ସ୍ତ୍ରୀ ଙ୍କୁ ନିଜ ଜୀବନଠୁ ବି ଅଧିକ ଭଲ ପାଆନ୍ତି ଏହି ୩ ଟି ନାମର ପୁରୁଷ- Jyotish Shastra

ଆସନ୍ତୁ ଜାଣିବା କେଉଁ ପୁରୁଷ ମାନେ ନିଜ ସ୍ତ୍ରୀଙ୍କୁ ବହୁତ ଭଲ ପାଇଥାନ୍ତି । ଏହି ଜୀବନକୁ ବହୁତ ଭଲରେ କାଟିବା ପାଇଁ ଆପଣ ବିଭିନ୍ନ କାମ କରିଥାନ୍ତି । ନିଜ ଜୀବନରେ ଖୁସିରେ ରହିବା ପାଇଁ ଆପଣ ବିଭାହ କରିଥାନ୍ତି । ବିଭାହ କରିଥିବା ସ୍ତ୍ରୀ ମାନେ ସବୁ ବେଳେ ନିଜର ସ୍ବାମୀଙ୍କର ଧ୍ୟାନ ସବୁ ବେଳ ପାଇଁ ରଖିଥାନ୍ତି । ଆପଣଙ୍କର ସୁଖ ଓ ଦୁଖରେ ସାଥ ଦେଇଥାନ୍ତି । କହିବାକୁ ଗଲେ ଆପଣ ନିଜ ଜୀବନ ସାଥି ବହୁତ ଭଲ ପାଇବା ନିହାତି ଦରକାର ।

ଖାସ କରି ଝିଅ ମାନେ ଖୁସିରେ ରହିବା ପାଇଁ ଯେଉଁ ପରି ଜିନିଷ ଦରକାର ସେମାନେ ସବୁ ବେଳ ପାଇଁ ଇଛା କରିଥାନ୍ତି । ଏକ ଝିଅ ଯେଉଁ ସମୟରେ ବିଭାହ କରିଥାଏ ସେହି ସମୟରେ ସେ ସବୁ ଜିନିଷ ଓ ତାର ନିଜ ଘର ଛାଡି ଆପଣଙ୍କ ଘରକୁ ଆସିଥାଏ । କହିବାକୁ ଗଲେ ଏହା ତାଙ୍କ ପାଇଁ ଏକ ନୂଆ ଘର ଭଳି ହୋଇଥାଏ । ଯାହା ସେଠାରେ ତାଙ୍କ ପାଇଁ ସମସ୍ଥେ ଅଚିହ୍ନା ଅଟନ୍ତି । ଏହାପରେ ସେ ସବୁ ଜିନିଷ ନିଜ ସ୍ଵାମୀ ଉପରେ ହିଁ ଛାଡିଥାଏ ଓ ସେ ଆପଣଙ୍କୁ ଅଧିକ ବିଶ୍ଵାସ କରାଇଥାନ୍ତି ।

ସବୁ ଝିଅ ମାନେ ଭାବିଥାନ୍ତି କି ସବୁ ସମୟରେ ତାଙ୍କ ସ୍ଵାମୀ ତାଙ୍କର ସାଥି ଦେବେ ନାହିଁ । ସବୁ ସ୍ଵାମୀ ମାନେ ତାଙ୍କ ସ୍ତ୍ରୀଙ୍କୁ ବହୁତ ଭଲ ପାଇଥାନ୍ତି କିନ୍ତୁ ଆଜି ଆମେ ଆପଣଙ୍କୁ କିଛି ଅକ୍ଷର ନାମ ଥିବା ଲୋକଙ୍କର ନାମ କହିବାକୁ ଯାଉଛୁ ଯାହାକି ସେମାନେ ନିଜ ସ୍ତ୍ରୀ ମାନଙ୍କୁ ବହୁତ ଭଲ ପାନ୍ତି ଓ ନିଜ ଠାରୁ ଅଧିକ ଭଲ ପାଇଥାନ୍ତି । ଏହି ନାମ ଥିବା ବ୍ୟକ୍ତି ମାନେ ବ୍ୟକ୍ତି ମାନେ ବହୁତ ମହତ୍ୟ ରହିବେ । ତେବେ ଆସନ୍ତୁ ଜାଣିବା ଯେଉଁ ମାନେ କି ନିଜ ସ୍ତ୍ରୀ ମାନଙ୍କୁ ବହୁତ ଭଲ ପାଇଥାନ୍ତି ଓ ତାଙ୍କ ସହିତ ଭଲରେ ଦିନ ଜୀବନ କାଟି ଥାନ୍ତି ।

A ନାମ ଥିବା ପୁଅ ମାନେ

ଏହି ନାମ ଥିବା ପୁଅ ମାନେ ସମ୍ପର୍କକୁ କିପରି ଠିକ ଭାବରେ ରହିବ ଓ ଜୀବନ ସାରା ବହୁତ ଭଲ କରି ରଖିବା ପାଇଁ ଚାହିଁଥାନ୍ତି । ସେମାନେ ତାଙ୍କ ପତ୍ନୀଙ୍କ ବହୁତ ପ୍ରିୟ ଅଟନ୍ତି ସେଥିପାଇଁ ସେ ନିଜ ସ୍ତ୍ରୀଙ୍କର ଛୋଟ ଛୋଟ କଥା ରଖିଥାନ୍ତି । ସେମାନଙ୍କର ପତ୍ନୀ ଉପରେ ଯଦି ଟିକେ କିଛି ଖରାପ ହେବ ତେବେ ଆପଣ ଜମା ସହି ପାରନ୍ତି ନାହିଁ । ଆପଣ ମାନେ ସବୁ ଜିନିଷରେ ଖୁସି କରିବା ପାଇଁ ଚେଷ୍ଟା କରନ୍ତି ।

K ନାମ ଥିବା ପୁଅ ମାନେ

ଏହି ନାମ ଥିବା ପୁଅ ମାନେ ନିଜ ସ୍ତ୍ରୀଙ୍କର ବହୁତ ଧ୍ୟାନ ରଖିଥାନ୍ତି । ସେମାନେ ତାଙ୍କ ହୃଦୟରୁ ବହୁତ ଭଲ ପାଇଥାନ୍ତି । ସେମାନେ ତାଙ୍କ ସ୍ତ୍ରୀଙ୍କୁ ଖୁସି କରିବା ପାଇଁ ଯେକୌଣସି କାମ ହେଉ ନାକହିକି ସେମାନେ କରିବାକୁ କେବେ ହେଲେ ପଛାନ୍ତି ନାହିଁ । ତାଙ୍କର ଯାହା ବି ହେଇ ଯାଉ ସେମାନେ କେବେ ହେଲେ ତାଙ୍କ ସ୍ତ୍ରୀଙ୍କ ସାଥ ଛାଡି ନଥାନ୍ତି ।

 

M ନାମ ଥିବା ପୁଅ ମାନେ

ଏହି ନାମ ଥିବା ପୁଅ ମାନେ ତାଙ୍କ ସ୍ତ୍ରୀଙ୍କ ପାଇଁ ସବୁ କିଛି କାମ କରିଥାନ୍ତି । ସେମାନେ ତାଙ୍କ ସ୍ତ୍ରୀ ପାଇଁ ନିଜ ଜୀବନ ମଧ୍ୟ ଦେଇପାରିବେ । ତାଙ୍କର ଏହି ଭଲ ପାଇବା ଯୋଗୁଁ ସେମାନେ ମଧ୍ୟ ତାଙ୍କୁ ବହୁତ ଭଲ ପାଇଥାନ୍ତି । ସେମାନେ ନିଜ ସ୍ତ୍ରୀଙ୍କ ସହିତ ଜୀବନ ସାରା ବହୁତ ଭଲରେ ଦିନ କଟିଥାନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।