ସର୍ଜରୀ କରିବା ପଡିଗଲା ଭାରି, 12 ବର୍ଷ ରେ କେତେ ଯାଇଛନ୍ତି Salman Khan ଙ୍କ ହିରୋଇନ Ayesha Takia

ଆପଣ ମାନେ ଜାଣିଥିବେ କି ସୁନ୍ଦର ହେବା ପାଇଁ ବହୁତ ଲୋକେ ଇଛା କରିଥାନ୍ତି । କିନ୍ତୁ ଏହା କେବଳ ସର୍ଜରୀ କରିବା ଦ୍ଵାରା ହିଁ ସମ୍ଭବ ହୋଇ ପାରିବ । ସେହିପରି କିଛି ହେରୋଇନ ମାନେ ମଧ୍ୟ ସୁନ୍ଦର ଦେଖାଯିବା ପାଇଁ ସର୍ଜରୀ କରିଛନ୍ତି । ଖାସ କରି କହିବାକୁ ଗଲେ ଏହା ସୁନ୍ଦର ଚଳଚିତ୍ର ଜଗତରେ ଅଧିକ ହୋଇଥାଏ ଓ ବହୁତ ସମୟ ପୂର୍ବରୁ ମଧ୍ୟ ଏହା ହେଉଛି ।

କେଉଁ ଅଭିନେତ୍ରୀ ସୁନ୍ଦର ଦେଖା ଯିବାପାଇଁ ତାଙ୍କର ଓଠ ସର୍ଜରୀ କରିଛନ୍ତି ଓ ଆଉ କିଛି ପତଳା ହେବାପାଇଁ ମଧ୍ୟ ସର୍ଜରୀର ସାହାର୍ଯ୍ୟ ନେଇଛନ୍ତି । କହିବାକୁ ଗଲେ ଆଜି କାଲୀ ଦୁନିଆରେ କଣ ବା ଅସମ୍ଭବ ଅଟେ । ଏହି ଦୁନିଆରେ ସବୁ କିଛି ହୋଇପାରୁଛି । ଏବେ ସମୟରେ ଓ ନିଜ ଖୁସି ପାଇଁ ଲୋକ ବହୁତ କିଛି କରି ପାରୁଛନ୍ତି । ବଲିଉଡର ଏପରି ବହୁତ ଅଭିନେତ୍ରୀ ମାନେ କରିଛନ୍ତି ।

ଏବଂ ସବୁଠୁ ବଡ କଥା ହେଉଛି କି ମନୁଷ୍ୟ ତାର କମ୍ଜୋରିକୁ କୌଣସି ମତେ ପୁରା କରିପାରୁଛି ଓ ଏହାକୁ ଦୂର ମଧ୍ୟ କରି ଦେଉଛି । କିନ୍ତୁ ଏପରି କିଛି ଲୋକ ଅଛନ୍ତି ଯାହାକି ତାଙ୍କ ପାଖରେ ସବୁ କିଛି ଥାଇ ମଧ୍ୟ ସେ ସେଥିରେ ଖୁସିରେ ରହିପାରୁ ନାହାନ୍ତି । ସେମାନେ ତାଙ୍କ ନିଜ ଭିତରେ କିଛି ନା କିଛି ଅସୁବିଧା ଥିବାର ଦେଖୁଛନ୍ତି ।

କିନ୍ତୁ କହିବାକୁ ଗଲେ ସେମାନେ ଦୁନିଆ ଆଗରେ ବହୁତ ସୁନ୍ଦର ଅଟନ୍ତି । ସେହିପରି ବଲିଉଡ କଥା କହିବାକୁ ଗଲେ ସେଠାରେ ମଧ୍ୟ କିଛି ଏପରି ଅଭିନେତ୍ରୀ ଅଛନ୍ତି ସୁନ୍ଦର ହୋଇଥାଇ ମଧ୍ୟ ସେମାନେ ମଧ୍ୟ ତାଙ୍କର କୌଣସି ଅଙ୍ଗକୁ ସର୍ଜରୀ କରିଛନ୍ତି । ସେମାନେ ତାଙ୍କର ସର୍ଜରୀ କରିସାରିବା ପରେ ଖୁସି ହେବା ପରିବର୍ତେ ସେ ଆହୁରି ବହୁତ ଦୁଖୀ ହୋଇଗଲେ ।

କାରଣ ତାଙ୍କର ସର୍ଜରୀ କରିବା ଫଳରେ ସେ ଯେଉଁ ରୂପ ଚାହୁଁଥିଲେ ତାଙ୍କର ସେହି ରୂପ ଆସିନଥିଲା ଯାହା ଫଳରେ ସେ ବହୁତ ଦୁଖୀ ଅନୁଭବ କରୁଛନ୍ତି । ତାଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଆଈଶା ଟାକିଆ । ସେ ଏଠି ପାଇଁ ବହୁତ ବାର ଚର୍ଚାରେ ଆସିଲେଣି । ସେ ବହୁତ ପ୍ରକାରର ସର୍ଜରୀ କରିବା ପରେ ମଧ୍ୟ ପୁରା ଅଲଗା ଦେଖିବାକୁ ଲାଗିଲେଣି ।

ଏବେ ତାଙ୍କର କିଛି ଫୋଟୋ ଆଖି ସାମନ୍ନାକୁ ଆସିଛି ଯାହାକି ଦେଖିବାକୁ ବହୁତ ଅସୁନ୍ଦର ଅଟେ ।  ଆପଣଙ୍କୁ ଆମେ କହିରଖୁ ଏହି ଫୋଟୋ ତାଙ୍କର ସେ ଏକ ସେଲୁନରୁ ବାହାରକୁ ଆସୁଥିବାର ଜଣା ଯାଉଛି । ତାଙ୍କର ଏହିଭଳି କିଛି ଫୋଟୋକୁ ଦେଖି ତାଙ୍କର ରହିଥିବା ଚାହିତା ମାନେ ବହୁତ ପସନ୍ଦ କରିବା ସଙ୍ଗେ ସଙ୍ଗେ ଆଉ କିଛି ଲୋକ ତାଙ୍କୁ ଏପରି କଥା କହୁଛନ୍ତି ଯାହାକି କିଛି କହିହେବ ନାହିଁ ।

ତାଙ୍କୁ ଏକ ବ୍ୟକ୍ତି କହିଲେ ଆପଣ ଏତେ ସୁନ୍ଦର ଅଛନ୍ତି ତାପରେ ମଧ୍ୟ କାହିଁକି ସର୍ଜରୀ କଲେ । ଆଜିକା ସମୟରେ ଅଭିନୟ କରୁଥିବା ଲୋକଙ୍କୁ କିଛି କଥା କହିବା ଏକ ଲୋକ କଥା ହୋଇଗଲାଣି । ପ୍ରାୟ ଦେଖିବାକୁ ଗଲେ ସବୁ ଦିନ କେହି ନା କେହି ବଡ ବଡ ଅଭିନେତା ବା ଅଭିନେତ୍ରୀ ହୁଅନ୍ତୁ ନା କାହିଁକି ସେମାନେ ବହୁତ କଥା ଶୁଣୁଛନ୍ତି ।

ସେ ଏକ ବହୁତ ବଡ ବିଜିନେସ କରୁଥିବା ବ୍ୟକ୍ତିଙ୍କୁ ବିଭାହ କରିଛନ୍ତି । ସେ କିଛି ହୋଟେଲର ମାଲିକ ମଧ୍ୟ ଅଟନ୍ତି । ବିଭା ହେବା ପରେ ସେ ଆଉ ଚଳଚିତ୍ର କରୁ ନାହାନ୍ତି । ଏବେ ସେ ଜଣେ ସନ୍ତାନର ମା ହେବାକୁ ଯାଉଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।