରେ ଏଣ୍ଟ୍ରି କରି ନିଜ ନାମ କମାଇବା ବହୁତ କଷ୍ଟ ବୋଲି ସମୟ ସମୟରେ ଶୁଣିବାକୁ ମିଳିଥାଏ । ନୂଆ କଳାକାର ମାନଙ୍କୁ ଏହି ଫିଲ୍ମ ଇଣ୍ଡଷ୍ଟ୍ରିରେ ଆସିବା ପାଇଁ ଖୁବ ପାପଡ଼ ବେଲିବାକୁ ପଡିଥାଏ ।

ପୂର୍ବରୁ କୌଣସି ପରିଚୟ ନ ଥିବା ଏହପରି ଏକ ଅଭିନେତ୍ରୀଙ୍କ ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ସେ ହେଉଛନ୍ତି ଅଭିନେତ୍ରୀ ରାଧିକା ମଦାନ, ଯାହାଙ୍କ ବଲିଉଡ ଯାତ୍ରାର କାହାଣୀ ଖୁବ ହୃଦୟସ୍ପର୍ଶୀ ଅଟେ । ଛୋଟ ପରଦାରୁ ହିଁ ସମସ୍ତେ ରାଧିକାଙ୍କୁ ଖୁବ ପସନ୍ଦ କରି ଆସୁଛନ୍ତି । ନିଜ ପରିଶ୍ରମ ବଳରେ ଆକାଶକୁ ଛୁଇଁ ପାରିଥିବା ରାଧିକାଙ୍କ ନିକଟରେ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଷ୍ଟେଟମେଣ୍ଟ ସାମନାକୁ ଆସିଛି, ଯାହା ତାଙ୍କୁ ରାତାରାତି ଚର୍ଚ୍ଚାର ବିଷୟ ବନେଇ ଦେଇଛି ।

ଆପଣଙ୍କୁ ଜଣାଇ ଦେଉଛୁ ଯେ, ଟିଭି ଦୁନିଆରୁ ବଲିଉଡରେ ପାଦ ଦେଇଥିବା ରାଧିକା ମଦାନ ଏକ ଇଣ୍ଟରଭ୍ୟୁରେ ହଇରାଣ କରିଦେବା ଭଳି ଖୁଲାସା କରିଛନ୍ତି । ଯାହା ପରେ ତାଙ୍କ ପିତାଙ୍କ ପ୍ରତିକ୍ରିୟା ଦେଖିବା ଯୋଗ୍ୟ ଥିଲା । ରାଧିକା ମଦାନ କଲର୍ସ ଟିଭି ଶୋ ‘ମେରି ଆଶିକି ତୁମ ସେ ହି’ ରୁ ନିଜ ଅଭିନୟ କ୍ଯାରିଅର ଆରମ୍ଭ କରିଥିଲେ । ଏହି ଧାରାବାହିକରେ ସେ ମୁଖ୍ୟ ଅଭିନେତ୍ରୀ ଥିଲେ ଓ ତାଙ୍କ ଲଭଷ୍ଟୋରିକୁ ସମସ୍ତେ ପସନ୍ଦ କରିଥିଲେ । ସେହିପରି ଫିଲ୍ମ ‘ପଟାଖା’ ରୁ ରାଧିକାଙ୍କୁ ବଲିଉଡରେ ପ୍ରଥମ ରୋଲ ମିଳିଥିଲା ।

ଏହି ଫିଲ୍ମଟି ବିଶାଲ ଭରଦ୍ଵାଜ ଙ୍କର ଥିଲା । ହେଲେ ରାଧିକାଙ୍କ ମତରେ ‘ମର୍ଦ କୋ ଦର୍ଦ ନାହି ହୋତା’ ତାଙ୍କର ପ୍ରଥମ ଫିଲ୍ମ ଥିଲା । କିନ୍ତୁ ପଟାଖା ର ଶୁ-ଟି-ଙ୍ଗ ପ୍ରଥମେ ଶେଷ ହୋଇଥିବାରୁ ଏହା ତାଙ୍କ ଡେବ୍ୟୁ ଫିଲ୍ମ ବୋଲି କୁହା ଯାଇଥିଲା । ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ, କିତନୁ ଏହା ସତ ଅଟେ ଯେ ରାଧିକଙ୍କୁ ତାଙ୍କ ପ୍ରଥମ ଫିଲ୍ମ ଶୁ-ଟି-ଙ୍ଗ ସମୟରେ ହିଁ ଗ-ର୍ଭ ନି-ରୋ-ଧ-କ ବଟିକା ନେବାକୁ ପଡିଥିଲା । ଏହାକୁ ନେଇ ରାଧିକା କହିଥିଲେ କି, “ମୋତେ ପ୍ରଥମ ଶୁ-ଟ ପାଇଁ ଗ-ର୍ଭ ନି-ରୋ-ଧ-କ ବଟିକା କିଣିବାକୁ କୁହା ଯାଇଥିଲା ।”

“ସେହି ସମୟରେ ମୋ ପିତାମାତା ମୋତେ ସରପ୍ରାଇଜ ଦେବାକୁ ଦିଲ୍ଲୀ ଆସୁଥିଲେ । ଯେତେବେଳ ପାପା ଏହି ମେଡ଼ିସିନ ଦେଖିଥିଲେ ତାଙ୍କୁ ବହୁତ ଅଜବ ଲାଗିଥିଲା ।” ରାଧିକାଙ୍କ ପିତା ନିଜ ଝିଅ ପାଖେ ଏହି ମେଡ଼ିସିନ ଦେଖିବା ପରେ ତାଙ୍କ ଗୋଡ ତଳୁ ମାଟି ଖସି ଯାଇଥିଲା। ରାଧିକା ଇଣ୍ଟରଭ୍ୟୁ ବେଳେ କହିଥିଲେ କି, ” ପାପା ମୋ ପ୍ରଥମ ଶୁ-ଟ କୁ ନେଇ ଲୋକଙ୍କୁ କଣ ଜବାବ ଦେବେ ଏହା ଭାବି ମୁଁ ଖୁବ ବ୍ୟସ୍ତ ହୋଇ ପଡିଥିଲି ।

ମୋତେ ଲାଗିଥିଲା କି ସେ ମୋ ପ୍ରଥମ ଶୁ-ଟ ପାଇଁ ଖୁବ ପ୍ରଶଂସା କରିବେ ଓ ଖୁସି ହେବେ, କିନ୍ତୁ ସେହି ସମୟରେ ସେପରି କିଛି ହୋଇ ନ ଥିଲା।” ରାଧିକା ମଦାନ ଫିଲ୍ମ ‘ମର୍ଦ କୋ ଦର୍ଦ ନେହି ହୋତା’ ଫିଲ୍ମରେ ଭାଗ୍ୟଶ୍ରୀଙ୍କ ପୁଅ ଅଭିମନ୍ୟୁ ଦସାନୀଙ୍କ ସହ କାମ କରିଥିଲେ ।

ଫିଲ୍ମଟି ବହୁତ କମ ସ୍କ୍ରିନରେ ରିଲିଜ ହୋଇଥିବାରୁ ଏହା ବକ୍ସଅଫିସରେ କିଛି ଖାସ କମାଲ ଦେଖା ପାରି ନ ଥିଲା । ଏହାପରେ ଦିଗଜ ଅଭିନେତା ଇରଫାନ ଖାନଙ୍କ ଶେଷ ଫିଲ୍ମ ‘ଅଂରେଜୀ ମିଡିୟମ’ ଏକ ଶାନଦାର ହିଟ ସାବିତ ହୋଇଥିଲା ଓ ଏହି ଫିଲ୍ମକୁ ସମସ୍ତେ ଖୁବ ପସନ୍ଦ ମଧ୍ୟ କରିଥିଲେ ।ଆପଣଙ୍କୁ ରାଧିକାଙ୍କ ଫିଲ୍ମ ‘ଅଂରେଜୀ ମିଡିୟମ’ କିପରି ଲାଗିଥିଲା ଆମକୁ ନିଶ୍ଚୟ କାମେଣ୍ଟ କରି ଜଣେଇବେ ଓ ପୋଷ୍ଟକୁ ଲାଇକ ଏବଂ ସେୟାର ମଧ୍ୟ କରିବେ ।