ସାଥ ଫେରେ Actress Rajshree ଠାକୁର ରିଅଲ ଲାଇଫରେ ଦେଖିବାକୁ ବହୁତ ହଟ ଓ ବୋଲ୍ଡ

ପପୁଲାର ଟିଭି ଶୋ ସାତ ଫେରେ ରୁ ସଲୋନି ର ଚରିତ୍ର କରି ଟିଭି ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରୁଥିବା ଅଭିନେତ୍ରୀ ରାଜଶ୍ରୀ ଠାକୁର ଜଣେ ଜଣା ଶୁଣା ଅଭିନେତ୍ରୀ ଅଟନ୍ତି । ଟିଭି ସିରିଏଲ ରେ ତାଙ୍କ ଚରିତ୍ର କୁ ନେଇ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି ରାଜଶ୍ରୀ । ରାଜଶ୍ରୀ ଟିଭି ସିରିଏଲ ରେ ଯେମିତି ଦେଖା ଯାଆନ୍ତି ରିଅଲ ଲାଇଫ ରେ ମଧ୍ୟ ସେ ସେମିତି । ତେବେ ଚାଲନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ।

ରାଜଶ୍ରୀ ଠାକୁର ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । କିନ୍ତୁ ତାଙ୍କୁ ଡେସ୍କି ବିଉଟୀ ଶୁଣିବା ବିଲକୁଲ ପସନ୍ଦ ନୁହେଁ । କାରଣ ଏହା ତାଙ୍କୁ ରଙ୍ଗର ଭେଦ ଭାବ ବୋଲି ଲାଗିଥାଏ । ରାଜଶ୍ରୀ କୁହନ୍ତି କି ସୁନ୍ଦରତା ଦେଖିବା ଲୋକର ଆଖିରେ ଥାଏ । ରାଜଶ୍ରୀ କହିଛନ୍ତି ଯଦି ଆପଣଙ୍କୁ ଲାଗୁଛି ମୁଁ ସୁନ୍ଦର ଅଟେ ତେବେ ତାହା ପୂର୍ବରୁ ଡାର୍କ ଲଗାଇବା କଣ ଆବଶ୍ୟକ ରହିଛି । ସେ କହିଛନ୍ତି କି ନିଜକୁ ବହୁତ ଭାଗ୍ୟବାନ ମାନନ୍ତି କି ତାଙ୍କୁ ଏହି ରଙ୍ଗ ମିଳିଛି ।

ଏବଂ ତାଙ୍କୁ ତାଙ୍କର ରଙ୍ଗକୁ ନେଇ କେବେ କୌଣସି ଚିନ୍ତା ହୋଇନାହିଁ । ସେ କହିଛନ୍ତି କି ଭାରତରେ ବହୁତ ଝିଅମାନଙ୍କୁ ସାବନା ରଙ୍ଗ ପାଇଁ ବହୁତ ଅସୁବିଧା ହୋଇଥାଏ । କିନ୍ତୁ ସେହି ଝିଅମାନଙ୍କୁ ମୋର ଅନୁରୋଧ କି ଫେୟାରନେଶ କ୍ରିମ ଚକରରେ କେବେ ମଧ୍ୟ ପଡନ୍ତୁ ନାହିଁ । ନିଜ ରଙ୍ଗକୁ ବେଶି ଗୁରୁତ୍ବ ଦିଅନାହିଁ । କାରଣ ସବୁଠାରୁ ବେଶୀ ଜରୁରୀ ଭିତରର ସୋନ୍ଦର୍ଯ୍ୟ ହୋଇଥାଏ ।

ଅଭିନେତ୍ରୀ ରାଜଶ୍ରୀ ଙ୍କ ଜନ୍ମ ୨୨ ସେପ୍ଟେମ୍ବର ୧୯୮୧ ରେ ମୁମ୍ବାଇ ମହାରାଷ୍ଟ୍ର ରେ ହୋଇଥିଲା । ଏବେ ରାଜଶ୍ରୀ ୩୯ ବର୍ଷର ହୋଇସାରିଛନ୍ତି । କିନ୍ତୁ ଏହା ସତ୍ବେ ମଧ୍ୟ ସେ ବହୁତ ସୁନ୍ଦର ଅଟନ୍ତି । ରାଜଶ୍ରୀ ଠାକୁର ଙ୍କ ପାଠ ପଢା ସବୁ ମୁମ୍ବାଇରେ ହୋଇଥିଲା । ମରାଠୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ରାଜଶ୍ରୀ । ଅଭିନୟ ପରେ ରାଜଶ୍ରୀ ଆଲ ଇଣ୍ଡିଆ ରେଡିଓ ରେ ରହିଥିଲେ ।

ଏହା ସହିତ ସେ ବହୁତ କମ୍ପାନୀ ପାଇଁ ଶୁତ ମଧ୍ୟ କରିଛନ୍ତି । ଏହି ଅଭିନେତ୍ରୀ ନିଜ କ୍ୟାରିୟର ଆରମ୍ଭ ପାର୍ଥ ସିଂ ଗୁପ୍ତ ଙ୍କ ଫିଲ୍ ହୱା ଆନେ ଦେ ରୁ କରିଥିଲେ । ଏହା ପରେ ତାଙ୍କୁ ଟିଭି ଇଣ୍ଡଷ୍ଟ୍ରି ର ସାଥ ଫେରେ ସିରିଏଲ ରେ ସଲୋନୀ ର ଚରିତ୍ର କରି ବହୁତ ଲୋକପ୍ରିୟ ଲାଭ କରିଥିଲେ । ରାଜଶ୍ରୀ ଙ୍କୁ ବହୁତ ପୁରସ୍କାର ମଧ୍ୟ ମିଳିଛି ।

ରାଜଶ୍ରୀ ବହୁତ ଫିଲ୍ମ ରେ ମଧ୍ୟ କାମ କରିଛନ୍ତି । ସେ ନିଜର ଅଭିନୟ ପାଇଁ ବହୁତ ପ୍ରସିଦ୍ଧ । ରାଜଶ୍ରୀ ଠାକୁର ୨୦୦୭ ରେ ନିଜ ଛୋଟ ବେଳର ସାଙ୍ଗ ସଂଯୋତ ବୈଦ୍ୟ ସହିତ ବିବାହ କରିଥିଲେ । ଏବଂ ସେ ନିଜ ବୈବାହିକ ଜୀବନରେ ଖୁସିରେ ଅଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।