ପୁଣି ଚର୍ଚ୍ଚାରେ ଅଭିନେତ୍ରୀ Prakruti Mishra, ‘ଟିପ୍ ଟିପ୍ ବରଷା ପାନୀ’ ଗୀତରେ କଲେ ହଟ୍ ଡ୍ୟାନ୍ସ, ଭିଡିଓ ହେଲା viral, ଦେଖନ୍ତୁ video

ବନ୍ଧଗଣ ଆପଣମାନେ ଓଲିଉଡ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ନିଶ୍ଚୟ ଜାଣିଥିବେ । ବର୍ତ୍ତମାନ ପ୍ରକୃତି ମିଶ୍ରଙ୍କ ଏକ ଡ୍ୟାନ୍ସ ଭି-ଡି-ଓ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ୍ ଭା-ଇ-ରା-ଲ ହେବାରେ ଲାଗିଛି । ଯେଉଁଥିରେ ଲୋକଙ୍କର ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳୁଛି । କେହି କେହି ତାଙ୍କ ପ୍ରତିଭାକୁ ପ୍ରଶଂସା କରୁଥିବା ବେଳେ ଆଉ କେହି ତାଙ୍କ ଅଙ୍ଗ ପ୍ରଦର୍ଶନକୁ ନାପସନ୍ଦ କରୁଛନ୍ତି । ବଲିଉଡର ୯୦ ଦଶକର ଏକ ହିଟ୍ ଗୀତ ଯାହାକି ଏବେ ଅଭିନେତ୍ରୀ କ୍ୟାଟ୍ରିନା କେଫ ମଧ୍ୟ ରିକ୍ରିଏଟ କରିଥିବା ନଜର ଆସିଛନ୍ତି ।

ଆଜ୍ଞା ହଁ, ‘ଟିପ୍ ଟିପ୍ ବରଷା ପାନୀ’ ଗୀତରେ ପ୍ରକୃତି ମିଶ୍ର ଜବରଦସ୍ତ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି । ତେବେ ତାଙ୍କ ସହ ଏହି ଗୀତରେ କୋରିୟଗ୍ରାଫର ଅରୁନ୍ଧତୀ ମଧ୍ୟ ଡ୍ୟାନ୍ସ କରୁଥିବାର ଆପଣ ଦେଖି ପାରୁଥିବେ । ପ୍ରକୃତି ଓ ଅରୁନ୍ଧତୀଙ୍କ ଏହି ଭି-ଡି-ଓ ଅ-ଫ-ଲୋ-ଡ ହେବାର କିଛି ସମୟ ଖୁବ୍ ଭା-ଇ-ରା-ଲ ହେବାକୁ ଲାଗିଥିଲା ।

ଓଡିଶାର ସୁନାମଧନ୍ୟ ମ୍ୟୁଜିକ ଡାଇରେକ୍ଟର ମନ୍ମଥ ମିଶ୍ର ଓ ଦୂରଦର୍ଶନରେ ସମ୍ବାଦ ପାଠିକା କୃଷ୍ଣାପ୍ରିୟା ମିଶ୍ରଙ୍କ ଝିଅ ହେଉଛନ୍ତି ପ୍ରକୃତି ମିଶ୍ର । ଛୋଟ ବେଳୁ ଗୀତ, ନାଚ ଓ ଅଭିନୟ ଆଦି କଳା ପ୍ରତି ରୁଚି ରଖିଥିବା ପ୍ରକୃତି ଶିଶୁ କଳାକାର ଭାବେ କିଛି ଓଡିଆ ଫିଲ୍ମରେ ମଧ୍ୟ କାର୍ଯ୍ୟ କରିଥିଲେ । ସେଥିମଧ୍ୟରୁ ଫିଲ୍ମ ‘ହରିଭାଇ ହାରେନା’ ଓ ‘ସାବତ ମା’ ଅନ୍ଯତମ । ପରଦା ଉପରେ ଦର୍ଶକ ତାଙ୍କ ଅଭିନୟକୁ ଖୁବ୍ ପସନ୍ଦ କରିଥିଲେ ।

ଏହାସହ ପ୍ରକୃତି ଜଣେ ଶିକ୍ଷାପ୍ରାପ୍ତ ଓଡିଶୀ ନୃତ୍ୟଶିଳ୍ପୀ ମଧ୍ୟ ଅଟନ୍ତି । ପ୍ରକୃତି ଓଡିଆ ଫିଲ୍ମ ‘ଥୁକୁଲ’ ସହ ଓଡିଆ ଫିଲ୍ମ ଜଗତରେ ଡେବ୍ୟୁ କରିଥିଲେ । ଏହି ଫିଲ୍ମରେ ତାଙ୍କ ସହ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅଭିନେତା ବାବୁଶାନ ମହାନ୍ତି । ପ୍ରକୃତି ଓ ବାବୁଶାନଙ୍କ ଯୋଡିକୁ ଦର୍ଶକେ ଖୁବ୍ ପସନ୍ଦ କରିଥିଲେ । ଏହାଛଡା ପ୍ରକୃତି କେତେକ ହିନ୍ଦୀ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି ।

ପ୍ରକୃତି କିଛି ଟେଲିଭିଜନ ସିରିଜରେ ମଧ୍ୟ କାମ କରିଛନ୍ତି । ତନ୍ମଧ୍ୟରୁ ହିନ୍ଦୀ ସିରିଜ ‘ବେଟୀ ବିଜନେସବାଲି’ ରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ତେବେ ଓଲିଉଡ ଓ ବଲିଉଡ ସବୁଠି ନିଜ ଅଭିନୟର ଜାଦୁ ଦେଖାଇଥିବା ପ୍ରକୃତି ମିଶ୍ର ସୋ-ସି-ଆ-ଲ ମି-ଡି-ଆ-ରେ ମଧ୍ୟ ବେଶ ସକ୍ରିୟ ରୁହନ୍ତି । ସମୟ ସମୟରେ ନିଜର ଅନେକ ଫଟୋ ଏବଂ ଭି-ଡି-ଓ ପୋଷ୍ଟ କରି ସେ ଖୁବ୍ ଚର୍ଚ୍ଚାରେ ରୁହନ୍ତି ।

ତେବେ ପ୍ରକୃତି ତାଙ୍କର ଏହି ହଟ୍ ଡ୍ୟାନ୍ସର ଭିଡିଓକୁ ନିଜ ସୋ-ସି-ଆ-ଲ ମି-ଡି-ଆ ଆ-କା-ଉ-ଣ୍ଟ-ରେ ଶେୟାର କରିଥିଲେ । ଆପଣଙ୍କୁ ପ୍ରକୃତି ମିଶ୍ର କେମିତି ଲାଗନ୍ତି ଓ ତାଙ୍କର ଏହି ହଟ୍ ଆଣ୍ଡ ସିଜିଲି॰ ଡ୍ୟାନ୍ସ ଆପଣଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।