ଭାଙ୍ଗିବ କି ନିକ୍-ପ୍ରିୟଙ୍କା ଯୋଡି ? ସୋସିଆଲ ମିଡିଆରେ ନିଜ ନାମରୁ Jonas ହଟାଇଲେ ବଲିଉଡର ଦେଶୀ ଗାର୍ଲ Priyanka Chopra

ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ସ୍ଵାମୀ ନିକ ଯୋନାସ ସୋ-ସି-ଆ-ଲ ମି-ଡି-ଆ-ରେ ଏକାଠି ଫଟୋ ଶେୟାର କରୁଥିବାର ଦେଖିବାକୁ ମିଳେ । ଯାହା ତାଙ୍କ ଫ୍ୟାନ୍ସ ମାନେ ଖୁବ୍ ପସନ୍ଦ କରନ୍ତି । କିନ୍ତୁ ଏବେ ପ୍ରିୟଙ୍କା ଏପରି ଏକ ପଦକ୍ଷେପ ନେଇଛନ୍ତି ଯାହା ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଏହା ଯୋଗୁଁ ବର୍ତ୍ତମାନ ଚାରିଆଡେ ତାଙ୍କ ଛାଡପତ୍ର ଖବର ନି-ଆଁ ପରି ଭା-ଇ-ରା-ଲ ହେଉଛି । କେବଳ ଏତିକି ନୁହେଁ ନିକ ଓ ପ୍ରିୟଙ୍କାଙ୍କ ବିବାହରେ କିଛି ଠିକ୍ ଚାଲି ନଥିବା ମଧ୍ୟ ଚର୍ଚ୍ଚା ହେଉଛି ।

ଏହାର କାରଣ ହେଉଛି ପ୍ରିୟଙ୍କା ନିଜ ସୋ-ସି-ଆ-ଲ ମି-ଡି-ଆ ଆ-କା-ଉ-ଣ୍ଟ-ରେ ନିଜ ନାମରୁ ସ୍ଵାମୀଙ୍କ ସରନେମ୍ ହଟାଇ ଦେଇଛନ୍ତି । ପ୍ରିୟଙ୍କା ଓ ନିକଙ୍କ ମଧ୍ୟରେ ଏମିତି କଣ ହୋଇଛି ଯେ ସେ ନିଜ ନାମରୁ ଯୋନାସ ହଟାଇ ଦେଲେ ବୋଲି ସବୁଆଡେ ଚର୍ଚ୍ଚା ହେଉଛି । ପ୍ରିୟଙ୍କା ଏପରି କରିବାର କାରଣ ଜାଣିବାକୁ ସମସ୍ତେ ଅନେଇ ବସିଛନ୍ତି । ନିକ ଯୋନାସଙ୍କୁ ବିବାହ କରିବା ପରେ ପ୍ରିୟଙ୍କା ନିଜ ନାମ ସହ ଯୋନାସ ମଧ୍ୟ ଯୋଡିଥିଲେ । କିନ୍ତୁ ପ୍ରିୟଙ୍କା ହଠାତ ନିଜ ନାମରୁ ଯୋନାସ ହଟାଇବାକୁ ନେଇ ଉଭୟଙ୍କ ଫ୍ୟାନ୍ସ ଆଚମ୍ବିତ ହେଉଛନ୍ତି ।

ତେବେ ପ୍ରିୟଙ୍କା ଓ ନିକଙ୍କ ଛାଡପତ୍ରକୁ ନେଇ ଖବର ଉଡୁଥିବା ବେଳେ ଏବେ ପର୍ଯ୍ୟନ୍ତ ସୁଦ୍ଧା ପ୍ରିୟଙ୍କା ଚୋପ୍ରା କିମ୍ବା ତାଙ୍କ ଟିମ୍ ତରଫରୁ ଏବେ ପର୍ଯ୍ୟନ୍ତ କୌଣସି ଅଫିସିଆଲ ଷ୍ଟେଟମେଣ୍ଟ ସାମନାକୁ ଆସିନାହିଁ । ତେବେ ସରନେମ୍ ହଟାଇବା ପରେ ମଧ୍ୟ ପ୍ରିୟଙ୍କା ଓ ନିକ ଉଭୟ ପରସ୍ପରକୁ ଇଂ-ଷ୍ଟା-ଗ୍ରା-ମ-ରେ ଫଲୋ କରୁଛନ୍ତି । ତେବେ ଯଦି ଏମାନେ ଛାଡପତ୍ର ନେବାକୁ ଯାଉଛନ୍ତି ତେବେ ଏବେ ପର୍ଯ୍ୟନ୍ତ କାହିଁକି ପରସ୍ପରକୁ ଫଲୋ କରୁଛନ୍ତି ଏହା ମଧ୍ୟ ଲୋକଙ୍କୁ ଚିନ୍ତାରେ ପକାଇଛି ।

ଯଦ୍ୟପି ଏହା ଜରୁରୀ ନୁହେଁ କି ଯଦି ଦୁହେଁ ଛାଡପତ୍ର ନେଉଛନ୍ତି ତେବେ ଉଭୟକୁ ଅନଫଲୋ କରିଦେବେ । ପ୍ରିୟଙ୍କା ଓ ନିକ ୧ ଡିସେମ୍ବର ୨୦୧୮ ରେ ବିବାହ କରିଥିଲେ । ପ୍ରିୟଙ୍କା ଉଭୟ ହିନ୍ଦୁ ଓ ଖ୍ରୀଷ୍ଟିୟାନ ରୀତିନୀତିରେ ନିକଙ୍କୁ ବିବାହ କରିଥିଲେ । ଯୋଧପୁରରେ ତାଙ୍କ ବିବାହ ଖୁବ ଧୁମଧାମରେ ହୋଇଥିଲା । ବିବାହ ପରେ ପ୍ରିୟଙ୍କା ଦିଲ୍ଲୀ ଓ ମୁମ୍ବାଇ ଦୁଇଟି ଜାଗାରେ ରିସେପ୍ସନ ପାର୍ଟି ମଧ୍ୟ ଦେଇଥିଲେ । ତାଙ୍କ ବିବାହରେ ବଲିଉଡ ଠାରୁ ନେଇ ରାଜନୀତି ଓ ଖେଳ ଜଗତର ଅନେକ ଷ୍ଟାର ମଧ୍ୟ ଯୋଗ ଦେଇଥିଲେ ।

ନିକଟରେ ସେମାନେ ଏକାଠି ଏକ ବଡ ଘର ମଧ୍ୟ କିଣିଛନ୍ତି ଯେଉଁଠି ସେମାନେ ଏଥର ଦୀପାବଳୀ ମଧ୍ୟ ମନାଇଥିଲେ । ତେବେ ପ୍ରିୟଙ୍କାଙ୍କ ଏପରି ପଦକ୍ଷେପ ଦେଖିବା ପରେ ଆପଣଙ୍କୁ କଣ ଅନୁଭବ ହେଉଛି ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।