ତେବେ କଣ ପାଇଁ Dia Mirza କଲେ ଦ୍ଵିତୀୟ ବିବାହ ? କିଏ ଅଟେ ତାଙ୍କର ନୂଆ ସ୍ଵାମୀ ? ଜାଣନ୍ତୁ ଏହି ବିବାହ ପଛର ପୁରା କାହାଣୀ

ଅଭିନେତ୍ରୀ ଦିଆ ମିର୍ଜା ଏବେ ବହୁତ ଚର୍ଚାରେ ଆସିବାକୁ ଲାଗିଛନ୍ତି । କାରଣ ହେଉଛି ତାଙ୍କର ଦୁତୀୟ ବିଭାହ । ଦିଆ ଏବେ ତାଙ୍କର ନୂଆ ଜୀବନ ସାଥିଙ୍କ ସହ ଜୀବନ ବିତାଇବା ପାଇଁ ଚହୁଁଛନ୍ତି । ସେ ଏବେ ଦୁତୀୟ ବିଭାହ ବୈଭବଙ୍କ ସହିତ କରୁଛନ୍ତି । ଏହା ଏକ ପ୍ରଶ୍ନ ବାଚି ଉଠୁଛି କି ସେ ଦୁତୀୟ ବିଭାହ କେଉଁଠି ପାଇଁ କରୁଛନ୍ତି ।

ତାଙ୍କର ସେ କରିଥିବା ପ୍ରଥମ ବିଭାହ ଏହା କେଉଁ କାର୍ଯ୍ୟରେ ବାଧା ଆସିଲା ଯାହାକି ସେ ଦୁତୀୟ ବିଭାହ କରିବା ପାଇଁ ମନସ୍ଥ କଲେ । ଏହା ପୂର୍ବରୁ ଦିଆ ମିର୍ଜା ସାହିଲ ଶିଙ୍ଘାଙ୍କ ସହିତ ବିଭା ହୋଇଥିଲେ । ସେ ଏକ ପ୍ରାଡକସନ ଚଲାଉଥିଲେ । ତାଙ୍କ ବିଭାହ ମାତ୍ର ପାଞ୍ଚ ବର୍ଷ ହୋଇଛି । କିନ୍ତୁ ୨୦୨୯ ମଶିହାରେ ସେ ଏକ ପୋସ୍ତ ମାଧ୍ୟମର ସେ କହିଥିଲେ କି ସେ ସହିଲଙ୍କ ପାଖରୁ ଦୂରେଇ ଯିବେ ଓ ସେ  ସେହି ସମ୍ପର୍କରୁ ବହୁତ ଆଗକୁ ବଢି ଯାଇଠିଲେ ।

ସେ ସେହି ପୋଷ୍ଟରେ ଆଉ ଏକ କଥା ମଧ୍ୟ ଲେଖିଥିଲେ କି ୧୧ ବର୍ଷର ସମ୍ପର୍କ ଏବେ ସେ ଭାଙ୍ଗି ଦେବାକୁ ଚାହୁଞ୍ଚନ୍ତି । କିନ୍ତୁ ତାଙ୍କ ଭିତରେ କିଛି ସେହିପରି ହେବ ନାହିଁ ଯାହାକି ପରବର୍ତୀ ସମୟରେ କିଛି ଅସୁବିଧା ହେବ । ସେମାନେ ସବୁ ବେଳେ ପାଇଁ ଏକ ସାଙ୍ଗ ହୋଇ ରହିବେ ।  ତାଙ୍କ ଠାରୁ ଅଲଗା ହେବା କିଛି ନିଜର କିଛି ଅସୁବିଧା ଯୋଗୁଁ ସେ ତାଙ୍କ ଠାରୁ ଅଲଗା ହୋଇଛନ୍ତି ।

କିନ୍ତୁ ତାଙ୍କୁ ୩୯ ବର୍ଷ ବୟସରେ ମଧ୍ୟ ତାଙ୍କୁ ଆଉଥରେ ପ୍ରେମ ହୋଇଗଲା ।  ତାଙ୍କ ଜୀବନରେ ଆଉ ଜଣେ ନୂଆ ସାଥି ଆସଥିଲେ । ତାଙ୍କର ନାମ ହେଉଛି ବୈଭବ ରେଡି । ତେବେ ଆସନ୍ତୁ ଜାଣିବା ତାଙ୍କ ଭିତରେ କଣ ହୋଇଥିଲା ଓ ସେ ତାଙ୍କ ଦୁତୀୟ ସ୍ଵାମୀଙ୍କ ବିଷୟରେ । ବୈଭବଙ୍କ କଥା କହିବାକୁ ଗଲେ ସେ ହରି ସିଂହରେ ପାଠ ପଢା ସାରି ଭାରତୀୟ ବିଦ୍ୟାପିଠ ଉନିବେର୍ସିଟିରେ ସେଠାରେ ପାଠ ପଢୀଥିଲେ ।

ସେ ମୁମ୍ବାଇରେ ଏକ ବଡ ବ୍ୟବସାୟୀ ଅଟନ୍ତି । ସେ ଏକ ଫାଇନାଲସିଆଲ ନିବେଶ କାରୀ ଅଟନ୍ତି ଓ ପିରାମିଡ ଫାଉଡ଼ରରେ ସେ ଏକ ଫାଉଡ଼ର ଅଛନ୍ତି । ଆମେ ଆପଣଙ୍କୁ କହିରଖୁ କି ଏହା ବୈଭାବଙ୍କର ଦୁତୀୟ ବିଭା ଅଟେ । ତାଙ୍କର ପ୍ରଥମ ବିଭାହ ସୁନେଇନା ରେଖିଙ୍କ ସହିତ ହୋଇଥିଲା । ତାଙ୍କର ଏକ ଝିଅ ମଧ୍ୟ ଅଛି । ତାଙ୍କର ଏହି ଶନିବାର ଦିନ ବିଭାଘର ଥିଲା । ସାରୁଖାନଙ୍କ ମ୍ୟାନେଜର ପୂଜା ଜେଠ ନାନୀ ।

ପୂଜା ତାଙ୍କ ଆଡିରେ ସେହି ପାର୍ଟିର ଏକ ଫୋଟୋ ସେ ଛାଡିଛନ୍ତି ଓ ତାଙ୍କ ପରିବାରର ସମସ୍ଥ ଲୋକ ତାଙ୍କୁ ଘରକୁ ସ୍ଵାଗତ କରଛନ୍ତି । ପୂଜା ଶନିବାର ଦିନ ପରିବାର ମିଳନ ସ୍ଥଳୀର ଫୋଟୋ ଉଠାଇ ଛାଡିଥିଲେ । ସେ ସେଥିରେ ଲେଖିଥିଲେ କି ତମକୁ ଆମ ପରିବାରକୁ ସ୍ଵାଗତ ଜଣାଉଛୁ ।

ତାଙ୍କର ସେହି ବିଭାଘର ରେ କେବଳ ତାଙ୍କ ବହୁତ ପାଖ ଥିବା ସାଙ୍ଗସାଥି ମାନେ କେବଳ ଆସିବେ । ସେ ବହୁତ ଦିନ ହେବ ତାଙ୍କ ସହ ରହିବାର ଦେଖା ଯାଉଥିଲା । ଆଉ ଏବେ କିଛି ଦିନ ଭିତରେ ପୁରା ଜୀବନ ବିତାଇବା ପାଇଁ ନିସ୍ପତି ନେଇ ସାରିଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।