ବୟସ ବଢିବା ସହିତ ଆହୁରି ବି ଜବାନ ଦେଖାଯାଉଛନ୍ତି ରେଖା, ସମସ୍ତେ ହେଉଛନ୍ତି ତାଙ୍କ ସୁନ୍ଦରତାର ଦିବାନା, ଦେଖନ୍ତୁ

ରେଖା ଗୋଟିଏ ଏମିତି ନାମ ଅଟେ ଯାହାକୁ ସମସ୍ତେ ଜାଣିଛନ୍ତି । ରେଖା ବଲୀଉଡର ସବୁଠୁ ସୁନ୍ଦର ଅଭିନେତ୍ରୀ ଅଟନ୍ତି । ତାଙ୍କର ସଦାବହାର ସୁନ୍ଦରତା ଓ ଯବାନିର ସମସ୍ତେ ଦିବାନା ଅଟନ୍ତି । ବୟସ ବଢିବା ସହିତ ଲୋକଙ୍କର ସୁନ୍ଦରତା କମ ହୋଇଥାଏ କିନ୍ତୁ ରେଖାଙ୍କର ସୁନ୍ଦରତା ଦିନକୁ ଦିନ ଆହୁରି ବଢିବାକୁ ଲାଗିଛି । ରେଖାଙ୍କୁ ଦେଖି କେହି ବି ତାଙ୍କର ବୟସର ଅନ୍ଦାଜ ଲଗାଇ ପାରିବେ ନାହିଁ ।

କଣ ଆପଣ ଜାଣିଛନ୍ତି କି ରେଖାଙ୍କର ଫିଲ୍ମି କ୍ୟାରିୟର ଯେତେ ଭଲ ରହିଛି ସେତିକି ହିଁ ତାଙ୍କର ପର୍ସନାଲ ଲାଇଫ ଖରାପ ରହିଛି ।

ଆରମ୍ଭରୁ ରେଖା ଅଭିନୟ କରିବାକୁ ଚାହୁଁ ନ ଥିଲେ । କିନ୍ତୁ ଫାଇନାନ୍ସିଆଲ ପ୍ରୋବ୍ଲେମ କାରଣରୁ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ରଖିଲେ ।

ବର୍ତ୍ତମାନ ସମୟରେ ରେଖା ଅଭିନୟ ଦୁନିଆରୁ ଦୂରେଇ ଯାଇଛନ୍ତି । ସେ ପ୍ରାୟତଃ ଆୱାର୍ଡ ଫଙ୍କଶନ ଓ ଇଭେଣ୍ଟରେ ନଜର ଆସିଥାନ୍ତି । ରେଖା ନିଜର ଶାଢୀ, ଗହଣା ଓ ଲୁକକୁ ନେଇ ପ୍ରାୟତଃ ଚର୍ଚାରେ ରହିଥାନ୍ତି । ସୁନ୍ଦରତା ମାମଲାରେ ରେଖା ବଲୀଉଡର କମ ବୟସର ଅଭିନେତ୍ରୀମାନଙ୍କୁ ବି ଟକ୍କର ଦେଇଥାନ୍ତି । ରେଖାଙ୍କର ବୟସ ୬୩ ବର୍ଷ ଅଟେ କିନ୍ତୁ ଆଜି ବି ସେ ସୁନ୍ଦର ଓ ଯବାନ ନଜର ଆସିଥାନ୍ତି ।

ଯେମିତି ଯେମିତି ରେଖାଙ୍କର ବୟସ ବଢୁଛି ସେମିତି ସେମିତି ତାଙ୍କର ଚେହେରା ଆହୁରି ଗ୍ଲୋ କରୁଛି । ଯୁବପିଢି ବି ରେଖାଙ୍କର ସୁନ୍ଦରତାର ଦିବାନା ଅଟନ୍ତି । ରେଖାଙ୍କର କହିବା ଅଟେ କି ସେ ସୁନ୍ଦର ଓ ଯବାନ ରହିବା ପାଇଁ ଦିନକୁ ୧୦ – ୧୨ ଗ୍ଳାସ ପାଣି ପିଇଥାନ୍ତି । ଯାହା ଦ୍ଵାରା ତାଙ୍କ ଶରୀରରେ ଥିବା ଟକ୍ସିଂସ ସଫା ହୋଇଯାଏ ଓ ତାଙ୍କର ଚେହେରା ଗ୍ଲୋ କରିଥାଏ ।

ଏହା ଛଡା ନିଜର ଫିଗରକୁ ମେଣ୍ଟେନ ରଖିବା ପାଇଁ ରେଖା ସବୁଦିନ ଏକ୍ସରସାଇଜ ଓ ଯୋଗ ବି କରନ୍ତି । ଏହା ଛଡା ରେଖା ରାତି ୮ ଟା ସମୟରେ ଡିନର କରି ଜଲ୍ଦି ଶୋଇ ଯାଆନ୍ତି । ରେଖା କୁହନ୍ତି କି ଭଲ ଖାଦ୍ୟ ଓ ଅଧିକ ଶୋଇବା ଦ୍ଵାରା ଚେହେରାରେ ଚମକ ଆସିଥାଏ । ଆଜିକାଲି ଝିଅମାନେ ନିଜର ସୁନ୍ଦରତାକୁ ବଢାଇବା ପାଇଁ ମୁହଁରେ ମହଙ୍ଗା ବ୍ୟୁଟି ପ୍ରଡକ୍ଟ ର ବ୍ୟବହାର କରିଥାନ୍ତି, କିନ୍ତୁ ରେଖା ନିଜର ସୁନ୍ଦରତା ପାଇଁ ଆୟୁର୍ବେଦର ପୁରାତନ ଉପାୟର ବ୍ୟବହାର କରନ୍ତି ।

ରେଖାଙ୍କ ଅନୁସାରେ ସେ ସବୁବେଳେ ସୁନ୍ଦର ଦେଖାଯିବା ପାଇଁ ଅରୋମା ଥେରେପୀ ଓ ଆୟୁର୍ବେଦିକ ସ୍ପା ଟ୍ରୀଟମେଂଟ ନିଅନ୍ତି । ରେଖା ଏକ ଅନୁଶାସିତ ଲାଇଫସ୍ଟାଇଲ ଫଲୋ କରନ୍ତି । ସେଥିପାଇଁ ସେ ଯବାନ ଓ ସୁନ୍ଦର ଦେଖା ଯାଆନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।