ଏହି କ୍ରିକେଟଙ୍କର ପୁଅ, ହେବାକୁ ଯାଉଛନ୍ତି ସାନିୟା ମିର୍ଜାଙ୍କର ଜିଜା, ଭଉଣୀ ସାନିୟାଙ୍କ ଠାରୁ ବି ଅଧିକ ସୁନ୍ଦର, ଦେଖନ୍ତୁ

ସାନିୟା ମିର୍ଜା ଭାରତର ଏକ ଷ୍ଟାର ପ୍ଲେୟର ଅଟନ୍ତି । ତାଙ୍କର ନାମ ଅନ୍ତରାଷ୍ଟ୍ରୀୟ ସ୍ତରରେ ବି ବହୁତ ଉଚ୍ଚ ସ୍ଥରରେ ଅଛି । ସାନିୟା ନିଜର ଖେଳ ଓ ଷ୍ଟାଇଲିଶ ଲୁକ ପାଇଁ ପରିଚିତ ଅଟନ୍ତି । ସେ ଜଣେ ଟେନିସ ପ୍ଲେୟର ସହ ଏକ ଭଲ ସ୍ଵିମର ବି ଅଟନ୍ତି । ଏହା ଛଡା ସେ ତେଲେଙ୍ଗାନା ରାଜ୍ୟର ବ୍ରାଂଡ ଆମ୍ବେସଡର ବି ଅଟନ୍ତି । କିନ୍ତୁ ଆଜି ଆମେ ସାନିୟା ମିର୍ଜାଙ୍କର ଭଉଣୀ ଅନାମ ମିର୍ଜାଙ୍କ ବିଷୟରେ କଥା ହେବୁ । ଅନମ ମିର୍ଜା ଜଣେ ଫ୍ୟାସନ ଡିଜାଇନର ଅଟନ୍ତି ଓ ଏହି ସମୟରେ ସେ ଜଣେ ଭାରତୀୟ କ୍ରିକେଟରଙ୍କର ପୁଅକୁ ଡେଟ କରୁଛନ୍ତି ।

ଏହି କ୍ରିକେଟର ପୁଅଙ୍କୁ ଡେଟ କରୁଛନ୍ତି ଅନମ

କହିଦେଉଛୁ କି ଅନମ ମିର୍ଜା ଭାରତୀୟ କ୍ରିକେଟ ର ପୂର୍ବ ଖେଳାଳି ମୋହମ୍ମଦ ଅଜହରୁଦ୍ଦୀନଙ୍କର ପୁଅ ଅସଦ ଅଜହରୁଦ୍ଦୀନଙ୍କ ସହ ଲଭ ଅଫେୟାରକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଦୁଇ ଜଣ ପ୍ରାୟତଃ ନିଜର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରନ୍ତି । ମିଡିଆ ରିପୋର୍ଟ ଅନୁସାରେ ଜଲ୍ଦି ହିଁ ଅନମ ଓ ଅସଦ ବିବାହ ବନ୍ଧନରେ ବାନ୍ଧି ହୋଇ ପାରନ୍ତି । ମାନେ ଅନମ ଓ ଅସଦଙ୍କର ବିବାହ ହୋଇଗଲେ ଅସଦ ସାନିୟା ମିର୍ଜାଙ୍କର ଭିଣୋଇ ହୋଇଯିବେ ।

ତଲାକଶୁଦା ଅଟନ୍ତି ଅନମ

ସାନିୟାଙ୍କ ଭଳି ତାଙ୍କର ଛୋଟ ଭଉଣୀ ବି ବହୁତ ସୁନ୍ଦର ଓ ଷ୍ଟାଇଲିଶ ଅଟନ୍ତି । ଅନମ ନିଜର କାମ ଦ୍ଵାରା ଇଣ୍ଡଷ୍ଟ୍ରିରେ ଏକ ସ୍ଵତନ୍ତ୍ର ପରିଚୟ କରିଛନ୍ତି । ସେ ବହୁତ ଛୋଟ ବୟସରେ ହିଁ ଦେଶ ବିଦେଶରେ ନାମ କରି ସାରିଛନ୍ତି । ଯେଉଁଠି ଅନମ ୨୬ ର ବର୍ଷ ଅଟନ୍ତି ସେଠି ଅସଦ ୨୫ ବର୍ଷର ଅଟନ୍ତି ।

ଜାଣିବା ନିମନ୍ତେ କହିଦେଛୁ କି କିଛି ବର୍ଷ ପୂର୍ବେ ଅନମ ମିର୍ଜାଙ୍କର ବିବାହ ହାଇଦ୍ରାବାଦର ଏକ ବିଜନେସମ୍ୟାନ ଅକବର ରସୀଦଙ୍କ ସହ ହୋଇଥିଲା । କିନ୍ତୁ କିଛି ବର୍ଷ ପରେ ସେମାନଙ୍କର ତଲାକ ହୋଇ ଯାଇଥିଲା । ବର୍ତ୍ତମାନ ଅନମ ଦ୍ଵିତୀୟ ବିବାହ କରିବା ପାଇଁ ପ୍ଲାନିଙ୍ଗ କରୁଛନ୍ତି ।

ଗୋଆ ପାଇଁ ଖେଳନ୍ତି ଅସଦ

ବର୍ତ୍ତମାନ ଅସଦ ଅଜହରୁଦ୍ଦୀନ ରଣଜୀ ଟ୍ରଫୀରେ ଗୋଆ ତରଫରୁ ଖେଳୁଛନ୍ତି । ତାଙ୍କର ସ୍ଵପ୍ନ ଅଛି କି ସେ ତାଙ୍କ ପିତାଙ୍କ ଭଳି ଏକ ମହାନ କ୍ରିକେଟର ହେବେ । ଅନ୍ୟ ପଟେ ସାନିୟା ମିର୍ଜା ବି ଜଣେ କ୍ରିକେଟରଙ୍କୁ ବିବାହ କରିଛନ୍ତି । ସେ ପାକିସ୍ତାନର କ୍ରିକେଟର ଶୋଏବ ମଲିକଙ୍କ ସହ ବିବାହ କରିଛନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।