ଗାଈକୁ ବାଇକ୍ ପଛରେ ବସାଇ ବୁଲାଉଛନ୍ତି ମାଲିକ, ଦେଖନ୍ତୁ ଏହି ଭାଇରାଲ video

ସାଧାରଣରେ ମଣିଷ ମାନେ ନିଜ ପରିଜନ ତଥା ବନ୍ଧୁଙ୍କୁ ଗାଡିରେ ବସାଇଥାନ୍ତି । କେତେକ ଲୋକ ନିଜ ପୋଷା କୁକୁର ଏବଂ ବିଲେଇ ମାନଙ୍କୁ ମଧ୍ୟ ଗାଡିରେ ବସାଇ ବୁଲେଇ ନେଇଥାନ୍ତି । ଯାହା ଦେଖିବାକୁ ସମସ୍ତଙ୍କୁ ଖୁବ ମଜାଳିଆ ଲାଗେ । ତେବେ ଏମିତିରେ ଆପଣ ହୁଏତ କେବେ ଶୁଣି ନଥିବେ କି ଜାଣି ନଥିବେ ଜଣେ ମାଲିକ ତା’ ଗାଡି ପଛରେ ଗୋଟିଏ ଗାଈକୁ ବସାଇ ନେଉଛି । ସୋ-ସି-ଆ-ଲ ମି-ଡି-ଆ-ରେ ପ୍ରତିଦିନ ହଜାର ହଜାର ଭି-ଡି-ଓ ଶେ-ୟା-ର ହୋଇଥାଏ ।

ସେଥିମଧ୍ୟରୁ କିଛି ଭି-ଡି-ଓ ଏମିତି ହୋଇଥାଏ ଯାହା ଲୋକଙ୍କୁ ଖୁବ୍ ପସନ୍ଦ ଆସିବା ସହ ଭା-ଇ-ରା-ଲ ମଧ୍ୟ ହୋଇଥାଏ । ଆପଣ ଏହି ଭା-ଇ-ରା-ଲ ଭି-ଡି-ଓ-ରେ ଦେଖିବାକୁ ପାଇବେ କି ଜଣେ ବ୍ୟକ୍ତି ତାଙ୍କ ଗାଈକୁ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ନେବା ପାଇଁ ଖୁବ୍ ଭଲ ଯୋଗାଡ ଟିଏ କରିଛନ୍ତି । ଏହି ଭି-ଡି-ଓ-ରେ ଲୋକଟି ଗାଈକୁ ନିଜ ବାଇକ୍ ର ପଛ ସିଟ୍ ରେ ବସାଇ ତାକୁ ଦଉଡିରେ ବାନ୍ଧି ଦେଇଛି । ଆଉ ନିରୀହ ଗାଈଟି ବି ଖୁବ୍ ଆରାମରେ ମାଲିକର ଗାଡି ପଛରେ ବସି ଯାଉଛି ।

ତେବେ ସେହି ସମୟରେ ରାସ୍ତାରେ ଯାଉଥିବା କିଛି ଲୋକ ସେହି ସମୟର ଭି-ଡି-ଓ-କୁ କ୍ୟାମେରାରେ ରେ-କ-ର୍ଡ କରି ସୋ-ସି-ଆ-ଲ ମି-ଡି-ଆ-ରେ ଅ-ଫ-ଲୋ-ଡ କରିଥିଲେ । ଏହି ଭି-ଡି-ଓ-କୁ ଲୋକମାନେ ଖୁବ୍ ମଜା ନେଇ ଦେଖିବା ସହ ଅଧିକରୁ ଅଧିକ ଶେୟାର ମଧ୍ୟ କରୁଛନ୍ତି । ଆମ ଦେଶ ଭାରତରେ ଅଧିକାଂଶ କାମ ଯୁଗାଡ ଯୋଗୁଁ ହିଁ ଲୋକେ ପୁରା କରିଥାନ୍ତି । ଯୁଗାଡ ମାଧ୍ୟମରେ ସବୁକିଛି ସମ୍ଭବ ।

କାର୍ଯ୍ୟକୁ ସହଜରେ କମ୍ ଖର୍ଚ୍ଚରେ କରିବା ପାଇଁ ଅଧିକାଂଶ ଲୋକେ ଯୁଗାଡ ତରିକାକୁ ହିଁ ଆପଣାଇ ଥାନ୍ତି । ଏହି ଭି-ଡି-ଓ ଦେଖି ଆପଣଙ୍କୁ ଭାରତୀୟ ଲୋକଙ୍କ ଯୁଗାଡ ବୁଦ୍ଧି ଉପରେ ନିଶ୍ଚୟ ସାବାସି ଦେବାକୁ ଇଚ୍ଛା ହୋଇଥିବ । ତେବେ ଗାଇଟି ବାଇକରେ ବସି ଆରାମରେ ଲୋକଟିର ପଛେ ଯାଉଥିବା ଏହି ଭି-ଡି-ଓ ଲୋକଙ୍କୁ ଖୁବ୍ ରୋଚକ ଲାଗୁଛି । ଧଳା ରଙ୍ଗର ଗାଈଟି ବୋଧହୁଏ ପ୍ରଥମ ଥର ପାଇଁ ବାଇକ୍ ରାଇଡ୍ ଉପଭୋଗ କରୁଛି ।

ଆପଣଙ୍କୁ ଏହି ଗାଈଟିର ବାଇକ୍ ରାଇଡ୍ କେମିତି ଲାଗିଲା ଆମକୁ ଜଣାଇବାକୁ ଭୁଲିବେନି । ଏହାସହ ଆପଣ କେବେ କେଉଁ ପ୍ରକାର ଯୁଗାଡ କରି ନିଜ କାର୍ଯ୍ୟ ପୁରା କରିଛନ୍ତି କି, ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।