ଓଡିଆ ହିରୋଇନ Archita Sahu ନଣନ୍ଦ ଙ୍କ ସହ ମିଶି କଲେ ଜବରଦସ୍ତ ଡ୍ୟାନ୍ସ , ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଓଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ନିଜର ଅଭିନୟ ପାଇଁ ସମଗ୍ର ଓଡ଼ିଶା ବାସୀ ଙ୍କ ହୃଦୟ ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।

ତେବେ ବର୍ତ୍ତମାନ ସମୟ ରେ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଙ୍କ ଏକ ଭି-ଡି-ଓ ଖୁବ ମାତ୍ରାରେ ଭାଇରାଲ ହେବାକୁ ଲାଗିଛି । ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଅର୍ଚ୍ଚିତା ସାହୁ ଜଣେ ଭଲ ଅଭିନେତ୍ରୀ ହେବା ସହିତ ବହୁତ ଭଲ ଡ଼୍ୟାନ୍ସର ମଧ୍ୟ ଅଟନ୍ତି । ସେ ଅନେକ ଡ୍ୟାନ୍ସ ରିଆଲିଟି ସୋ ରେ ଜଜ୍ ମଧ୍ୟ ହୋଇ ସାରିଛନ୍ତି ।

ଯେଉଁଥିରେ ସେ ନିଜର ଜବରଦସ୍ତ ଡ୍ୟାନ୍ସ ପ୍ରଦର୍ଶନ କରିଛନ୍ତି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, ସୋସିଆଲ ମିଡିଆ ହେଉଛି ଏଭଳି ଏକ ପ୍ଲାଟଫର୍ମ ଯେଉଁଠାରେ ସମସ୍ତେ ନିଜର କଳା ର ପ୍ରଦର୍ଶନ କରିଥାନ୍ତି ।

ଆଜିକାଲି ଅଭିନେତା ଅଭିନେତ୍ରୀ ମାନେ ମଧ୍ୟ ସୋସିଆଲ ମିଡିଆ ଜରିଆରେ ଦର୍ଶକ ମାନଙ୍କ ମନୋରଞ୍ଜନ କରୁଛନ୍ତି । ତେବେ ଓଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ମଧ୍ୟ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ଏକ ଭି-ଡି-ଓ ପୋଷ୍ଟ କରିଛନ୍ତି ।

 

View this post on Instagram

 

A post shared by Archita Sahu (@architasahuofficial)

ସେହି ଭି-ଡି-ଓ ରେ ସେ ନିଜ ନଣନ୍ଦ ଙ୍କ ସହିତ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଅର୍ଚ୍ଚିତା ଓ ତାଙ୍କ ନଣନ୍ଦ ଭି-ଡି-ଓ ରେ ଦମଦାର ଡ୍ୟାନ୍ସ କରୁଛନ୍ତି । ଏହି ଭି-ଡି-ଓ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।

ଦର୍ଶକ ମାନେ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଙ୍କ ଏହି ଡ୍ୟାନ୍ସ ଭି-ଡି-ଓ କୁ ଖୁବ ପସନ୍ଦ କରିଛନ୍ତି ଏବଂ କମେଣ୍ଟ ଜରିଆରେ ନିଜର ଭଲ ପାଇବା ପ୍ରକାଶ କରିଛନ୍ତି । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।